ଆସନ୍ତାକାଲିଠୁ ଆରମ୍ଭ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା

ଆସନ୍ତାକାଲିଠୁ ଆରମ୍ଭ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା

ଆସନ୍ତାକାଲିଠୁ ଆରମ୍ଭ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା । ଓଡ଼ିଶା ଲୋକସେବା ଆୟୋଗ ବା OPSCର ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲିଠୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୂର୍ବରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିଲା। ତେବେ ବନ୍ୟା ପରିସ୍ଥିତି ସତ୍ତ୍ୱେ ପରୀକ୍ଷା ଆଉ ଘୁଞ୍ଚାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କାଲି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡ଼ିଆ ଭାଷା ଏବଂ […]

Continue reading →
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ଏକ ସାଧାରଣ ସଭାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ଗୁଜରାଟରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ […]

Continue reading →
ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ

ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ

ଉତ୍ତରପ୍ରଦେଶ ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ଆସିଯାଇଛି। ଏଥିରେ ବିଜେପି ୬ଟି ଆସନ ହାତେଇଥିବା ବେଳେ ବିରୋଧୀ ଦଳ ସମାଜବାଦୀ ପାର୍ଟି (ସପା) ହାତକୁ ୩ଟି ଆସନ ଯାଇଛି। ବାକି ଆସନ ଲାଗି ଭୋଟଗଣନା ଜାରି ରହିଛି। ଏହି ଏମଏଲସି ନିର୍ବାଚନରୁ ରାଜ୍ୟରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ସପା ମଧ୍ୟରେ ସମ୍ମାନର ଲଢେଇ ଭାବେ ଦେଖା ଯାଉଛି। ନିର୍ବାଚନରେ ବାରଣାସୀ ଶିକ୍ଷକ ନିର୍ବାଚନମଣ୍ଡଳିରେ ସମାଜବାଦୀ ପାର୍ଟିର ଲାଲବିହାରୀ […]

Continue reading →
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,DA ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,DA ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତା ବା ଡିଏ (DA)ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମୂଳ ଦରମାର ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦୀର୍ଘଦିନ ଧରି ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା […]

Continue reading →
ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ

ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ – ବିଜେପି ହାତରୁ ଖସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର

ଉତ୍ତରପ୍ରଦେଶ ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ଆସିଯାଇଛି। ଏଥିରେ ବିଜେପି ୬ଟି ଆସନ ହାତେଇଥିବା ବେଳେ ବିରୋଧୀ ଦଳ ସମାଜବାଦୀ ପାର୍ଟି (ସପା) ହାତରୁ ୩ଟି ଆସନ ଯାଇଛି। ବାକି ଆସନ ଲାଗି ଭୋଟଗଣନା ଜାରି ରହିଛି। ଏହି ଏମଏଲସି ନିର୍ବାଚନରୁ ରାଜ୍ୟରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ସପା ମଧ୍ୟରେ ସମ୍ମାନର ଲଢେଇ ଭାବେ ଦେଖା ଯାଉଛି। ନିର୍ବାଚନରେ ବାରଣାସୀ ଶିକ୍ଷକ ନିର୍ବାଚନମଣ୍ଡଳିରେ ସମାଜବାଦୀ ପାର୍ଟିର ଲାଲବିହାରୀ […]

Continue reading →
ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗରକୁ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗରକୁ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ପ୍ୟାରେଡ୍‌ରେ ଯୋଗଦେବା ପାଇଁ ଆଜି ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।  ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ଜଣ ପ୍ରତିନିଧି […]

Continue reading →
ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ

ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ

ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ । ତେବେ ଆଗୁଆ ଲ୍ୟାଣ୍ଡଫଲ୍ ହେଲେ ବାତ୍ୟାର ତୀବ୍ରତା ବଢ଼ିବ ନା କମିବ? ଲ୍ୟାଣ୍ଡଫଲ୍ ସମୟ ଆଗୁଆ ହେବାର ଆକଳନ ପରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସାମ୍ନାକୁ ଆସିଛି। ବାତ୍ୟା ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ଥଳଭାଗ ଛୁଇଁଲେ ଏହାର ତୀବ୍ରତା ବଢ଼ିବ, କମିବ ନା ପୂର୍ବଭଳି ରହିବ? ପାଣିପାଗ ବିଜ୍ଞାନ ଅନୁସାରେ, ଆଗୁଆ ଲ୍ୟାଣ୍ଡଫଲ୍ ହେବା ଅର୍ଥ ବାତ୍ୟା ଅଧିକ ଶକ୍ତିଶାଳୀ […]

Continue reading →

ସ୍ଥଳସେନା, ନୌସେନା ଓ ବାୟୁସେନା ପାଇଁ ୨ ଲକ୍ଷ ୧୨ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମଞ୍ଜୁରି

ସ୍ଥଳସେନା, ନୌସେନା ଓ ବାୟୁସେନା ପାଇଁ ୨ ଲକ୍ଷ ୧୨ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମଞ୍ଜୁରି ଦେଇଛି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବା DAC। ଏହାସହ ଶତ୍ରୁର ଗୁଳି କେଉଁ ଦିଗରୁ ଆସୁଛି, ତାହା ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ଶତ୍ରୁର ଡ୍ରୋନ୍ ଓ ନିକଟରୁ ଆସୁଥିବା ବିମାନ ଆକ୍ରମଣକୁ ରୋକିବା ପାଇଁ ଆଧୁନିକ ପ୍ରତିରକ୍ଷା ପ୍ରଣାଳୀ କିଣାଯିବ। ଦୂରରୁ ଶତ୍ରୁ ଉପରେ ନଜର ରଖିବା […]

Continue reading →
ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ଯା ଅର୍ଣ୍ଣବ,ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ଯା ଅର୍ଣ୍ଣବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି। ଏହା କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। କାଲି ସଂଧ୍ଯା ସୁଦ୍ଧା ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଓ ୟନମ ତଟରେ ବାପଟାଲା ଓ […]

Continue reading →
ସମ୍ଭାବ୍ୟ ବାତ୍ୟା ଓ ଅତି ପ୍ରବଳ ବର୍ଷାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ,୮ ଜଣ ମନ୍ତ୍ରୀଙ୍କୁ ୮ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଦାୟିତ୍ବ

ସମ୍ଭାବ୍ୟ ବାତ୍ୟା ଓ ଅତି ପ୍ରବଳ ବର୍ଷାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ,୮ ଜଣ ମନ୍ତ୍ରୀଙ୍କୁ ୮ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଦାୟିତ୍ବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବାକୁ ଯାଉଛି। ଏହି ସମ୍ଭାବ୍ୟ ବାତ୍ୟା ଓ ଅତି ପ୍ରବଳ ବର୍ଷାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ହୋଇପଡ଼ିଛନ୍ତି। ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୮ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ମୈଦାନକୁ ଓହ୍ଲାଇଛନ୍ତି। ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲାର ଦାୟିତ୍ୱ ସିଧାସଳଖ ସ୍ଥିତି ଅନୁଧ୍ୟାନ ଓ ତଦାରଖ ପାଇଁ […]

Continue reading →