ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ରାଜଧାନୀ ତାସକେଣ୍ଟରେ ଉଜବେକିସ୍ତାନ ଯୋଗ ଫେଡେରେସନ ଦ୍ୱାରା ଆୟୋଜିତ ଏକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ସେ ଲୋକଙ୍କ ସହିତ ସମୟ ବିତାଇଥିଲେ ଏବଂ ନିଜେ ଅନେକ ଯୋଗାସନ କରିଥିଲେ। ଉଜବେକିସ୍ତାନରେ ଯୋଗ ବହୁତ ଲୋକପ୍ରିୟ। ପ୍ରଧାନମନ୍ତ୍ରୀ ଅଧିବେଶନର ଏକ ଛୋଟ ଭିଡିଓ ସେୟାର କରି ଲେଖିଛନ୍ତି, ଉଜବେକିସ୍ତାନ ଯୋଗକୁ ଭଲ ପାଏ। ବୈଦେଶିକ ମନ୍ତ୍ରଣାଳୟ କହିଛି,ଉଜବେକିସ୍ତାନରେ ଯୋଗ ଲୋକପ୍ରିୟ। […]
Continue readingTag Archives: dharmendra pradhan
ବିଜେପି ମୁଖ୍ୟାଳୟରେ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କଲେ ମୋଦୀ, ଜେନେରେସନ୍-ଜେଡ୍’ଙ୍କ ସହ ଯୋଗାଯୋଗ ବଢ଼ାଇବା ନେଇ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳୀୟ ସହକର୍ମୀଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏଭଳି ବୈଠକ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଅଧିକ ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ ପାଇଁ […]
Continue readingପ୍ରଶାସନିକ ବଡ଼ ବାବୁ ଓ ସଚିବଙ୍କୁ ନହଟାଇଲେ ଲୋକ ହସିବେ ସାର୍!
ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସ୍କୁଲ ବହି ମୁଦ୍ରଣରେ ହୋଇଥିବା ମାତ୍ରାଧିକ ଭୁଲ୍ ପ୍ରସଙ୍ଗ ଏବେ ଅପରାଧିକ ତଦନ୍ତ ପରିସରଭୁକ୍ତ ହୋଇଛି। SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚରେ ଏକ ଆଧିକାରିକ ମାମଲା ଦାୟର କରାଯାଇଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ (BNS) ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ରୁଜୁ ହୋଇଥିବା ଏହି ସମ୍ବେଦନଶୀଳ ମାମଲାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କ୍ରାଇମବ୍ରାଞ୍ଚ ଏସପି କରୁଥିବା ବେଳେ ଡିଏସପି ନରେନ୍ଦ୍ର […]
Continue readingମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ପଲିସୀ ବୈଠକ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବୈଠକ ଓଡ଼ିଶା ପାଇଁ ଗୌରବର କଥା। ଆଜିର ଏହି ବୈଠକରେ ୮ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୫୭୪ କିଲୋମିଟର ବେଳାଭୂମି ଅଛି। ଅତୀତରେ ଆମ ସାଧବ […]
Continue readingଓଡ଼ିଶା ପାଇଁ ଗୌରବ ,ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ
ଓଡ଼ିଶାର ମାଟି ଓ ସଂସ୍କୃତି ପାଇଁ ପୁଣି ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି। କଳା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ଓଡ଼ିଶାର ୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଓଡ଼ିଆ ପ୍ରତିଭାମାନଙ୍କୁ ସେମାନଙ୍କର ସାଧନା ପାଇଁ ସମ୍ମାନିତ କରିଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ […]
Continue readingସରିଲା ନିଟ୍-ୟୁଜି ପୁନଃ ପରୀକ୍ଷା, ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଓଏମଆର ସିଟ୍ ରେ ବନ୍ଦ
ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ସହ ଜଡ଼ିତ ନିଟ୍-ୟୁଜି ପୁନଃ ପରୀକ୍ଷା ସାରା ଦେଶରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଅପ୍ଟିକାଲ ମାର୍କ ରିକଗ୍ନିଶନ (ଓଏମଆର) ସିଟ୍ ରେ ବନ୍ଦ ହୋଇଛି। ଏହି ପରୀକ୍ଷା ପେନ-ପେପର ଏବଂ ଓଏମଆର ମାଧ୍ୟମରେ ହୋଇଛି। ତେବେ ଆାଗାମୀ ବର୍ଷରୁ ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ (ସବିଟି) କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ନିଟ୍-ୟୁଜୀ ପରୀକ୍ଷା ଗତ ମେ ୩ […]
Continue readingଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ପାଇଁ ର୍ନିର୍ଦ୍ଦେଶ
ଖୋର୍ଦ୍ଧା ଜିଲ୍ଲା ରେ ସକାଳୁଆ ସ୍କୁଲ୍ । ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନିର୍ଦ୍ଦେଶ ଦିଆଯାଇଛି । ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍ । ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଖରା ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଖୋର୍ଦ୍ଧା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ, […]
Continue readingରାଜ୍ୟରେ ୭୬ହଜାର ୬୧୨ କୋଟିର ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ,ସୃଷ୍ଟି ହେବ ୫୦,୫୧୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ
ରାଜ୍ୟରେ ୭୬ହଜାର ୬୧୨ କୋଟିର ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୫ ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (HLCA) ବୈଠକରେ ୯ଟି ଜିଲ୍ଲା ପାଇଁ ମୋଟ ୭୬ହଜାର ୬୧୧କୋଟି ୮୬ ଲକ୍ଷ ଟଙ୍କାର ୨୦ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି । ଏହି ମେଗା ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ୫୦,୫୧୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ନିବେଶଗୁଡ଼ିକ ଗ୍ରୀନ୍ ଏନର୍ଜି, ଷ୍ଟିଲ୍, ଫାର୍ମାସ୍ୟୁଟିକାଲ୍ସ, […]
Continue readingବିଶ୍ୱରେ ସମ୍ପଦର ନୁହେଁ ‘ବିଶ୍ୱାସ’ର ଅଭାବ ଅଛି; ହର୍ମୁଜ ପ୍ରଣାଳୀ ସଙ୍କଟ ଓ ନାବିକଙ୍କ ସୁରକ୍ଷା ଉପରେ ରଖିଲେ ବଡ଼ ବୟାନ!
ଜୀ-୭ ସମିଟ୍ରେ ଯୋଗଦେଇ ବିଶ୍ୱ ସମୁଦାୟ ସାମ୍ନାରେ ଭାରତର ପକ୍ଷ ଏବଂ ମାନବିକତାର ସ୍ୱରକୁ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଉଷ୍ମ ସ୍ୱାଗତ ପାଇଁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହ ଆଜିର ପରସ୍ପର ନିର୍ଭରଶୀଳ ବିଶ୍ୱରେ ‘ଆପୋଷ ବିଶ୍ୱାସ’ କୁ ସବୁଠାରୁ ବଡ଼ ରଣନୈତିକ ସମ୍ପଦ ବୋଲି ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ପଶ୍ଚିମ ଏସିଆ ର ସାମ୍ପ୍ରତିକ ସଂଘର୍ଷ ଏବଂ […]
Continue reading“ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬”ର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,୧୧୦୦ଶ୍ରଦ୍ଧାଳୁଙ୍କୁ ଧରି ବାହାରିଲା ସ୍ୱତନ୍ତ୍ର ଟ୍ରେନ୍
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬” । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, […]
Continue reading









