ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଯାଇଥିବା ସୌମ୍ୟରଞ୍ଜନ ପ୍ରଧାନଙ୍କ ନିର୍ମମ ହତ୍ୟାକାଣ୍ଡ ସଭ୍ୟ ସମାଜର ମୁଣ୍ଡକୁ ନୁଆଁଇ ଦେଇଛି। ଜଣେ ଯୁବକଙ୍କୁ ଦିନଦ୍ୱିପ୍ରହରରେ ଗୋଡ଼ାଇ ଗୋଡ଼ାଇ, ପିଟି ପିଟି ମାରିଦେବା ଭଳି ଭିଡ଼ ହିଂସା କୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ୍ ହେବ। ଆଇନକୁ ନିଜ ହାତକୁ ନେଉଥିବା ଏହି ଭିଡ଼ ହିଂସାକାରୀମାନେ କୌଣସି ସାଧାରଣ ନାଗରିକ ନୁହନ୍ତି, ବରଂ ଜଣେ ଜଣେ ନିଷ୍ଠୁର ଅପରାଧୀ, ଯେଉଁମାନଙ୍କୁ ଆଇନର କଠୋରତମ ଦଣ୍ଡ ମିଳିବା ଏକାନ୍ତ […]
Continue readingMonthly Archives: May 2026
କବିତା ସଂକଳନରେ ରହିଛି ଭଗବତ ସମର୍ପଣ ସହ ସାମାଜିକ ସମ୍ବେଦନଶୀଳତାର ସମନ୍ୱୟ – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ପେଣ୍ଠସ୍ଥଳ ପବିତ୍ର ପୁରୀ ମାଟିରେ ଆଜି ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ ତିଥିରେ ବିଶିଷ୍ଟ କବି ତଥା ସ୍ତମ୍ଭକାର ଶ୍ରୀଯୁକ୍ତ କୃଷ୍ଣ ଜଗଦ୍ଦେବଙ୍କ ନୂତନ କବିତା ସଂକଳନ ‘କବିତା କୁସୁମାଞ୍ଜଳି’ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକଟିକୁ ଉନ୍ମୋଚନ କରିବା ସହ କବି ଓ ପ୍ରକାଶକଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । […]
Continue readingଓଡ଼ିଶାରେ କାହିଁକି ଦେଖାଦେଲା ତୈଳ ସଙ୍କଟ? ଯୋଗାଣରେ ତ୍ରୁଟି
ଗତ ତିନି ଦିନ ହେବ ଓଡ଼ିଶାର କୋଣ ଅନୁକୋଣରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଏବଂ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ରହିବା ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଅଜଣା ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ, ଡିଜେଲ ବ୍ୟବହାର କମାଇବା ଏବଂ ଇଲେକ୍ଟ୍ରିକ୍ ଗାଡ଼ି (EV) ଆପଣାଇବାକୁ ଆହ୍ୱାନ ଦେବା ପରେ ଏହି ସ୍ଥିତି ଅଧିକ ଜଟିଳ ରୂପ ନେଇଛି। […]
Continue readingଭାରତରେ ୫ ବିଲିୟନ ଡଲାର ନିବେଶ କରିବ ୟୁଏଇ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇ ଗସ୍ତରେ ଅଛନ୍ତି। ସେ ଆବୁଧାବିରେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିଛନ୍ତି। ଏହି ଗସ୍ତ ସମୟରେ, ୟୁଏଇ ଭାରତରେ ୫ ବିଲିୟନ ଡଲାର ନିବେଶ ଘୋଷଣା କରିଛି। ଏହି ନିବେଶ ଭାରତୀୟ ଭିତ୍ତିଭୂମି, ଆରବିଏଲ୍ ବ୍ୟାଙ୍କ ଏବଂ ସମ୍ମାନ କ୍ୟାପିଟାଲରେ କରାଯିବ। ଭାରତ ଏବଂ ୟୁଏଇ ମଧ୍ୟରେ ଅନେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତ ସମୟରେ ଅନେକ ବଡ଼ ଘୋଷଣା କରାଯାଇଥିଲା। ଭାରତ ଏବଂ […]
Continue readingନୂତନ ଇନୋଭେସନକୁ ପ୍ରୋତ୍ସାହନ ଦେଇ ଆଇଆଇଏମ ଶିକ୍ଷାକୁ ଆନ୍ତର୍ଜାତୀୟ ସ୍ତରରେ ଶୀର୍ଷରେ ପହଞ୍ଚାଇବା ପାଇଁ ଆହ୍ୱାନ
ଭାରତୀୟ ପରିଚାଳନା ପ୍ରତିଷ୍ଠାନ (IIM) ଗୁଡ଼ିକୁ ଆନ୍ତର୍ଜାତୀୟ ଶୀର୍ଷରେ ପହଞ୍ଚାଇବା ପାଇଁ ପାରମ୍ପରିକ ପାଠ୍ୟକ୍ରମ ବଦଳରେ ନୂତନ ଇନୋଭେସନ ଉପରେ ଗୁରୁତ୍ୱ ଦେବା ଜରୁରୀ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ଅର୍ଥନୀତିରେ କୃତ୍ରିମ ବୁଦ୍ଧିମତା (AI), ଡାଟା ଆନାଲିଟିକ୍ସ ଏବଂ ସୃଜନଶୀଳ ଚିନ୍ତାଧାରାକୁ ଶିକ୍ଷାଦାନର ମୁଖ୍ୟ ଅଂଶ କରିବାକୁ ହେବ। ମେଧାବୀ ଛାତ୍ରଛାତ୍ରୀମାନେ ଯେପରି କେବଳ ଚାକିରି ପଛରେ ନଧାଇଁ ନୂତନ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀକରଣ ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବେ, ସେଥିପାଇଁ ଏକ ଅନୁକୂଳ ପରିବେଶ […]
Continue readingନୂଆଦିଲ୍ଲୀରେ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ଆସନ୍ତା ବର୍ଷ ଠାରୁ ଓଏମଆର ପରିବର୍ତ୍ତେ ସିବିଟି ମୋଡ୍ରେ ଅନୁଷ୍ଠିତ ହେବ ପରୀକ୍ଷା ନିଟ୍ ପରୀକ୍ଷା ପ୍ରଣାଳୀରେ ବଡ଼ ସଂସ୍କାର: ଆସନ୍ତା ବର୍ଷରୁ ଓଏମଆର ବଦଳରେ ‘ସିବିଟି’ ମୋଡ୍; ଶିକ୍ଷା ମାଫିଆଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ ଦେହୀ ଡାକରା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର […]
Continue readingନିଟ୍ ପରୀକ୍ଷା ଓଏମ୍ଆର ସିଟ୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ-କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ । କିଛି ଲୋକ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି କରୁଛନ୍ତି। ଆସନ୍ତା ବର୍ଷ ଠାରୁ ନିଟ୍ ପରୀକ୍ଷାରେ ବଡ଼ ପରିବର୍ତ୍ତନ ହେବ। ନିଟ୍ ପରୀକ୍ଷା ଓଏମ୍ଆର ସିଟ୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ।ସାମ୍ବାଦିକ ସମ୍ମିଳନୀ ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏନ୍ଟିଏ ଜୁନ ୨୧ରେ […]
Continue readingମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ
କେଉଁଠି ମିଳିଲା ସଫଳତା, କେଉଁଠି ବାକି ରହିଲା ଆଶା? ଓଡ଼ିଶାରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଥିବା ବିଜେପି ସରକାର ନିଜର ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ଏହି “ଡବଲ ଇଞ୍ଜିନ” ସରକାର ରାଜ୍ୟରେ ପରିବର୍ତ୍ତନର ନୂଆ ନାରା ଦେଇଥିବା ବେଳେ, ଏହି ଦୁଇ ବର୍ଷର ଯାତ୍ରାରେ ଅନେକ ଉଥାନ-ପତନ ଦେଖିବାକୁ ମିଳିଛି। ସରକାର ଗଠନର ପ୍ରଥମ ଦିନରୁ ହିଁ ଶ୍ରୀମନ୍ଦିରର ଚାରିଦ୍ୱାର […]
Continue readingସୁଦୃଢ଼ ଗଣତନ୍ତ୍ର ପାଇଁ ସଠିକ୍ ଭୋଟର ତାଲିକା: ଓଡ଼ିଶା ପାଇଁ କାହିଁକି ଏହା ଅତ୍ୟନ୍ତ ଜରୁରୀ? ତୃତୀୟ ପର୍ଯ୍ୟାୟ SIR ପାଇଁ ECIଙ୍କ ଘୋଷଣା ।
ଗଣତନ୍ତ୍ରରେ ଜନସାଧାରଣଙ୍କ ମତଦାନ ହେଉଛି ସବୁଠାରୁ ବଡ଼ ଶକ୍ତି। କିନ୍ତୁ ଏହି ଶକ୍ତିର ପ୍ରକୃତ ପ୍ରୟୋଗ ସେତେବେଳେ ସମ୍ଭବ ହୁଏ, ଯେତେବେଳେ ଭୋଟର ତାଲିକା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ ରହିଥାଏ। ଓଡ଼ିଶାର ସାମ୍ପ୍ରତିକ ପରିସ୍ଥିତିରେ ଭୋଟର ତାଲିକା ସଂଶୋଧନ ର ଗୁରୁତ୍ୱ ଅନେକଗୁଣ ବଢ଼ିଯାଇଛି। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯଦି ଭୋଟର ତାଲିକା ନିୟମିତ ସଂଶୋଧନ କରାଯାଏ ନାହିଁ, ତେବେ ବେଆଇନ ଅନୁପ୍ରବେଶକାରୀମାନେ ଭୋଟର […]
Continue readingସିବିଏସଇ ଦ୍ୱାଦଶ ରେଜଲ୍ଟ: ପୁଣି ବାଜି ମାରିଲେ ଝିଅ, କିନ୍ତୁ କାହିଁକି କମିଲା ପାସ୍ ହାର?
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ପାସ୍ ହାର ୮୫.୨୦% ରହିଛି। ତେବେ ଗତବର୍ଷ ତୁଳନାରେ ଏହି ସଫଳତା ହାରରେ ହ୍ରାସ ପରିଲକ୍ଷିତ ହୋଇଛି, ଯାହା ଶିକ୍ଷାବିତ୍ ଏବଂ ଅଭିଭାବକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଚଳିତ ବର୍ଷ ପାଖାପାଖି ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ୧୬.୮ ଲକ୍ଷ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ […]
Continue reading









