ସରିଛି ଛାତ୍ର ସଂସଦ ନିର୍ବାଚନ , କେଉଁଠି କିଏ ଜିତିଲେ

ସରିଛି ଛାତ୍ର ସଂସଦ ନିର୍ବାଚନ , କେଉଁଠି କିଏ ଜିତିଲେ

ସରିଛି ଛାତ୍ର ସଂସଦ ନିର୍ବାଚନ । ଆଜି ପ୍ରକାଶ ପାଉଛି ଗୋଟିଏ ପରେ ଗୋଟିଏ କଲେଜର ନିର୍ବାଚନ ରେଜଲ୍ଟ । କ୍ୟାମ୍ପସକୁ ମିଳିଛନ୍ତି ନୂଆ ନେତା । କାଁଭାଁ ହିଂସାକାଣ୍ଡକୁ ଛାଡ଼ି ଦେଲେ ଶାନ୍ତିଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ସରିଛି । ୮ବର୍ଷ ପରେ ନିର୍ବାଚନ ପାଇଁ ଆଜି ବିଭିନ୍ନ କ୍ୟାମ୍ପସ ହୋଇଥିଲା ସରଗରମ । ଉତ୍ସାହର ସହ ଆସି ଭୋଟ ଦେଇଥିଲେ ଛାତ୍ରଛାତ୍ରୀ । ବାଲାଟ ବକ୍ସ ଖୋଲାଯାଇ ଭୋଟ ଗଣତି ପରେ ଫଳାଫଳ […]

Continue reading →
ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।  ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ।  ରାଜପଥ ଓ ଶିଳ୍ପାଞ୍ଚଳରେ ମାଳମାଳ ବଡ ଗାଡ଼ି ଓ ଟ୍ରକ୍ ପାର୍କିଂ ଯୋଗୁଁ ବଢୁଥିବା ସଡ଼କ ଦୁର୍ଘଟଣା ଓ ଲୋକଙ୍କ ସୁରକ୍ଷା ପ୍ରତି ଚିନ୍ତାପ୍ରକଟ କରିଛନ୍ତି ଧର୍ମେନ୍ଦ୍ର। ରାଜ୍ୟରେ ଖଣି ଓ ଶିଳ୍ପ କରିଡରଗୁଡ଼ିକରେ ଟ୍ରକଗୁଡ଼ିକ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଧାଡ଼ି କରି […]

Continue reading →
କାଲି ଛାତ୍ର ସଂସଦ ନିର୍ବାଚନ,ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କାଲି ଛାତ୍ର ସଂସଦ ନିର୍ବାଚନ,ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କୌଣସି ହିଂସା ନକରି ଶାନ୍ତିଶୃଙ୍ଖଳାର ସହ ମତଦାନ କରିବାକୁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହା ମାଧ୍ୟମରେ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖାଯାଉଛି । ନିରନ୍ତର ସମୀକ୍ଷା ଚାଲିଛି । ଶାନ୍ତିଶୃଙ୍ଖଳା […]

Continue reading →
କଳିଙ୍ଗନଗରରେ ୩୯,୩୮୩ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗନଗରରେ ୩୯,୩୮୩ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଶିଳ୍ପାୟନ ଓ ଆର୍ଥିକ ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ କଳିଙ୍ଗନଗରରେ ୩୯,୩୮୩ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ନୂଆ ଦିଗ ଦେବା ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ମୋଟ ୪୨,୫୧୨ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ଦ୍ୱାରା […]

Continue reading →
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ,ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ,ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟୀଙ୍କ ସ୍ଥାନ ନେବେ। ବ୍ରଜ ମୋହନ ରାମଙ୍କ ନିଯୁକ୍ତି ସହିତ ଓଡ଼ିଶାର ରାଜ୍ୟପାଳ ପଦରେ ପରିବର୍ତ୍ତନ ହୋଇଛି। ତେବେ ସେ କେବେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ । ସୂଚନାଥାଉକି, ବ୍ରଜ ମୋହନ ରାମ ଭାରତୀୟ ଜନତା […]

Continue reading →
ସଂଗଠନକୁ ଗୁରୁତ୍ବ ଦିଅ, ସଙ୍ଗଠନ ରହିଲେ ଦଳ ରହିବ ,ବିଜେପି କାର୍ଯ୍ୟାଳୟରେ  ନେତାଙ୍କୁ ସିଧା ସିଧା ଶୁଣାଇଛନ୍ତି ସୌଦାନ ସିଂ

ସଂଗଠନକୁ ଗୁରୁତ୍ବ ଦିଅ, ସଙ୍ଗଠନ ରହିଲେ ଦଳ ରହିବ ,ବିଜେପି କାର୍ଯ୍ୟାଳୟରେ ନେତାଙ୍କୁ ସିଧା ସିଧା ଶୁଣାଇଛନ୍ତି ସୌଦାନ ସିଂ

ଓଡ଼ିଶା ବିଜେପିର ସଂଗଠନ ସଜାଡ଼ିବେ ସୌଦାନ ସିଂ | ବିଜେପିର ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ଦାୟିତ୍ବ ନେବା ପରେ ତିନିଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତାଙ୍କୁ ଭେଟିଛନ୍ତି ସୌଦାନ ସିଂ | ମୁଖ୍ୟମନ୍ତ୍ରୀଙ୍କ ସହିତ  ୱାନ ଟୁ ୱାନ ଆଲୋଚନା କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି, ସୌଦାନ ସିଂଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ | ସେପଟେ […]

Continue reading →
ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ

ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ

ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ ।  ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୌଦାନ ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ବିଜେପି ସାଂସଦ ସମ୍ବିତ ପାତ୍ର ଏବଂ ଦଳର ବରିଷ୍ଠ ନେତା ଭୁବନେଶ୍ୱର ବିମାନ ବନ୍ଦରରେ ସୌଦାନଙ୍କୁ ପୁSaudan Singhଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । ନିକଟରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଏବଂ ବିହାର ଦାୟିତ୍ବ ଗ୍ରହଣ କରିଥିଲେ ସୌଦାନ […]

Continue reading →
ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ,ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି

ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ,ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି

ଦିଲ୍ଲୀରେ ଶନିବାର କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନର ପ୍ରଭାବ ସବୁଠି ଦେଖିବାକୁ ମିଳିଥିଲା । ରବିବାର ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି । ଦିଲ୍ଲୀ ଏବଂ ଦେଶରେ ବ୍ୟବସାୟୀଙ୍କ ଶୀର୍ଷ ସଂଗଠନ ଚାମ୍ୱର ଅଫ୍ ଟ୍ରେଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ବ୍ୟବସାୟିକ କ୍ଷତିର ଏକ ଅନୁମାନ ରଖିଛି । ସିଟିଆଇ କହିଛି ଯେ କେବଳ ଅକ୍ଟୋବର ୧୦ରେ  ଧାରଣା-ପ୍ରଦର୍ଶନ କାରଣରୁ ବ୍ୟବସାୟୀଙ୍କୁ ଆନୁମାନିକ […]

Continue reading →
ବଦଳିଲା ନୋଏଡା ଏୟାରପୋର୍ଟ ନାଁ , ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ

ବଦଳିଲା ନୋଏଡା ଏୟାରପୋର୍ଟ ନାଁ , ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି । ବଦଳିଲା ନୋଏଡା ଏୟାରପୋର୍ଟ ନାଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ । ଜେୱାର ଏୟାରପୋର୍ଟ ନାଁ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଛି । ଯୋଗୀ କ୍ୟାବିନେଟର ପ୍ରସ୍ତାବ ପାରିତ ହୋଇଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଜେୱାର ବିମାନ ବନ୍ଦରର ନାମକରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶ […]

Continue reading →
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ,ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ,ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଲୋକଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରସ୍ଥିତ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ପତ୍ନୀ ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଉପସ୍ଥିତ ଥିଲେ । ସେହିପରି ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ଲୋକଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍ପଗୁଚ୍ଛ […]

Continue reading →