ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିବ

ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିବ

ଇରାନ ଯୁଦ୍ଧ ଯୋଗୁ ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିପାରେ। ଏହା କହିଛନ୍ତି ଭାରତ ସରକାରଙ୍କ ଜନୈକ ଅଧିକାରୀ। ସେ କହିଛନ୍ତି ଯେ ଏବେବି ଜଣାପଡୁନି ଉତ୍ପାଦନ ଅସ୍ଥାୟୀ ରୂପେ ଅଟକାଇ ଦିଆଯାଇଛି ନା ଏହା ସ୍ଥାୟୀ କ୍ଷତିଗ୍ରସ୍ତ ହୋଇଛି। ଭାରତ ନିଜର ଏଲପିଜି ଆବଶ୍ୟକତା ପାଇଁ ପଶ୍ଚିମ ଏସିଆ ଉପରେ ଅନେକାଂଶରେ ନିର୍ଭରଶୀଳ। ଏହା ଏବେ ହର୍ମୁଜ ପ୍ରଣାଳୀରେ ନାକାବନ୍ଦୀ ଓ ଆମେରିକା-ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପ୍ରଭାବିତ […]

Continue reading
ମହିଳା ସଂରକ୍ଷଣ ବିଧେୟକ ପାରିତ ନ କରାଇବାର ଭୁଲ୍ ନ କରିବାକୁ ବିରୋଧୀ ନେତାଙ୍କୁ ମୋଦୀ ଦେଲେ ଆହ୍ଵାନ

ମହିଳା ସଂରକ୍ଷଣ ବିଧେୟକ ପାରିତ ନ କରାଇବାର ଭୁଲ୍ ନ କରିବାକୁ ବିରୋଧୀ ନେତାଙ୍କୁ ମୋଦୀ ଦେଲେ ଆହ୍ଵାନ

ମହିଳା ସଂରକ୍ଷଣ ବିଧେୟକ ଉପରେ ଗୁରୁବାର ସଂସଦରେ ଜୋରଦାର ବିତର୍କ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଧେୟକ ଉପରେ ସମସ୍ତ ବିରୋଧୀ ଦଳକୁ ଏକାଠି ଆସିବାକୁ ଅପିଲ୍ କରିଛନ୍ତି। ଏହି ବିଧେୟକକୁ ରାଜନୀତିର ନିକିତିରେ ନ ତଉଲାଇବାକୁ ପିଏମ ମୋଦୀ ବିରୋଧୀ ଦଳକୁ କହିଛନ୍ତି। ଦେଶର ଅଧା ଜନସଂଖ୍ୟାକୁ ଅଟକାଇବା ଉଚିତ୍ ନୁହେଁ।ସେ କିମ୍ବା ତାଙ୍କ ଦଳ ଏହାର ରାଜନୈତିକ ଶ୍ରେୟ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସମସ୍ତ ଦଳକୁ ଅପିଲ କରୁଛି ଯେ, […]

Continue reading
ଆଜିଠାରୁ ଓଡ଼ିଶାରେ ‘ଡିଜିଟାଲ୍ ଜନଗଣନା’: ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ୯୦ ହଜାରୁ ଅଧିକ ଅଧିକାରୀ, ଜାଣନ୍ତୁ କିପରି ହେବ ଗଣତି

ଆଜିଠାରୁ ଓଡ଼ିଶାରେ ‘ଡିଜିଟାଲ୍ ଜନଗଣନା’: ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ୯୦ ହଜାରୁ ଅଧିକ ଅଧିକାରୀ, ଜାଣନ୍ତୁ କିପରି ହେବ ଗଣତି

ଭୁବନେଶ୍ୱର: ଓଡ଼ିଶାର ଜନସଂଖ୍ୟା ଓ ଆର୍ଥିକ ସ୍ଥିତିର ସଠିକ୍ ଆକଳନ ପାଇଁ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ଡିଜିଟାଲ୍ ଜନଗଣନା’। ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ଏପ୍ରିଲ ୧୬ରୁ ଆରମ୍ଭ ହୋଇ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବ ଜନଗଣନା ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଓ ଅତ୍ୟାଧୁନିକ ହେବ। ରାଜ୍ୟର କୋଣ ଅନୁକୋଣରେ ତଥ୍ୟ ସଂଗ୍ରହ ପାଇଁ ୯୦ ହଜାରରୁ ଅଧିକ ଗଣନାକାରୀ […]

Continue reading