ବିହାର ନିର୍ବାଚନ : ପୁଣି କ୍ଷମତା ହାତେଇବ ଏନଡିଏ

ବିହାର ନିର୍ବାଚନ : ପୁଣି କ୍ଷମତା ହାତେଇବ ଏନଡିଏ

ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଟାଇମ୍ସ ନାଓ-ଜେଭିସି ଜନମତ ସର୍ଭେ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏ ୧୩୬ ଆସନ ଜିତିପାରେ। ଏହା ସହିତ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଏବଂ ବାମ ଦଳମାନଙ୍କ ମେଣ୍ଟ ରାଜ୍ୟରେ ୭୫ ଆସନରେ ସୀମିତ ରହିପାରେ ବୋଲି ଜଣାଯାଇଛି। ବିହାରରେ ସରକାର ଗଠନ ପାଇଁ ୧୨୨ଟି ଆସନରେ ଜିତିବା ଜରୁରୀ। ଏଭଳି ସ୍ଥିତିରେ ଏନଡିଏ ୧୩୬ଟି ଆସନ ହାତେଇଲେ ପୁଣି ଥରେ ରାଜ୍ୟର ଦାୟିତ୍ବ ନେବ।ନଭେମ୍ବର ପ୍ରଥମ […]

Continue reading
subartanews.com

ପ୍ରତାରଣା ପାଇଁ ବିଜେଡି ଓ କଂଗ୍ରେସର ଗର୍ବ ଅହଙ୍କାର ଭାଙ୍ଗିଲେ ଓଡ଼ିଶାବାସୀ: ମନମୋହନ ସାମଲ

କଂଗ୍ରେସ ରାଜ୍ୟରେ ୪୦ ବର୍ଷ ଧରି ସରକାରରେ ଥିଲା। ମାତ୍ର ଲୋକଙ୍କୁ କେବଳ ପ୍ରତରଣା କରିଆସିଥିଲା। ବିଜୁ ଜନତା ଦଳ ୨୪ ବର୍ଷ ଧରି ସରକାରରେ ଥିଲା। ମାତ୍ର ସେମାନଙ୍କର ଗର୍ବ ଓ ଅହଙ୍କାର ଚରମସୀମାରେ ପହଂଚିଥିଲା। ସେମାନଙ୍କ ନୀତି ଥିଲା ଟଙ୍କା ଓ ମଦ ଦେବୁ ଭୋଟ ନେବୁ। ଶେଷରେ ଲୋକ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ। ବହୁ ସଂଘର୍ଷ କରି ବିଜେପି ରାଜ୍ୟରେ ଏକାକୀ ସରକାର ଗଢ଼ିବାରେ ସଫଳ ହେଲା ବୋଲି ରାଜ୍ୟ ସଭାପତି ମନମୋହନ […]

Continue reading