ଅସ୍ମିତା ଏକ ଦାର୍ଶନିକ ବିଷୟ । ଅସ୍ମିତା ହିଁ ଆମର ପ୍ରକୃତ ପରିଚୟ ଓ ଶାଶ୍ୱତ ଐତିହ୍ୟ। ଯେଉଁ ଚିନ୍ତାଧାରା ମଣିଷକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ, ନିଜ ମାଟି ପାଇଁ ଗର୍ବିତ ହେବାର ସୁଯୋଗ ଦିଏ ଏବଂ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ମନୋବଳକୁ ଦୃଢ଼ୀଭୂତ କରେ, ତାହା ହିଁ ପ୍ରକୃତ ଅସ୍ମିତା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ‘ସମ୍ବାଦ’ର ଅନୁଗୋଳ ସଂସ୍କରଣର ୨୬ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ ଶ୍ରୀ […]
Continue readingCategory Archives: ରାଜନୀତି
କେଜ୍ରିୱାଲ ଦିଲ୍ଲୀର ରେହମାନ ଡକାୟତ – ବିଜେପି
ବିଜେପି ନେତା ତଥା ଦିଲ୍ଲୀ ମନ୍ତ୍ରୀ ପରଭେଶ ବର୍ମା ଶନିବାର ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । କେଜ୍ରିୱାଲଙ୍କୁ ଦିଲ୍ଲୀର ରେହମାନ ଡକାୟତ କହିବା ସହିତ ସେ ଆଉ ଏକ ଶୀଶ୍ ମହଲ ନିର୍ମାଣ କରିଥିବା କହିଛନ୍ତି । କେଜ୍ରିୱାଲଙ୍କ ନୂଆ ବାସଭବନ ଦାବି କରି ବର୍ମା ଘରର କିଛି ଫଟୋ ମଧ୍ୟ ସେୟାର କରିଥିଲେ । ତେବେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଏହି […]
Continue readingସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ୍: ଗଣତନ୍ତ୍ରର ସୁରକ୍ଷା ନା ରାଜନୈତିକ ଚାପ?
ଭାରତୀୟ ସଂସଦରେ ପୁଣି ଥରେ ସାମ୍ବିଧାନିକ ସଂସ୍ଥା ବନାମ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି। ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ରାଜ୍ୟସଭାରେ ଏକ ମହାଭିଯୋଗ ପ୍ରସ୍ତାବ ନୋଟିସ୍ ଦାଖଲ କରିଛନ୍ତି। ଏହି ପଦକ୍ଷେପ ଏବେ ଦେଶର ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁନାହିଁ ଏବଂ ନିର୍ବାଚନ କମିଶନ ଶାସକ ଦଳର ଚାପରେ କାର୍ଯ୍ୟ କରୁଛନ୍ତି। […]
Continue readingବେଙ୍ଗଲରେ ବଦଳିବ କି ଶାସନ ଗାଦି?
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରେ ରାଜନୈତିକ ପାରଦ ଶୀର୍ଷରେ ପହଞ୍ଚିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ଭାବେ କହିଛନ୍ତି ଯେ, “ଦିଦି ଯିବେ, ବିଜେପି ଆସିବ”। ୧୫୨ଟି ଆସନ ମଧ୍ୟରୁ ବିଜେପି ୧୧୦ରୁ ଅଧିକ ଆସନ ଜିତିବ ବୋଲି ସେ ଯେଉଁ ଗଣିତ ରଖିଛନ୍ତି, ତାହା ପଛରେ କିଛି ଦୃଢ଼ ଯୁକ୍ତି ରହିଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୯୨% ରୁ ଅଧିକ ମତଦାନ ହେବା ସୂଚାଉଛି ଯେ […]
Continue readingଦିଲ୍ଲୀରେ ‘ଆପ୍’ର ଅସ୍ତଗାମୀ ସୂର୍ଯ୍ୟ? ୭ ସାଂସଦଙ୍କ ପଦ୍ମ ମିଶ୍ରଣ ପରେ କେଜ୍ରିୱାଲଙ୍କ ଦୁର୍ଗରେ ବଡ଼ ଗର୍ତ୍ତ
ନୂଆଦିଲ୍ଲୀ: ଦିନେ ଯେଉଁ ଦଳ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା, ଆଜି ସେହି ଦଳ ଇତିହାସର ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି। ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସମେତ ୭ ଜଣ ପ୍ରଭାବଶାଳୀ ସାଂସଦ ଦଳ ଛାଡ଼ି ବିଜେପିରେ ସାମିଲ ହେବା ପରେ ଏବେ ପ୍ରଶ୍ନ ଉଠୁଛି— ଦିଲ୍ଲୀରେ କ’ଣ ଆମ ଆଦମୀ ପାର୍ଟିର (AAP) ପତ୍ତନ ଆରମ୍ଭ ହୋଇଯାଇଛି? ରାଜ୍ୟସଭାରେ ଆପ୍ର ମୋଟ ୧୦ […]
Continue readingରାଜଧାନୀରେ ଗର୍ଜିବେ ମହିଳା: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ
ରାଜ୍ୟରେ ମହିଳାମାନଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଅସୁରକ୍ଷିତ ମନୋଭାବ ଏବଂ ଅଧିକାରକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ” ଅନୁଷ୍ଠିତ ହେବାକୁ ଯାଉଛି। ବିଶିଷ୍ଟ ମହିଳା ନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଏହି ସମାବେଶରେ ଯୋଗଦେଇ ସରକାରଙ୍କ ବିଫଳତା ବିରୋଧରେ ସ୍ୱର ଉତ୍ତୋଳନ କରିବେ। ଡା. ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ମହିଳାମାନେ ଆଜି ବି ଅସୁରକ୍ଷିତ। ଶିଶୁ କନ୍ୟାଠାରୁ ଆରମ୍ଭ କରି ବୃଦ୍ଧାଙ୍କ […]
Continue readingକଂଗ୍ରେସ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁ ନାହିଁ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି । ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆଜିର ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହେଉଛନ୍ତି ମହିଳା । ମହିଳାଙ୍କ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍ ଆଣିଥିଲେ ମୋଦୀ ସରକାର । କିନ୍ତୁ ସଂସଦ […]
Continue readingଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କ୍ଷମା ମାଗିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ
କେରଳ ନିର୍ବାଚନ ପ୍ରଚାର ସମୟରେ ଗୁଜରାଟର ଲୋକଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଶେଷରେ କ୍ଷମା ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସୋସିଆଲ ମିଡିଆ ‘ଏକ୍ସ’ (X) ମାଧ୍ୟମରେ ସେ ନିଜର ଦୁଃଖ ପ୍ରକାଶ କରିବା ସହ ଗୁଜରାଟର ଜନତାଙ୍କ ପ୍ରତି ତାଙ୍କର ସର୍ବୋଚ୍ଚ ସମ୍ମାନ ରହିଛି ବୋଲି କହିଛନ୍ତି। କ’ଣ ଥିଲା ବିବାଦୀୟ ବୟାନ? କେରଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିବାକୁ ଯାଇ କହିଥିଲେ, […]
Continue readingରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ଡକ୍ଟର ସସ୍ମିତ ପାତ୍ର
ବିଜୁ ଜନତା ଦଳ (ବିଜେଡି) ପାଇଁ ବୁଧବାର ସନ୍ଧ୍ୟା ଏକ ବଡ଼ ଝଟକା ନେଇ ଆସିଛି। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ବରିଷ୍ଠ ସାଂସଦ ଡକ୍ଟର ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି। ଇସ୍ତଫାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ, ଦଳ ଭିତରେ ତାଙ୍କ ବିରୋଧରେ ଚାଲିଥିବା ‘ମେଳି’ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା […]
Continue readingରାଜ୍ୟସଭା ଇତିହାସରେ ପ୍ରଥମ ଶପଥ ନେଲେ ତୃତୀୟଲିଙ୍ଗୀ ସାଂସଦ ମେନକା ଗୁରୁସ୍ୱାମୀ
ରାଜ୍ୟସଭା ଇତିହାସରେ ପ୍ରଥମ । ଶପଥ ନେଲେ ତୃତୀୟଲିଙ୍ଗୀ ସାଂସଦ ।ଏହି ଅବସରରେ ଭାରତୀୟ ସଂସଦୀୟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ସାଂସଦ ଭାବେ ମେନକା ଗୁରୁସ୍ୱାମୀ (ଟିଏମସି) ଶପଥ ଗ୍ରହଣ କରିଛନ୍ତି। ସୋମବାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୧୯ ସାଂସଦ ସୋମବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ସଭାପତି ସି.ପି ରାଧାକ୍ରିଷ୍ଣନ,ଉପସଭାପତି ହରିବଂଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଉପସ୍ଥିତିରେ ରାଜ୍ୟସଭା ଚାମ୍ବରରେ ଏହି […]
Continue reading









