କର୍ଣ୍ଣାଟକ କଂଗ୍ରେସରେ ମହାବିସ୍ଫୋରଣ

କର୍ଣ୍ଣାଟକ କଂଗ୍ରେସରେ ମହାବିସ୍ଫୋରଣ

ଜାତୀୟ ରାଜନୀତିର ସବୁଠାରୁ ବଡ଼ ହାଇପ୍ରୋଫାଇଲ୍ ସ୍ମାରକୀ ସାଜିଥିବା କର୍ଣ୍ଣାଟକ କଂଗ୍ରେସରେ ଏବେ ଏକ ବଡ଼ ଧରଣର ନେତୃତ୍ୱ ପରିବର୍ତ୍ତନର ସୂତ୍ରପାତ ହେବାକୁ ଯାଉଛି। ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ପଛରେ ପକାଇ ପ୍ରଭାବଶାଳୀ ନେତା ଡିକେ ଶିବକୁମାର ରାଜ୍ୟର ସର୍ବୋଚ୍ଚ କ୍ଷମତା କରିଡରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି। ନୂଆଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ଦୀର୍ଘ ମନ୍ଥନ ଏବଂ ଗାନ୍ଧୀ ପରିବାରର ଚୂଡ଼ାନ୍ତ ମୋହର ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। […]

Continue reading
ଦିଲ୍ଲୀରେ ମୋଦୀ-ମୋହନ ମହାବୈଠକ: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମାଗିଲେ ଗ୍ରୀନ୍ ସିଗନାଲ୍‌! ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଦିଲ୍ଲୀରେ ମୋଦୀ-ମୋହନ ମହାବୈଠକ: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମାଗିଲେ ଗ୍ରୀନ୍ ସିଗନାଲ୍‌! ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଓଡ଼ିଶା ରାଜନୀତିକୁ ନେଇ ଦେଶର ରାଜଧାନୀ ନୂଆଦିଲ୍ଲୀରୁ ରାଜ୍ୟ ରାଜଧାନୀ ଭୁବନେଶ୍ବରେ ଏବେ ଗୋଟିଏ ଆଲୋଚନା ହେଉଛି କିଏ ହେବ ମନ୍ତ୍ରୀ, କାହାର ଯିବ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ଶୀର୍ଷ ନେତାଙ୍କ ମଧ୍ୟରେ ଓଡ଼ିଶାର ପ୍ରଗତି, ଭିତ୍ତିଭୂମିର ବିକାଶ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ରାଜ୍ୟ […]

Continue reading
ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ଅଘଟଣ, ବୁଡ଼ିଗଲେ ୩୧ ଜଣ ଶ୍ରଦ୍ଧାଳୁ, ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ

ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ଅଘଟଣ, ବୁଡ଼ିଗଲେ ୩୧ ଜଣ ଶ୍ରଦ୍ଧାଳୁ, ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ

ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ସୋମବାର ବଦାୟୁଁ ଓ ବରେଲୀରେ ୩୧ ଜଣ ଶ୍ରଦ୍ଧାଳୁ ନଦୀରେ ବୁଡି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ ଅଛି। ବାକି ଲୋକଙ୍କୁ ବୁଡ଼ାଳୀ ଉଦ୍ଧାର କରିଛନ୍ତି। ଗଙ୍ଗା ଦଶହରା ପାଇଁ ବଦାୟୁଁରେ ଡିଏମ ଅବିନାଶ ରାୟ ଓ ଏସଏସପି ଅଙ୍କିତା ଶର୍ମା ଗଙ୍ଗା ଘାଟକୁ ପହଞ୍ଚି ଲୋକଙ୍କୁ ଗଭୀର ପାଣିକୁ ନ ଯିବା ପାଇଁ ବାରମ୍ବାର ନିବେଦନ କରିଥିଲେ। ତେବେ […]

Continue reading
ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା – ଧର୍ମେନ୍ଦ୍ର ପ୍ରଧାନ

ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ‘ଜାତୀୟ ଶିକ୍ଷା ନୀତି’ର ସଫଳ ରୂପାୟନ ନେଇ ମେଘାଳୟର ମୁଖ୍ୟମନ୍ତ୍ରୀ ଶ୍ରୀ କନରାଡ଼ ସାଙ୍ଗମାଙ୍କ ସହ ଏକ ସାରଗର୍ଭକ ଓ ଗଠନମୂଳକ ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶେଷ ଭାବେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ମଡେଲ୍‌କୁ ପ୍ରଶଂସା କରିଛନ୍ତି । ମେଘାଳୟରେ ଆନୁଷ୍ଠାନିକ ଶିକ୍ଷା ସହିତ କ୍ରୀଡ଼ା, ଶାରୀରିକ ଶିକ୍ଷା, ଉଦ୍ୟାନ କୃଷି ଏବଂ ସ୍ଥାନୀୟ […]

Continue reading
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ

ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ

ଇତିହାସ ହେଉଛି ଭବିଷ୍ୟତ ପଥରେ ଆଗକୁ ବଢ଼ିବାର ଏକ ଦର୍ପଣ ; ତେଣୁ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଗୌରବୋଜ୍ଜଳ ଅତୀତରୁ ପ୍ରେରଣା ନେଇ ଆମକୁ ଭବିଷ୍ୟତର ଓଡ଼ିଶା ଗଠନ ପାଇଁ ଏକ ସ୍ୱତନ୍ତ୍ର ସେତୁବନ୍ଧ ନିର୍ମାଣ କରିବାକୁ ହେବ ବୋଲି ରବିବାର ତାମିଲନାଡୁର ସାଂସ୍କୃତିକ ପ୍ରାଣକେନ୍ଦ୍ର ଚେନ୍ନାଇ ଠାରେ ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ର ୯୦ତମ ଉତ୍କଳ ଦିବସ ସମାରୋହ ଓ ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର […]

Continue reading
ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଖୋଲିପାରେ ‘ହର୍ମୁଜ ପ୍ରଣାଳୀ,ଇରାନ ପକ୍ଷରୁ ମିଳିଲା ସୂଚନା

ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଖୋଲିପାରେ ‘ହର୍ମୁଜ ପ୍ରଣାଳୀ,ଇରାନ ପକ୍ଷରୁ ମିଳିଲା ସୂଚନା

ଗତ କିଛି ମାସ ଧରି ଚାଲିଥିବା ଯୁଦ୍ଧ, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଆଞ୍ଚଳିକ ଅଶାନ୍ତି ମଧ୍ୟରେ ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ଆଶ୍ଵାସନାଜନକ ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହେବାର ସମ୍ଭାବନା ରହିଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଖୋଲିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସବୁଠାରୁ ବଡ଼କଥା ହେଲା ଇରାନ ପକ୍ଷରୁ […]

Continue reading
ଆସନ୍ତା କଲା ଠୁ ଆରମ୍ଭ ହେବ ‘ନୌତପା’

ଆସନ୍ତା କଲା ଠୁ ଆରମ୍ଭ ହେବ ‘ନୌତପା’

ଭୀଷଣ ଗ୍ରୀଷ୍ମ ପ୍ରବାହ ଲଗାତାର ଜାରି ରହିଛି। ଦେଶରେ ରବିବାର ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ୨୫ ମେ ସୋମବାର ସୂର୍ଯ୍ୟ ରୋହିଣୀ ନକ୍ଷତ୍ରକୁ ପ୍ରବେଶ ସହ ‘ନୌତପା’ ଆରମ୍ଭ ହେବ, ଫଳରେ ଗ୍ରୀଷ୍ମରେ ତାପମାତ୍ରା ବଢିବ। ତେବେ ଭାରତୀୟ ପାଣିପାଗ ବିଜ୍ଞାନବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଏହି ସମୟରେ ଦେଶର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚି ପାରେ। ହେଲେ ଏବେ ଭୀଷଣ ତାତି […]

Continue reading
ରାଜ୍ୟର  ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର  ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଛୁଟି ଦିନରେ ଅଫିସ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ ।  ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ କାର୍ଯ୍ୟ କରିବା ସହିତ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି […]

Continue reading
ନିଟ୍‌ ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ନିଜକୁ ଦାୟୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିଟ୍‌ ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ନିଜକୁ ଦାୟୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିଟ୍‌ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ନିଟ୍ ପରୀକ୍ଷା ପ୍ରକ୍ରିୟାରେ ସାଲିସ୍ କରାଯାଇଥିଲା। ଆସନ୍ତା ଜୁନ୍ ୨୧ ରେ ହେବାକୁ ଥିବା ପୁନଃ ପରୀକ୍ଷା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଧର୍ମେନ୍ଦ୍ର। ‘ଜାଗରଣ ଭାରତ ଏଜୁକେସନ କନକ୍ଲେଭ୍ ୨୦୨୬’ ର ଷଷ୍ଠ […]

Continue reading
ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତ,୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି

ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତ,୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି

ଭାରତ ଏବେ ଉତ୍ତପ୍ତ ପିଣ୍ଡୁଳା ପାଲଟିଛି। ଅତି ଭୀଷଣ ହିଟ୍‌ୱେଭ୍‌ ଯୋଗୁଁ ଭାରତର ଉତ୍ତର, କେନ୍ଦ୍ର ଓ ପୂର୍ବ ଭାଗରେ ତାପମାତ୍ରା ମଧ୍ୟାହ୍ନ ପୂର୍ବରୁ ୪୦ ଡିଗ୍ରି ପାର୍‌ କରି ଯାଉଛି। ବାୟୁ ଗୁଣବତ୍ତା ଓ ପାଣିପାଗ ଟ୍ରାକର ଏକ୍ୟୁଆଇ.ଇନ୍‌ ଅନୁଯାୟୀ, ଶୁକ୍ରବାର ସକାଳେ ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତୀୟ ସହର ରହିଥିଲା। ୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବିଶ୍ୱ ତାପମାତ୍ରା ଚାର୍ଟର ଶୀର୍ଷରେ ବଲାଙ୍ଗୀର […]

Continue reading