ଗୃହ ବିଭାଗରେ ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି

ଗୃହ ବିଭାଗରେ ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି

ଗୃହ ବିଭାଗରେ ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି । ନିୟମିତ ନିଯୁକ୍ତି ପରିବର୍ତ୍ତେ ଅବସରପ୍ରାପ୍ତ ASI, SI,ଏବଂ ଇନିସପେକ୍ଟରଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେବେ ସରକାର । ଏହି ନିଯୁକ୍ତି ମିଳିବା ପରେ ସେମାନେ ସ୍ପେଶାଲ ପୁଲିସ ଅଫିସର ଭାବରେ କାର୍ଯ୍ୟ କରିବେ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୁନଃ ନିଯୁକ୍ତି ପାଇବାକୁ ଥିବା ପୋଲିସ ଅଧିକାରୀଙ୍କ ବୟସ ୬୫ ବର୍ଷ ଭିତରେ ହୋଇଥିବ । ଚାକିରି ସମୟରେଏସପିଓ ଭାବେ ଏକ ବର୍ଷ କାର୍ଯ୍ୟ […]

Continue reading
ଓଡ଼ିଶା ଆଜି ‘ପୂର୍ବୋଦୟର ଗେଟୱେ’ ଭାବେ ଛିଡ଼ା ହୋଇଛି

ଓଡ଼ିଶା ଆଜି ‘ପୂର୍ବୋଦୟର ଗେଟୱେ’ ଭାବେ ଛିଡ଼ା ହୋଇଛି

‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ । ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର ବୋଲି ଭୁବନେଶ୍ୱର ଠାରେ ‘ପୂର୍ବୋଦୟ ଦୃଷ୍ଟିକୋଣ – ୨୦୨୫’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୈଦେଶିକ ବ୍ୟାପାର […]

Continue reading