ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ଟ (ସିଡିଏସ୍) ଅନିଲ ଚୌହାନଙ୍କ କାର୍ଯ୍ୟକାଳ ୩୦ ମେ ଶନିବାର ସମାପ୍ତ ହୋଇଛି। ଦୀର୍ଘ ଚାରି ଦଶନ୍ଧୀରୁ ଅଧିକ ସମୟର ସୈନ୍ୟ ସେବା ପରେ ଔପଚାରିକ ରୂପେ ସେ ବିଦାୟ ଗ୍ରହଣ କରିଛନ୍ତି। ସେ ତାଙ୍କ କାର୍ଯ୍ୟକାଳକୁ ଅତ୍ୟନ୍ତ ସନ୍ତୋଷଜନକ ଓ ଉଲ୍ଲେଖନୀୟ ବୋଲି କହିଛନ୍ତି। ତେବେ ଏହା ପୂର୍ବରୁ ନୂଆଦିଲ୍ଲୀର ସାଉଥ୍ ବ୍ଲକ୍ ଲନରେ ତାଙ୍କୁ ଔପଚାରିକ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଅବସର ଦେଶର ସର୍ବୋଚ୍ଚ ସେନା ଅଧିକାରୀ […]
Continue readingTag Archives: dharmendra pradhan
ଏଣିକି ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଆଡମିଟ୍ ହେବା ପୂର୍ବରୁ ହେବ ସବୁ ମେଡିକାଲ ପରୀକ୍ଷା, ନିୟମ ଭାଙ୍ଗିଲେ ହସ୍ପିଟାଲ ବିରୋଧରେ ହେବ କଡ଼ା ଆକ୍ସନ! ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ସୁଫଳ ଯେପରି ଗରିବ ଓ ମଧ୍ୟବିତ୍ତ ରୋଗୀମାନେ ସଠିକ୍ ଭାବେ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ହସ୍ପିଟାଲରେ ଆଡମିଟ୍ ହେବା ପୂର୍ବରୁ ହେଉଥିବା ସମସ୍ତ ମେଡିକାଲ ପରୀକ୍ଷା ବା ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଆୟୁଷ୍ମାନ […]
Continue readingମନ୍ତ୍ରୀଙ୍କ ‘ରିପୋର୍ଟ କାର୍ଡ’ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ମୋହନ ସରକାରଙ୍କ ଶାସନକାଳକୁ ୨ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପ୍ରଶାସନିକ ଓ ରାଜନୈତିକ ସଂସ୍କାର ଦେଖିବାକୁ ମିଳିଛି। ସବୁ ବିଭାଗର ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଏବଂ କାର୍ଯ୍ୟକାରିତାକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ରିପୋର୍ଟ କାର୍ଡ’ର ସମୀକ୍ଷା କରିବାକୁ ଯାଉଛନ୍ତି। ଆସନ୍ତା ଜୁନ୍ ୨ ତାରିଖରୁ ଏହି ହାଇପ୍ରୋଫାଇଲ୍ ସମୀକ୍ଷା ବୈଠକ ଆରମ୍ଭ ହେବ ଏବଂ ଜୁନ୍ ୯ ତାରିଖ ଭିତରେ ସବୁ ବିଭାଗର ରିପୋର୍ଟ ଯାଞ୍ଚ […]
Continue readingଓଡ଼ିଶାକୁ ଏକ ନମ୍ବର କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଓଡ଼ିଶାକୁ ଏକ ନମ୍ବର କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ବିଜେପି ସରକାର ଓ ବିଜେପି ସଂଗଠନକୁ ଫାଇଦା ଦେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ ପୁଞ୍ଜି ନିବେଶ ବଢୁଛି […]
Continue readingମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା ,ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା
ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା । ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ-ପ୍ରସ୍ତୁତି ବୈଠକ ସରକାରଙ୍କ ଦୁଇ ବର୍ଷର ଶାସନ କାଳର ସମୀକ୍ଷା ଏବଂ ଆଗାମୀ ରୋଡ଼ମ୍ୟାପ୍ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରମୁଖ ଯୋଜନାର ସଫଳତା, ହିତାଧିକାରୀଙ୍କ ସଂଖ୍ୟା ଏବଂ ସହାୟତା ରାଶି ବଣ୍ଟନର ସ୍ୱଚ୍ଛତା ଉପରେ […]
Continue readingଦିଲ୍ଲୀରେ ମୋଦୀ-ମୋହନ ମହାବୈଠକ: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମାଗିଲେ ଗ୍ରୀନ୍ ସିଗନାଲ୍! ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଓଡ଼ିଶା ରାଜନୀତିକୁ ନେଇ ଦେଶର ରାଜଧାନୀ ନୂଆଦିଲ୍ଲୀରୁ ରାଜ୍ୟ ରାଜଧାନୀ ଭୁବନେଶ୍ବରେ ଏବେ ଗୋଟିଏ ଆଲୋଚନା ହେଉଛି କିଏ ହେବ ମନ୍ତ୍ରୀ, କାହାର ଯିବ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ଶୀର୍ଷ ନେତାଙ୍କ ମଧ୍ୟରେ ଓଡ଼ିଶାର ପ୍ରଗତି, ଭିତ୍ତିଭୂମିର ବିକାଶ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ରାଜ୍ୟ […]
Continue readingଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ଅଘଟଣ, ବୁଡ଼ିଗଲେ ୩୧ ଜଣ ଶ୍ରଦ୍ଧାଳୁ, ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ
ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ସୋମବାର ବଦାୟୁଁ ଓ ବରେଲୀରେ ୩୧ ଜଣ ଶ୍ରଦ୍ଧାଳୁ ନଦୀରେ ବୁଡି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ ଅଛି। ବାକି ଲୋକଙ୍କୁ ବୁଡ଼ାଳୀ ଉଦ୍ଧାର କରିଛନ୍ତି। ଗଙ୍ଗା ଦଶହରା ପାଇଁ ବଦାୟୁଁରେ ଡିଏମ ଅବିନାଶ ରାୟ ଓ ଏସଏସପି ଅଙ୍କିତା ଶର୍ମା ଗଙ୍ଗା ଘାଟକୁ ପହଞ୍ଚି ଲୋକଙ୍କୁ ଗଭୀର ପାଣିକୁ ନ ଯିବା ପାଇଁ ବାରମ୍ବାର ନିବେଦନ କରିଥିଲେ। ତେବେ […]
Continue readingମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ‘ଜାତୀୟ ଶିକ୍ଷା ନୀତି’ର ସଫଳ ରୂପାୟନ ନେଇ ମେଘାଳୟର ମୁଖ୍ୟମନ୍ତ୍ରୀ ଶ୍ରୀ କନରାଡ଼ ସାଙ୍ଗମାଙ୍କ ସହ ଏକ ସାରଗର୍ଭକ ଓ ଗଠନମୂଳକ ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶେଷ ଭାବେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ମଡେଲ୍କୁ ପ୍ରଶଂସା କରିଛନ୍ତି । ମେଘାଳୟରେ ଆନୁଷ୍ଠାନିକ ଶିକ୍ଷା ସହିତ କ୍ରୀଡ଼ା, ଶାରୀରିକ ଶିକ୍ଷା, ଉଦ୍ୟାନ କୃଷି ଏବଂ ସ୍ଥାନୀୟ […]
Continue readingଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ
ଇତିହାସ ହେଉଛି ଭବିଷ୍ୟତ ପଥରେ ଆଗକୁ ବଢ଼ିବାର ଏକ ଦର୍ପଣ ; ତେଣୁ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଗୌରବୋଜ୍ଜଳ ଅତୀତରୁ ପ୍ରେରଣା ନେଇ ଆମକୁ ଭବିଷ୍ୟତର ଓଡ଼ିଶା ଗଠନ ପାଇଁ ଏକ ସ୍ୱତନ୍ତ୍ର ସେତୁବନ୍ଧ ନିର୍ମାଣ କରିବାକୁ ହେବ ବୋଲି ରବିବାର ତାମିଲନାଡୁର ସାଂସ୍କୃତିକ ପ୍ରାଣକେନ୍ଦ୍ର ଚେନ୍ନାଇ ଠାରେ ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ର ୯୦ତମ ଉତ୍କଳ ଦିବସ ସମାରୋହ ଓ ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର […]
Continue readingଆସନ୍ତା କଲା ଠୁ ଆରମ୍ଭ ହେବ ‘ନୌତପା’
ଭୀଷଣ ଗ୍ରୀଷ୍ମ ପ୍ରବାହ ଲଗାତାର ଜାରି ରହିଛି। ଦେଶରେ ରବିବାର ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ୨୫ ମେ ସୋମବାର ସୂର୍ଯ୍ୟ ରୋହିଣୀ ନକ୍ଷତ୍ରକୁ ପ୍ରବେଶ ସହ ‘ନୌତପା’ ଆରମ୍ଭ ହେବ, ଫଳରେ ଗ୍ରୀଷ୍ମରେ ତାପମାତ୍ରା ବଢିବ। ତେବେ ଭାରତୀୟ ପାଣିପାଗ ବିଜ୍ଞାନବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଏହି ସମୟରେ ଦେଶର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚି ପାରେ। ହେଲେ ଏବେ ଭୀଷଣ ତାତି […]
Continue reading









