ମହିଳା ସଂରକ୍ଷଣ ବିଧେୟକ ଉପରେ ଗୁରୁବାର ସଂସଦରେ ଜୋରଦାର ବିତର୍କ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଧେୟକ ଉପରେ ସମସ୍ତ ବିରୋଧୀ ଦଳକୁ ଏକାଠି ଆସିବାକୁ ଅପିଲ୍ କରିଛନ୍ତି। ଏହି ବିଧେୟକକୁ ରାଜନୀତିର ନିକିତିରେ ନ ତଉଲାଇବାକୁ ପିଏମ ମୋଦୀ ବିରୋଧୀ ଦଳକୁ କହିଛନ୍ତି। ଦେଶର ଅଧା ଜନସଂଖ୍ୟାକୁ ଅଟକାଇବା ଉଚିତ୍ ନୁହେଁ।ସେ କିମ୍ବା ତାଙ୍କ ଦଳ ଏହାର ରାଜନୈତିକ ଶ୍ରେୟ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସମସ୍ତ ଦଳକୁ ଅପିଲ କରୁଛି ଯେ, […]
Continue readingTag Archives: dharmendra pradhan
ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ
ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ମାନେ CBSE ଅଫିସିଆଲ୍ ୱେବସାଇଟରୁ ନିଜର ପରୀକ୍ଷା ଫଳ ପାଇ ପାରିବେ । cbse.gov.in, results.cbse.nic.in, results.digilocker.gov.in ଓ UMANG Appରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଓଡ଼ିଶାରୁ ଅଛନ୍ତି ୧ଲକ୍ଷ ପରୀକ୍ଷାର୍ଥୀ । ସବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ […]
Continue readingବିହାରରେ ‘ସମ୍ରାଟ’ ରାଜ୍: କାହିଁକି ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ବିଜେପି?
ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଜନତା ଦଳ ୟୁନାଇଟେଡ (JDU) ସହ ମେଣ୍ଟ କରି ବିଜେପି ପୁଣି ଥରେ ଶାସନ ଗାଦିକୁ ଫେରିଛି। ମାତ୍ର ସବୁଠୁ ବଡ଼ ଚମକ ଥିଲା ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା। ବିଜେପିର ଏହି ନିଷ୍ପତ୍ତି କେବଳ ସରକାର ଗଠନ ପାଇଁ ନୁହେଁ, ବରଂ ଆଗାମୀ ନିର୍ବାଚନ ପାଇଁ ଏକ ବଡ଼ ରଣନୀତି ବୋଲି କୁହାଯାଉଛି। ବିହାରରେ ଜାତିଗତ ଜନଗଣନା ପରେ ପଛୁଆ ବର୍ଗର ଭୋଟ୍କୁ ନେଇ […]
Continue reading‘ନମାମି ମନ୍ଦାକିନୀ ପକ୍ଷରୁ ନବବର୍ଷ ମହୋତ୍ସବ’: ଶ୍ରଦ୍ଧା ଓ ସଂସ୍କୃତିର ମହାମିଳନ
ଆଜି ପବିତ୍ର ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ଭାବରେ ଧୂମଧାମରେ ପାଳନ କରାଯାଇଛି । ‘ନମାମି ମନ୍ଦାକିନୀ ନବବର୍ଷ ମହୋତ୍ସବ’ ଆନୁକୂଲ୍ୟରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଆୟୋଜିତ ଭବ୍ୟ ନବ ବର୍ଷ ମହୋତ୍ସବ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। “ସଂସ୍କୃତି, ପରମ୍ପରା ଏବଂ ଆଧ୍ୟାତ୍ମିକତାର ଏହି ଅପୂର୍ବ ତ୍ରିବେଣୀ ସଙ୍ଗମରେ ଓଡ଼ିଆ ନବବର୍ଷ ମହୋତ୍ସବ ଏକ ଭିନ୍ନ ରୂପ ନେଇଥିଲା। ବରିଷ୍ଠ ସାମ୍ବାଦିକ ତଥା […]
Continue readingବୋମାର ଜବାବ ଭୋଟରେ ଦେବେ ଜନତା: ଅମିତ ଶାହ
ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଜୋରଦାର ହୋଇଛି ନିର୍ବାଚନୀ ପ୍ରଚାର। ଦୁଇ ପ୍ରମୁଖ ଦଳ ଟିଏମସି ଏବଂ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ସୋମବାର କେନ୍ଦ୍ରମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ପ୍ରଚାର କରିଛନ୍ତି। ବଡ଼ କଥା ହେଲା ଏହି ପ୍ରଚାର ସମୟରେ ସେ ଟିଏମସି ଉପରେ ବର୍ଷିଛନ୍ତି। ବୀରଭୂମି ଜିଲ୍ଲାର ମୟୂରେଶ୍ବରରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଇ ଶାହ, ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ବିଜେପିର ପ୍ରତିଶ୍ରୁତିକୁ […]
Continue readingବିଜେଡି ସଂସଦୀୟ ଦଳର ନେତା ଭାବରେ ନିଯୁକ୍ତ ହେଲେମାନସ ରଞ୍ଜନ ମଙ୍ଗରାଜ
ମାନସ ରଞ୍ଜନ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବରେ ନିଯୁକ୍ତ କରାଯାଇଛି । ସେହିପରି ସୁଲତା ଦେଓଙ୍କୁ ଉଚ୍ଚ ସଦନରେ ଦଳର ଉପନେତା ଏବଂ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରାଯାଇଛି। ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ଚିଠିରେ ଜଣାଇଛନ୍ତି ଯେଉଁଥିରେ ସେ ଅନୁରୋଧ କରିଛନ୍ତି ଯେ ରାଜ୍ୟସଭାରେ ବିଜୁ ଜନତା ଦଳର ନବନିଯୁକ୍ତ ନେତାମାନଙ୍କୁ ଯଥାର୍ଥ ସରକାରୀ ମାନ୍ୟତା ପ୍ରଦାନ କରାଯାଉ । […]
Continue readingଯୁବ ଓ ମାତୃଶକ୍ତିର ଆଶା ପୂରଣ କରିବ ‘ଡବଲ୍ ଇଞ୍ଜିନ୍’ ସରକାର – ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗ ଆଜି ଏକ ନିର୍ଣ୍ଣାୟକ ମୋଡ଼ରେ ଛିଡ଼ା ହୋଇଛି । ନନ୍ଦୀଗ୍ରାମରେ ଯୁବବର୍ଗ ଓ ମାତୃଶକ୍ତି ତଥା ବଙ୍ଗଳାର ଜନସାଧାରଣ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଦୀର୍ଘ ଦିନର ଅନ୍ୟାୟ, ଅରାଜକତା ଏବଂ ଭୟର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବେଙ୍ଗଲ ଏବେ ସଂକଳ୍ପବଦ୍ଧ ବୋଲି ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ‘ଡବଲ୍ ଇଞ୍ଜିନ୍’ ସରକାର ହିଁ ଯୁବ […]
Continue readingପରଲୋକରେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଆଶା ଭୋସଲେ
ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା କିମ୍ବଦନ୍ତୀ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଆଶା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ତାଙ୍କର ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। କେବଳ ହିନ୍ଦୀ ନୁହେଁ, ବରଂ ବିଭିନ୍ନ ଆଞ୍ଚଳିକ ଭାଷାରେ ହଜାର ହଜାର କାଳଜୟୀ ଗୀତ ଗାଇ ସେ ଶ୍ରୋତାଙ୍କ ହୃଦୟ […]
Continue reading୨୧ ଘଣ୍ଟା ଧରି ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ
୨୧ ଘଣ୍ଟା ଧରି ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ। ବାହାରିଲାନି ନିଷ୍କର୍ସ। ହେଲେ ଏମିତି କଣ ହେଲା, ଯେଉଁଥିରେ ବାହାରିଲାନି ନିଷ୍କର୍ସ। ଏହି ଆଲୋଚନା ସମୟରେ ଇରାନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ଥିଲା ପରମାଣୁ ଅସ୍ତ୍ର ନ ରଖିବା। ଇରାନର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେରିକା “ଅତ୍ୟଧିକ ଦାବି ଏବଂ ଅବୈଧ ଅନୁରୋଧ” ରୁ ବିରତ ରହିବା ଉଚିତ। ଇରାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଏକ […]
Continue readingଭୋଟ୍ ଦେବା ଅଧିକାର ବା ନିର୍ବାଚନ ଲଢ଼ିବାର ଅଧିକାର କୌଣସି ମୌଳିକ ଅଧିକାର ନୁହେଁ -ସୁପ୍ରିମକୋର୍ଟ
ଭୋଟ୍ ଦେବା କିମ୍ବା ନିର୍ବାଚନ ଲଢ଼ିବା ‘ମୌଳିକ ଅଧିକାର’ ନୁହେଁ, ବାଏ-ଲଜ୍କୁ ନେଇ ଜାରି ହେଲା ସ୍ପଷ୍ଟୀକରଣ ଭୋଟ୍ ଦେବା ଅଧିକାର ବା ନିର୍ବାଚନ ଲଢ଼ିବାର ଅଧିକାର କୌଣସି ମୌଳିକ ଅଧିକାର (Fundamental Right) ନୁହେଁ। ଏହା ଏକ ବୈଧାନିକ ବ୍ୟବସ୍ଥା ବା ଷ୍ଟାଚୁଟୋରୀ ରାଇଟ୍ (Statutory Right)। ରାଜସ୍ଥାନର ଏକ ଜିଲ୍ଲା ଦୁଗ୍ଧ ସଂଘ ନିର୍ବାଚନ ସମ୍ପର୍କିତ ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଷ୍ଟିସ୍ ବିଭି ନାଗରତ୍ନା ଓ ଜଷ୍ଟିସ୍ […]
Continue reading









