ଜମ୍ମୁ କଶ୍ମୀର କୁଲଗାମରେ ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ । କୁଲଗାମ ଆତଙ୍କୀ ଆକ୍ରମଣ ଘଟଣାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ଏନକାଉଣ୍ଟରରେ କୁଲଗାମ ଆଟାକର ମାଷ୍ଟରମାଇଣ୍ଡ୍ ଲତିଫ ଭଟ୍ଟ ନିହତ ହୋଇଥିବା ଖବର ମିଳିଛି । ଏହା ସହ ଆଉ ଜଣେ ଆତଙ୍କୀ ନିହତ ହୋଇଛି । ଏହି ଅପରେସନରେ ଭାରତୀୟ ସେନା, ସିଆରପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସ ସାମିଲ ହୋଇଥିଲେ । ଖବର ମୁତାବକ, ନଭେମ୍ଵର ୧୧ରେ କୁଲଗାମରେ ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣରେ […]
Continue readingDaily Archives: November 16, 2026
ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର ,ଲୋକଙ୍କ ସେବାରେ ହିଁ ମିଳିବ ସମ୍ମାନ
ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର । ଲୋକଙ୍କ ସେବାରେ ହିଁ ମିଳିବ ସମ୍ମାନ । ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଣତନ୍ତ୍ର, ବିଧାନସଭାର ମର୍ଯ୍ୟାଦା ଓ ବିକଶିତ ଓଡ଼ିଶା ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଭୁବନେଶ୍ୱରରେ ବିଧାୟକଙ୍କୁ ଗଣତନ୍ତ୍ର ଓ ଜନସେବାର ପାଠ ପଢ଼ାଇଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧିଙ୍କ ଦାୟିତ୍ୱ, ବିଧାନସଭାର ଶୃଙ୍ଖଳା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ଉପରେ […]
Continue reading

