ସଂଗଠନ ପାଇଁ ଯେତେ ପାରୁଛ କାମ କର, ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ- ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ସଂଗଠନ ପାଇଁ ଯେତେ ପାରୁଛ କାମ କର, ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ- ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ଓଡ଼ିଶାରେ ବିଜେପି ସରକାର ଗଠନ କରିବାର ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବାର୍ତ୍ତା – “ସଂଗଠନ ପାଇଁ ଯେତେ ପାରୁଛ କାମ କର, ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ” – ରାଜ୍ୟ ରାଜନୀତିରେ ଏକ ନୂଆ ବିତର୍କ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି, କ୍ଷମତା ପାଇବା ପରେ ସାଧାରଣତଃ ଆସୁଥିବା ଆତ୍ମସନ୍ତୋଷ ଭିତରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଗୁରୁମନ୍ତ୍ର ଦଳକୁ ଆହୁରି ମଜବୁତ୍ କରିବାରେ କେତେ ସଫଳ ହେବ? […]

Continue reading →
ଭାରତରେ ୫ ବିଲିୟନ ଡଲାର ନିବେଶ କରିବ ୟୁଏଇ

ଭାରତରେ ୫ ବିଲିୟନ ଡଲାର ନିବେଶ କରିବ ୟୁଏଇ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇ ଗସ୍ତରେ ଅଛନ୍ତି। ସେ ଆବୁଧାବିରେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିଛନ୍ତି। ଏହି ଗସ୍ତ ସମୟରେ, ୟୁଏଇ ଭାରତରେ ୫ ବିଲିୟନ ଡଲାର ନିବେଶ ଘୋଷଣା କରିଛି। ଏହି ନିବେଶ ଭାରତୀୟ ଭିତ୍ତିଭୂମି, ଆରବିଏଲ୍ ବ୍ୟାଙ୍କ ଏବଂ ସମ୍ମାନ କ୍ୟାପିଟାଲରେ କରାଯିବ। ଭାରତ ଏବଂ ୟୁଏଇ ମଧ୍ୟରେ ଅନେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତ ସମୟରେ ଅନେକ ବଡ଼ ଘୋଷଣା କରାଯାଇଥିଲା। ଭାରତ ଏବଂ […]

Continue reading →
ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା

ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା

ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗୌହାଟୀର ଖାନାପଡା ଭେଟନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ହିମନ୍ତ ବିଶ୍ବଶର୍ମାଙ୍କ ସହିତ ଅନ୍ୟ ୪ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ, ଯୋଗୀ ଆଦିତ୍ୟନାଥ, ଚିରାଗ ପାଶୱାନ, ନୀତିନ ଗଡକାରୀ, ନୀତିନ […]

Continue reading →
ବଙ୍ଗଭଙ୍ଗ ସମୟରୁ ଜନମାନସରେ ଥିବା ଅସନ୍ତୋଷର ଦୃଢ଼ ପ୍ରତିଜବାବ

ବଙ୍ଗଭଙ୍ଗ ସମୟରୁ ଜନମାନସରେ ଥିବା ଅସନ୍ତୋଷର ଦୃଢ଼ ପ୍ରତିଜବାବ

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଜୟ କେବଳ ଏକ ରାଜନୈତିକ ସଫଳତା ନୁହେଁ, ବରଂ ଏହା ୧୯୦୫ ମସିହାର ବଙ୍ଗଭଙ୍ଗ ସମୟରୁ ଜନମାନସରେ ଥିବା ବେଦନା ଓ ଅସନ୍ତୋଷର ଏକ ଦୃଢ଼ ପ୍ରତିଜବାବ ବୋଲି ଗଣମାଧ୍ୟମକୁ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବିଗତ ପ୍ରାୟ ୧୨୦ ବର୍ଷ ଧରି ବହୁସଂଖ୍ୟକ ସମାଜ ଯେଉଁ ଅଣଦେଖାର ଶିକାର ହୋଇଥିଲା, ଆଜି ସେହି […]

Continue reading →
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ; ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଐତିହାସିକ ଶକ୍ତି ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ; ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଐତିହାସିକ ଶକ୍ତି ପ୍ରଦର୍ଶନ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆଜି ଲିଖିତ ହୋଇଛି ଏକ ନୂଆ ସୁବର୍ଣ୍ଣ ଅଧ୍ୟାୟ। କୋଲକାତାର ଐତିହାସିକ ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନବମ ତଥା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସହ ବେଙ୍ଗଲରେ ଦୀର୍ଘ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି ଏବଂ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହୋଇଛି। ଶପଥ ଗ୍ରହଣ […]

Continue reading →
ତାମିଲନାଡ଼ୁର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି

ତାମିଲନାଡ଼ୁର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି

ତାମିଲନାଡୁ ରାଜନୀତିରେ ଏବେ ‘ଘଡ଼ିକେ ଘୋଡ଼ା ଛୁଟୁଛି’। ସିନେମା ପରଦାର ସୁପରଷ୍ଟାର୍ ତଥା ଟିଭିକେ (TVK) ମୁଖ୍ୟ ବିଜୟଙ୍କ ପାଇଁ ଶାସନ ଗାଦିର ଯାତ୍ରା ଏତେ ସହଜ ମନେହେଉ ନାହିଁ। ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କରିଥିବା ବିଜୟ ଏବେ ‘ମ୍ୟାଜିକ୍ ନମ୍ବର’ ଜାଲରେ ଫସି ଯାଇଛନ୍ତି। ଫଳରେ ଶନିବାର ହେବାକୁ ଥିବା ତାଙ୍କର ଭବ୍ୟ ଶପଥ ଗ୍ରହଣ ଉତ୍ସବ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକି ଯାଇଛି। ତାମିଲନାଡୁ ବିଧାନସଭାରେ ସରକାର ଗଠନ ପାଇଁ […]

Continue reading →
ବେଙ୍ଗଲ ଶାସନ ଗାଦିରେ ‘ଓଡ଼ିଆ’ ଅସ୍ମିତା: ଶୁଭେନ୍ଦୁଙ୍କ ବିଜୟ ଓ ମେଦିନୀପୁରର ଇତିହାସର ହେବ ପୁନଃ ଲେଖନ

ବେଙ୍ଗଲ ଶାସନ ଗାଦିରେ ‘ଓଡ଼ିଆ’ ଅସ୍ମିତା: ଶୁଭେନ୍ଦୁଙ୍କ ବିଜୟ ଓ ମେଦିନୀପୁରର ଇତିହାସର ହେବ ପୁନଃ ଲେଖନ

ପଶ୍ଚିମବଙ୍ଗର ନବମ ମୁଖ୍ୟମନ୍ତ୍ରୀ, ବିଶେଷ କରି ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଶ୍ରଦ୍ଧେୟ ଶୁଭେନ୍ଦୁ ଅଧିକାରୀଙ୍କୁ ଜଣାଉଛି ଅନେକ ଅନେକ ଅଭିନନ୍ଦନ, ଶୁଭେଚ୍ଛା । ଜଣେ ଓଡ଼ିଆ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବା,ବିଶେଷ କରି ୧୭୫୭ ମସିହା, ଜୁନ ୨୨ ପରବର୍ତ୍ତୀ ଇତିହାସ ଆଧାରରେ ବହୁବିଧ ଦୃଷ୍ଟିକୋଣରୁ ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସୁବାର୍ତ୍ତା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ସମୟରେ ଓଡ଼ିଶାର […]

Continue reading →
‘ଅପରେସନ ସିନ୍ଦୂର କୁ ପୂରୁଛି ବର୍ଷେ

‘ଅପରେସନ ସିନ୍ଦୂର କୁ ପୂରୁଛି ବର୍ଷେ

ପହଲଗାମରେ ପାକିସ୍ତାନୀ ଆତଙ୍କା ଧର୍ମ ପଚାରି ୨୭ ନିରୀହଙ୍କ ଜୀବନ ନେଲେ। କାଶ୍ମୀରରୁ କନ୍ୟାକୁମାରୀ ଯାଏ ସମସ୍ତେ ସ୍ତବ୍ଧ ହୋଇଗଲେ । କ୍ରୋଧରେ ଜଳିଲେ ବି । ଗଲାବର୍ଷ ଏପ୍ରିଲ ୨୨ରେ ପାକ୍ ଆତଙ୍କା ଦେଇଥିବା ଏହି କ୍ଷତର ଜବାବ ଭୀଷଣ ହୋଇଥିଲା । ଭାରତୀୟ ସେନା ଯୋଜନାବଦ୍ଧ ଭାବେ ମେ ୭ରେ ପାକିସ୍ତାନ ଭିତରେ ପଶି ଆତଙ୍କା ଶିବିରଗୁଡ଼ିକୁ ମିସାଇଲ ମାଡ଼ କରି ଛାରଖାର କରିଦେଲେ । ଏହି ପ୍ରତିଶୋଧ ଅଭିଯାନର ନାଁ ରହିଥିଲା ‘ଅପରେସନ […]

Continue reading →
ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର,ଗାନ୍ଧୀ ମଇଦାନରେ ୩୨ ନୂଆ ମନ୍ତ୍ରୀ ନେଲେ ଶପଥ

ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର,ଗାନ୍ଧୀ ମଇଦାନରେ ୩୨ ନୂଆ ମନ୍ତ୍ରୀ ନେଲେ ଶପଥ

ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । କ୍ୟାବିନେଟ ବିସ୍ତାର ସମୟରେ ଜେଡିୟୁ ପ୍ରମୁଖ ନୀତିଶ କୁମାରଙ୍କ ସହିତ ପୁଅ ନିଶାନ୍ତ କୁମାର ଏବଂ ଅନ୍ୟ ୩୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ମହାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିଛନ୍ତି । ରାଜ୍ୟପାଳ ସୟଦ ଆତା […]

Continue reading →
ବେଙ୍ଗଲରେ ପୁଣି ରକ୍ତାକ୍ତ ରାଜନୀତି: ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା; ପୁଣି ‘ରାଜନୈତିକ ହତ୍ୟାକାଣ୍ଡ’ର କଳା ଚିତ୍ର

ବେଙ୍ଗଲରେ ପୁଣି ରକ୍ତାକ୍ତ ରାଜନୀତି: ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା; ପୁଣି ‘ରାଜନୈତିକ ହତ୍ୟାକାଣ୍ଡ’ର କଳା ଚିତ୍ର

ପଶ୍ଚିମବଙ୍ଗ ରାଜନୀତିର ପାରଦ ଏବେ ଶିଖରରେ ଥିବା ବେଳେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ମଧ୍ୟମଗ୍ରାମ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ବିଧାନସଭା ପାସ୍ ଲାଗିଥିବା ଗାଡ଼ି ଭିତରେ ଚନ୍ଦ୍ରନାଥଙ୍କୁ ଆତତାୟୀମାନେ ଟାର୍ଗେଟ୍ କରିଥିଲେ। ବିଜେପି ଏହାକୁ ଏକ ‘ସୁନିୟୋଜିତ ହତ୍ୟାକାଣ୍ଡ’ ବୋଲି କହିଥିବା ବେଳେ ଟିଏମସି ଏହାର ନିନ୍ଦା […]

Continue reading →