ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସହ ସ୍ୱାସ୍ଥ୍ୟ ପ୍ରଦାନ ହେଉ ‘ଓଡ଼ିଶା ଦିବସ’ର ମୂଳ ସଂକଳ୍ପ- ଧର୍ମେନ୍ଦ୍ର ପ୍ରଧାନ

ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସହ ସ୍ୱାସ୍ଥ୍ୟ ପ୍ରଦାନ ହେଉ ‘ଓଡ଼ିଶା ଦିବସ’ର ମୂଳ ସଂକଳ୍ପ- ଧର୍ମେନ୍ଦ୍ର ପ୍ରଧାନ

୧୯୩୬ ଏପ୍ରିଲ ୧ରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୨୦୩୬ରେ ଆମେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରିବା । ଏହି ସମୟ ମଧ୍ୟରେ ‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଆମ ଓଡ଼ିଆ ପିଲାମାନେ ସୁସ୍ଥ ରହିବା ସହ ଉତ୍ତମ ଶିକ୍ଷା ପାଇବେ । ଏହି ଲକ୍ଷ୍ୟ ପୂରଣ ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ‘ଉତ୍କଳ ଦିବସ’ର ଗୋଟିଏ […]

Continue reading
ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା

ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା

ଦେଶବ୍ୟାପୀ ବିଜୁ ଝଡ଼ ।  ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା ।  ବିଜୁବାବୁଙ୍କୁ ଅପମାନ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସାଂସଦ ସଞ୍ଜୟ ସିଂ ।  ବିଜୁ ପଟ୍ଟନାୟକ ସାରା ଭାରତର ଜଣେ ବଡ଼ ଜନନାୟକ ଥିଲେ ।  ସେ ସାରା ଓଡ଼ିଶାର ଗର୍ବ ଓ ଗୌରବ ଥିଲେ ବୋଲି କହିଛନ୍ତି ସଞ୍ଜୟ ସିଂହ ।  ଆଜି ବିଜେପି ତାଙ୍କୁ ସିଆଇଏ ଏଜେଣ୍ଟ କହି ଘୋର ଅପମାନିତ କରିଛି ।  […]

Continue reading
ମଧ୍ୟପ୍ରାଚ୍ୟ ଯୁଦ୍ଧ: ଇରାନ ସବୁଠାରୁ ଅଧିକ କ୍ଷତି ସହିଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ: ଇରାନ ସବୁଠାରୁ ଅଧିକ କ୍ଷତି ସହିଛି।

ଇରାନ୍ ଉପରେ ଆମେରିକା ଏବଂ ଇସ୍ରାଏଲ୍ର ମିଳିତ ଆକ୍ରମଣ ପରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧକୁ ୩୦ ଦିନରୁ ଅଧିକ ବିତିଲାଣି, କିନ୍ତୁ ଥମିବାର ନାଁ ଧରୁନାହିଁ । ଯୁଦ୍ଧରେ ଲିପ୍ତ ପ୍ରତ୍ୟେକ ଦେଶ କ୍ଷତି ସହୁଛନ୍ତି । କେବଳ ସେତିକି ନୁହେଁ, ଯୁଦ୍ଧରେ ସାମିଲ ହୋଇନଥିବା ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବିଶେଷକରି ଇରାନର ଆକ୍ରମଣରେ ଗଲ୍ଫ ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇରାନ ସବୁଠାରୁ ଅଧିକ କ୍ଷତି […]

Continue reading
ଗତ ୬ଦଶନ୍ଧୀ ଧରି ଚାଲିଥିବା ନକ୍ସଲ ଆତଙ୍କ ଶେଷ

ଗତ ୬ଦଶନ୍ଧୀ ଧରି ଚାଲିଥିବା ନକ୍ସଲ ଆତଙ୍କ ଶେଷ

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲ ବା ମାଓବାଦୀ ସଂଗଠନକୁ ମୂଳପୋଛ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏହି ଘୋଷଣା ଆଜି ପୂର୍ଣ୍ଣ ହୋଇଛି। ଯଦିଓ ଓଡ଼ିଶାର କନ୍ଧମାଳ ସମେତ ‌ଦେଶର କେତେକ ସ୍ଥାନରେ ନକ୍ସଲ ସକ୍ରିୟ ଅଛନ୍ତି, ତଥାପି ମୋଟାମୋଟି ଭାବେ ଗତ ୬ଦଶନ୍ଧୀ ଧରି ଚାଲିଥିବା ନକ୍ସଲ ଆତଙ୍କ ଶେଷ ହୋଇଛି। ଏହି ସଫଳତା ପଛରେ ନକ୍ସଲ ସଂଗଠନ ବିରୋଧରେ ଓଡ଼ିଶା ପୁଲିସର ଯୋଗଦାନ ନିଶ୍ଚିତ ଭାବେ […]

Continue reading
ଟିଏମସି ପ୍ରସଙ୍ଗବିହୀନ ନିର୍ବାଚନ ଲଢୁଛି, ବିଜେପିର ବିଜୟ ନିଶ୍ଚୟ – ଧର୍ମେନ୍ଦ୍ର ପ୍ରଧାନ

ଟିଏମସି ପ୍ରସଙ୍ଗବିହୀନ ନିର୍ବାଚନ ଲଢୁଛି, ବିଜେପିର ବିଜୟ ନିଶ୍ଚୟ – ଧର୍ମେନ୍ଦ୍ର ପ୍ରଧାନ

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାନ୍ଥି ଓ ହଳଦିଆ ଗସ୍ତ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ହଳଦିଆ ଠାରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନାମାଙ୍କନ ପୂର୍ବରୁ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ଶ୍ରୀ ପ୍ରଧାନ । ମମତା […]

Continue reading
ଟିଏମସିର ଜନବିରୋଧୀ ନୀତିରୁ ମୁକ୍ତି ପାଇବା ପାଇଁ ପଶ୍ଚିମବଙ୍ଗର ପ୍ରତିଟି ନାଗରିକ ସଂକଳ୍ପବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

ଟିଏମସିର ଜନବିରୋଧୀ ନୀତିରୁ ମୁକ୍ତି ପାଇବା ପାଇଁ ପଶ୍ଚିମବଙ୍ଗର ପ୍ରତିଟି ନାଗରିକ ସଂକଳ୍ପବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଗସ୍ତ କରି ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ପ୍ରଚାର କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ନନ୍ଦିଗ୍ରାମ କେବଳ ଏକ ଭୌଗୋଳିକ କ୍ଷେତ୍ର ନୁହେଁ, ବରଂ ଏହା ଏକ ପରିବର୍ତ୍ତନର ଚେତନାର ପ୍ରତୀକ । ବିଗତ ପ୍ରାୟ ୨୦ ବର୍ଷ […]

Continue reading
ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଓଡ଼ିଶାର ନାରୀ ଓ ଯୁବ ସମାଜକୁ ପ୍ରେରିତ କରିବ- ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଓଡ଼ିଶାର ନାରୀ ଓ ଯୁବ ସମାଜକୁ ପ୍ରେରିତ କରିବ- ଧର୍ମେନ୍ଦ୍ର ପ୍ରଧାନ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଓ କେନ୍ଦ୍ରାପଡ଼ାର ଦୁଇ ପ୍ରତିଭାଙ୍କ ସଫଳତାକୁ ସମଗ୍ର ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍‌ଚର’ ମାଧ୍ୟମରେ ମାଛ ଚାଷ କରି ସଫଳତା ପାଇଥିବା ଶ୍ରୀମତୀ ସୁଜାତା ଭୂୟାଁଙ୍କୁ […]

Continue reading
ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ମୋଦୀ

ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ସେ ବିମାନବନ୍ଦରରେ MRO ସୁବିଧାର ଶିଳାନ୍ୟାସ ମଧ୍ୟ କରିଛନ୍ତି । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବା ସହ ଉତ୍ତର ପ୍ରଦେଶକୁ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର ମିଳିଛି । ଏହି ବିମାନବନ୍ଦର କେବଳ […]

Continue reading
ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ, ଭିଡ଼ିଓ ଭାଇରାଲ

ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ, ଭିଡ଼ିଓ ଭାଇରାଲ

ଉପସାଗରୀୟ କ୍ଷେତ୍ରରେ ଜାରି ଉତ୍ତେଜନା ମଧ୍ୟରେ ଶୁକ୍ରବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯାଇଛି। ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ ହୋଇଛି। ବର୍ଷା ଓ ଝଡତୋଫାନ ମଧ୍ୟରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଶୁକ୍ରବାର ୟୁଏଇର ଅନେକ ଅଞ୍ଚଳରେ ପାଗ ବଦଳି ଯାଇଛି। ଆବୁଧାବୀ, ସାରଜାହ ଓ ଦୁବାଇରେ ଭୀଷଣ ବର୍ଷା ସହ ଝଡ଼ତୋଫାନ ହୋଇଛି। ଏଥିରେ ବୁର୍ଜ […]

Continue reading
ଆସିଲା ଏଡିଆର ରିପୋର୍ଟ , ବିଜେପିର ଚାନ୍ଦା ଅନ୍ୟ ଦଳଙ୍କ ଠାରୁ ଢେର ଅଧିକ

ଆସିଲା ଏଡିଆର ରିପୋର୍ଟ , ବିଜେପିର ଚାନ୍ଦା ଅନ୍ୟ ଦଳଙ୍କ ଠାରୁ ଢେର ଅଧିକ

 ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଦ୍ୱାରା ପ୍ରସ୍ତୁତ ଏକ ନୂଆ ରିପୋର୍ଟ ଅନୁସାରେ ୨୦୨୪-୨୫ରେ ଜାତୀୟ ରାଜନୈତିକ ଦଳମାନଙ୍କ ଚାନ୍ଦା ପିଛିଲା ଆର୍ଥିକ ବର୍ଷ ତୁଳନାରେ ୧୬୧% ବଢିଛି। ଏଥିରେ ଶାସକ ବିଜେପିକୁ ସବୁଠୁ ଅଧିକ ଚାନ୍ଦା ମିଳିଛି, ଯାହା ଅନ୍ୟ ସବୁ ଜାତୀୟ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦାର ୧୦ ଗୁଣାରୁ ଅଧିକ ବୋଲି କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ଆର୍ଥିକ ବର୍ଷରେ ଜାତୀୟ ରାଜନୈତିକ ଦଳଙ୍କ ଦ୍ୱାରା ଘୋଷିତ ୨୦,୦୦୦ରୁ ଅଧିକ […]

Continue reading