ଆସନ୍ତାକାଲି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀ, ଏହାପୂର୍ବରୁ ଭାରତୀୟ ସେନା ଏକ କଡ଼ା ବାର୍ତ୍ତା ଜାରି କରିଛି

ଆସନ୍ତାକାଲି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀ, ଏହାପୂର୍ବରୁ ଭାରତୀୟ ସେନା ଏକ କଡ଼ା ବାର୍ତ୍ତା ଜାରି କରିଛି

ଆସନ୍ତାକାଲି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀ। ଏହାପୂର୍ବରୁ ଭାରତୀୟ ସେନା ଏକ କଡ଼ା ବାର୍ତ୍ତା ଜାରି କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ, ଭାରତୀୟ ସେନା ଏହି ଘୃଣ୍ୟ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରକୁ ଉଲ୍ଲେଖ କରି ଲେଖିଛି, “ଭାରତ ଭୁଲେ ନାହିଁ; ସୀମା ଉଲ୍ଲଂଘନ ହେଲେ ଏହାର ନିର୍ଣ୍ଣାୟକ ଜବାବ ଦିଏ।” ଜମ୍ମୁ ଏବଂ କାଶ୍ମୀରର ସୁନ୍ଦର ସମତଳ ଭୂମିରେ ଅବସ୍ଥିତ ପହଲଗାମର ବୈସାରନ ଉପତ୍ୟକାରେ ଏହି ଆତଙ୍କବାଦୀ ଆକ୍ରମଣ ସମୟରେ, […]

Continue reading
ଖଡ଼ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଖଡ଼ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ବର୍ତ୍ତମାନର ଟିଏମସି ସରକାର ଅଧୀନରେ ପଶ୍ଚିମବଙ୍ଗ ଦୁର୍ନୀତି, ଅରାଜକତା ଓ ତୁଷ୍ଟିକରଣ ରାଜନୀତିରେ ଫସି ରହିଛି । ସିଣ୍ଡିକେଟ୍ ରାଜ୍ ; ଶାସନ ବ୍ୟବସ୍ଥାକୁ ଭିତରୁ ଖୋଳପା କରିଦେଇଛି । ତେବେ ଏଠାରେ ବିଜେପି ସରକାର ଆସିଲେ ଏ ସବୁର ଅନ୍ତ ଘଟିବ ବୋଲି ଆଜି ପଶ୍ଚିମବଙ୍ଗର ଖଡ଼ଗପୁରରେ ରହୁଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନଙ୍କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ଶ୍ରୀ ପ୍ରଧାନ […]

Continue reading
ପାକିସ୍ତାନକୁ ବିଶ୍ୱାସ କରିବା ବିପଜ୍ଜନକ

ପାକିସ୍ତାନକୁ ବିଶ୍ୱାସ କରିବା ବିପଜ୍ଜନକ

ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧାବସ୍ଥା ମଧ୍ୟରେ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କ ଇରାନ ଗସ୍ତ ବିଶ୍ୱ ସମୁଦାୟର ନଜରକୁ ଆକର୍ଷିତ କରିଛି। ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ଥିବା ବେଳେ ମୁନିର ଜଣେ ମଧ୍ୟସ୍ଥି ଭାବେ ଉଭୟ ଦେଶ ସହ ସମ୍ପର୍କ ରଖିଛନ୍ତି। ମାତ୍ର ଏହି ସମ୍ପର୍କକୁ ନେଇ ଆମେରିକାର ଗୁଇନ୍ଦା ଓ ପ୍ରତିରକ୍ଷା ବିଶ୍ଳେଷକମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସତର୍କ କରାଇ ଦେଇଛନ୍ତି। ଅସୀମ ମୁନିର ହେଉଛନ୍ତି ପ୍ରଥମ […]

Continue reading
ସ୍କାଉଟ୍ ଗାଇଡ୍ ଫେଲୋସିପ୍‌ର ରାଜ୍ୟ ସଭାପତି ଭାବେ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଓ ସମ୍ପାଦକ ଭାବେ ଡଃ ରୁଷି ପଟ୍ଟନାୟକ ନିର୍ବାଚିତ

ସ୍କାଉଟ୍ ଗାଇଡ୍ ଫେଲୋସିପ୍‌ର ରାଜ୍ୟ ସଭାପତି ଭାବେ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଓ ସମ୍ପାଦକ ଭାବେ ଡଃ ରୁଷି ପଟ୍ଟନାୟକ ନିର୍ବାଚିତ

ଭୁବନେଶ୍ୱର: ଭାରତୀୟ ସ୍କାଉଟ୍ ଗାଇଡ୍ ଫେଲୋସିପ୍ (ଓଡ଼ିଶା ରାଜ୍ୟ)ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍କାଉଟ୍ ଗାଇଡ୍ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ସଭାପତି ଏମ୍.ଏ. କେମିକିଙ୍କ ନେତୃତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର ନିର୍ବାଚନ ସଭାରେ ସର୍ବସମ୍ମତି କ୍ରମେ ନୂତନ ଟିମ୍ ଗଠନ କରାଯାଇଛି। ଏହି ଅବସରରେ ରାଜ୍ୟ ସ୍କାଉଟ୍ ଗାଇଡ୍ ମୁଖ୍ୟ କମିଶନର ଡଃ କାଳୀ ମିଶ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିର୍ବାଚିତ ହୋଇଛନ୍ତି। ବିଶିଷ୍ଟ ଚିକିତ୍ସକ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ରାଜ୍ୟ […]

Continue reading
ଲୋକସଭାରେ କାଟ୍ ଖାଇଛି ମହିଳା ସଂରକ୍ଷଣ ବିଲ୍ ଆଗକୁ କଣ ହେବ ?

ଲୋକସଭାରେ କାଟ୍ ଖାଇଛି ମହିଳା ସଂରକ୍ଷଣ ବିଲ୍ ଆଗକୁ କଣ ହେବ ?

ଭାରତୀୟ ସଂସଦୀୟ ଇତିହାସରେ ଏକ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି। ବହୁ ଚର୍ଚ୍ଚିତ ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ (Delimitation) ବିଲ୍ ଲୋକସଭାରେ ଗୃହୀତ ହୋଇପାରିନାହିଁ ବା କାଟ୍ ଖାଇଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ କେତେକ ବୈଷୟିକ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଅଟକି ଯିବା ଫଳରେ ଆଗାମୀ ନିର୍ବାଚନୀ ରଣନୀତି ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ବିରୋଧୀ ଦଳଗୁଡ଼ିକ ମହିଳା ସଂରକ୍ଷଣ ଭିତରେ ଓବିସି (OBC) କୋଟା ପାଇଁ […]

Continue reading
ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬ ଦକ୍ଷିଣ ରାଜ୍ୟଗୁଡ଼ିକୁ କ୍ଷତି ପହଞ୍ଚାଇବ ନାହିଁ : ଶାହ

ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬ ଦକ୍ଷିଣ ରାଜ୍ୟଗୁଡ଼ିକୁ କ୍ଷତି ପହଞ୍ଚାଇବ ନାହିଁ : ଶାହ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ୨୦୨୬, ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ୨୦୨୬ ଉପରେ ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି ଯେ ଏହି ତିନୋଟି ବିଲ୍ ପରେ ଲୋକସଭାରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ବହୁତ ହ୍ରାସ ପାଇବ ଏବଂ ସେମାନେ କ୍ଷତିଗ୍ରସ୍ତ ହେବେ ବୋଲି ଏକ ଗୁଜବ ପ୍ରଚାର କରାଯାଉଛି। ଗୃହ ମନ୍ତ୍ରୀ […]

Continue reading
ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିବ

ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିବ

ଇରାନ ଯୁଦ୍ଧ ଯୋଗୁ ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିପାରେ। ଏହା କହିଛନ୍ତି ଭାରତ ସରକାରଙ୍କ ଜନୈକ ଅଧିକାରୀ। ସେ କହିଛନ୍ତି ଯେ ଏବେବି ଜଣାପଡୁନି ଉତ୍ପାଦନ ଅସ୍ଥାୟୀ ରୂପେ ଅଟକାଇ ଦିଆଯାଇଛି ନା ଏହା ସ୍ଥାୟୀ କ୍ଷତିଗ୍ରସ୍ତ ହୋଇଛି। ଭାରତ ନିଜର ଏଲପିଜି ଆବଶ୍ୟକତା ପାଇଁ ପଶ୍ଚିମ ଏସିଆ ଉପରେ ଅନେକାଂଶରେ ନିର୍ଭରଶୀଳ। ଏହା ଏବେ ହର୍ମୁଜ ପ୍ରଣାଳୀରେ ନାକାବନ୍ଦୀ ଓ ଆମେରିକା-ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପ୍ରଭାବିତ […]

Continue reading
ମହିଳା ସଂରକ୍ଷଣ ବିଧେୟକ ପାରିତ ନ କରାଇବାର ଭୁଲ୍ ନ କରିବାକୁ ବିରୋଧୀ ନେତାଙ୍କୁ ମୋଦୀ ଦେଲେ ଆହ୍ଵାନ

ମହିଳା ସଂରକ୍ଷଣ ବିଧେୟକ ପାରିତ ନ କରାଇବାର ଭୁଲ୍ ନ କରିବାକୁ ବିରୋଧୀ ନେତାଙ୍କୁ ମୋଦୀ ଦେଲେ ଆହ୍ଵାନ

ମହିଳା ସଂରକ୍ଷଣ ବିଧେୟକ ଉପରେ ଗୁରୁବାର ସଂସଦରେ ଜୋରଦାର ବିତର୍କ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଧେୟକ ଉପରେ ସମସ୍ତ ବିରୋଧୀ ଦଳକୁ ଏକାଠି ଆସିବାକୁ ଅପିଲ୍ କରିଛନ୍ତି। ଏହି ବିଧେୟକକୁ ରାଜନୀତିର ନିକିତିରେ ନ ତଉଲାଇବାକୁ ପିଏମ ମୋଦୀ ବିରୋଧୀ ଦଳକୁ କହିଛନ୍ତି। ଦେଶର ଅଧା ଜନସଂଖ୍ୟାକୁ ଅଟକାଇବା ଉଚିତ୍ ନୁହେଁ।ସେ କିମ୍ବା ତାଙ୍କ ଦଳ ଏହାର ରାଜନୈତିକ ଶ୍ରେୟ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସମସ୍ତ ଦଳକୁ ଅପିଲ କରୁଛି ଯେ, […]

Continue reading
ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ

ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ

ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ମାନେ CBSE ଅଫିସିଆଲ୍ ୱେବସାଇଟରୁ ନିଜର ପରୀକ୍ଷା ଫଳ ପାଇ ପାରିବେ । cbse.gov.in, results.cbse.nic.in, results.digilocker.gov.in ଓ UMANG Appରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଓଡ଼ିଶାରୁ ଅଛନ୍ତି ୧ଲକ୍ଷ ପରୀକ୍ଷାର୍ଥୀ । ସବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ […]

Continue reading
ବିହାରରେ ‘ସମ୍ରାଟ’ ରାଜ୍: କାହିଁକି ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ବିଜେପି?

ବିହାରରେ ‘ସମ୍ରାଟ’ ରାଜ୍: କାହିଁକି ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ବିଜେପି?

ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଜନତା ଦଳ ୟୁନାଇଟେଡ (JDU) ସହ ମେଣ୍ଟ କରି ବିଜେପି ପୁଣି ଥରେ ଶାସନ ଗାଦିକୁ ଫେରିଛି। ମାତ୍ର ସବୁଠୁ ବଡ଼ ଚମକ ଥିଲା ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା। ବିଜେପିର ଏହି ନିଷ୍ପତ୍ତି କେବଳ ସରକାର ଗଠନ ପାଇଁ ନୁହେଁ, ବରଂ ଆଗାମୀ ନିର୍ବାଚନ ପାଇଁ ଏକ ବଡ଼ ରଣନୀତି ବୋଲି କୁହାଯାଉଛି। ବିହାରରେ ଜାତିଗତ ଜନଗଣନା ପରେ ପଛୁଆ ବର୍ଗର ଭୋଟ୍‌କୁ ନେଇ […]

Continue reading