ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ଅଟକ ରଖାଯାଇଥିବା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଉ କୋର୍ଟରେ ହାଜର କରାଯିବ ନାହିଁ। ଏହା ବଦଳରେ ସେମାନଙ୍କୁ ସିଧାସଳଖ ସୀମା ସୁରକ୍ଷା ବଳ (BSF) ହାତରେ ହସ୍ତାନ୍ତର କରାଯିବ, ଯଦ୍ଦ୍ୱାରା ସେମାନଙ୍କୁ ତୁରନ୍ତ ସ୍ୱଦେଶ ଫେରାଇ ଦିଆଯାଇପାରିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।ମେ ୨୦ ରୁ ଲାଗୁ ହେଲା ନୂଆ ନିୟମମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ନୂଆ ବିଜେପି […]
Continue readingMonthly Archives: May 2026
ମାତୃଭାଷାରେ ଜ୍ଞାନ ଆହରଣ ଅଧିକ ସରଳ ଓ ପ୍ରଭାବଶାଳୀ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ସ୍କୁଲ ଶିକ୍ଷାରେ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ, ପୋଷଣ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ତେବେ ସାମ୍ପ୍ରତିକ ସମୟରେ ଷ୍ଟେମ(ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମାଥମେଟିକ୍ସ) ଶିକ୍ଷାରେ ଦେଶର ଝିଅମାନଙ୍କର ବଢୁଥିବା ସହଭାଗିତା ଆଜି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ ଶକ୍ତି ପାଲଟିଛି ବୋଲି ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର […]
Continue readingପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ,ଟାର୍ଗେଟ୍ ୬୦୦ ସିଟ୍
ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ଏଥର ନିର୍ବାଚନରେ ୬୦୦ ଜିଲ୍ଲାପରିଷଦ ଆସନ ଜିତିବାକୁ କେନ୍ଦ୍ର ନେତୃତ୍ବ ରାଜ୍ୟ ବିଜେପିକୁ ଟାର୍ଗେଟ ଦେବାପରେ ରାଜ୍ୟ ନେତୃତ୍ବ ଚଳଚଞ୍ଚଳ । କାରଣ ସରକାରକୁ ଆସିବା ପରେ ବିଜେପି ପାଇଁ ଏହା ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି । ସେଥିପାଇଁ ସଂସଦୀୟ କ୍ଷେତ୍ରରେ ପଂଚାୟତ ସ୍ତରର ଅଭିଯୋଗ ଶୁଣାଣି ପାଇଁ ସଂସଦୀୟ କମିଟି ଗଠନ କରାଯାଇଛି | ଯେଉଁଥିରେ ବିଧାୟକ, ହାରିଥିବା ବିଧାୟକ ପ୍ରାର୍ଥୀ, […]
Continue readingପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ,ପ୍ରଶାସନକୁ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ପ୍ରଶାସନକୁ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡରେ କରାଯିବ । ଯେଉଁଠି ପ୍ରତ୍ୟକ୍ଷ […]
Continue readingପାଶ୍ଚାତ୍ୟ ସାମ୍ବାଦିକଙ୍କ ଅପମାନ ବନାମ ମେଲୋନୀଙ୍କ ପ୍ରଶଂସା: ବିଶ୍ୱ ମଞ୍ଚରେ କେମିତି ଚମକୁଛି ‘ବ୍ରାଣ୍ଡ୍ ମୋଦୀ’
ବିଶ୍ୱ ରାଜନୀତିର ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଆଜି ସବୁଠାରୁ ଶୀର୍ଷରେ ପହଞ୍ଚିଛି। ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚରେ ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସାକ୍ଷାତକାର, ଗମ୍ଭୀର ଆଲୋଚନା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ଆଜି ଦୁଇ ଦେଶର କୂଟନୈତିକ ସମ୍ପର୍କକୁ ଏକ ନୂଆ ଏବଂ ସୁଦୃଢ଼ ଉଚ୍ଚତାକୁ ନେଇଯାଇଛି। ମୋଦୀ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ବିଦେଶ ନୀତି ଯୋଗୁଁ ଆଜି ଭାରତର ଭାବମୂର୍ତ୍ତି ସମଗ୍ର ବିଶ୍ୱରେ ଉଜ୍ଜ୍ୱଳ ହେବାରେ ଲାଗିଛି, ଯାହା […]
Continue readingଏବେ ସୁରକ୍ଷିତ ହେବ ‘ଚିକେନ୍ସ୍ ନେକ୍’
ଭାରତର ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ସାରା ଦେଶ ସହ ଯୋଡୁଥିବା ପଶ୍ଚିମବଙ୍ଗର ସିଲିଗୁଡ଼ି କରିଡର ବା ‘ଚିକେନ୍ସ୍ ନେକ୍’କୁ ନେଇ ଚାଲିଥିବା ଦୀର୍ଘ ଦିନର ପ୍ରତିରକ୍ଷା ଚିନ୍ତା ଏବେ ଦୂର ହେବାକୁ ଯାଉଛି। ଚୀନ୍ ପକ୍ଷରୁ ସୃଷ୍ଟି ହେଉଥିବା ସାମରିକ ବିପଦକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଶେଷରେ ପ୍ରାୟ ୧୨୦ ଏକର ଜମି କେନ୍ଦ୍ରୀୟ ପ୍ରତିରକ୍ଷା ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ମାତ୍ର ୨୦ ରୁ ୨୨ କିଲୋମିଟର ଓସାର ବିଶିଷ୍ଟ ଏହି ସଂକୀର୍ଣ୍ଣ ମାର୍ଗ […]
Continue readingଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ଏନ୍ସିଇଆରଟିର ଅନଲାଇନ୍ ଆବେଦନ ଆରମ୍ଭ
ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆରଟି), ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା, ଯାହା ୧୯୬୧ ମସିହାରେ ସ୍କୁଲ ଶିକ୍ଷା ଓ ଶିକ୍ଷକ ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ ଓ ପରାମର୍ଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଏନ୍ସିଇଆରଟିର ନଅଟି ଏକକ- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅଜମେର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ,ଭୋପାଳ, ଆଞ୍ଚଳିକ ଶିକ୍ଷା […]
Continue readingପ୍ରକଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ,ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ
ପ୍ରକଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର ବି ବାଜି ମାରିଲେ ଛାତ୍ରୀ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଆଗୁଆ ରହିଛନ୍ତି ଛାତ୍ରୀ । କଳାରେ ଛାତ୍ରଙ୍କ ପାସ ହାର ୭୭.୯୭% ଥିବାବେଳେ ଛାତ୍ରୀଙ୍କ ପାସ ହାର ରହିଛି ୮୯.୪୫%। କଳାରେ ମୋଟ ପାସହାର ୮୪.୫୦% । ସେହିପରି ବାଣିଜ୍ୟରେ ଛାତ୍ରଙ୍କ ପାସହାର ୮୬.୬୭% […]
Continue readingଓଡ଼ିଶାରେ ତେଲ ଯୋଗାଣ ସ୍ୱାଭାବିକ, କୌଣସି କଟକଣା ନାହିଁ: ଗୁଜବରୁ ଦୂରେଇ ରହିବାକୁ ତୈଳ କମ୍ପାନୀଗୁଡ଼ିକର ଆହ୍ୱାନ
ବିଶ୍ୱ ବଜାରରେ ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ଦେଖାଦେଇଥିବା ଅନିଶ୍ଚିତତା ସତ୍ତ୍ୱେ ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି (LPG) ଗ୍ୟାସ୍ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି। ରାଜ୍ୟରେ ତେଲ କିମ୍ବା ଗ୍ୟାସ୍ର କୌଣସି ଅଭାବ ନାହିଁ ଏବଂ ସମସ୍ତ ପେଟ୍ରୋଲ ପମ୍ପରେ ବିନା କୌଣସି କଟକଣାରେ ତେଲ ଯୋଗାଇ ଦିଆଯାଉଛି ବୋଲି ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପ୍ରେସ୍ ଇନଫରମେସନ୍ ବ୍ୟୁରୋ ପକ୍ଷରୁ ଏକ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ଦେଶର […]
Continue readingପୂର୍ବ ଭାରତରେ କୃଷି ବିକାଶ ପାଇଁ ରୋଡ୍ ମ୍ୟାପ୍ ଚୂଡାନ୍ତ : ଶ୍ରୀ ଶିବରାଜ ସିଂହ ଚୌହାନ
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଖରିଫ କୃଷି ଜୋନାଲ ସମ୍ମିଳନୀ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ବିଷୟ-ନିର୍ଦ୍ଦିଷ୍ଟ, ଅଞ୍ଚଳ-ନିର୍ଦ୍ଦିଷ୍ଟ ଏବଂ ରାଜ୍ୟ-ନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ମାଧ୍ୟମରେ ପୂର୍ବ ଭାରତର କୃଷି କ୍ଷେତ୍ର ନୂତନ ଶିଖର ହାସଲ କରିପାରିବ। ସେ କହିଥିଲେ ଯେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ […]
Continue reading








