କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାବମୂର୍ତ୍ତି ନଷ୍ଟ କରିବାକୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି – ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାବମୂର୍ତ୍ତି ନଷ୍ଟ କରିବାକୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି – ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଚାଲିଥିବା ମିଥ୍ୟା ଅପପ୍ରଚାରକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଅନ୍ୟ ନେତାମାନେ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ବିରୋଧୀଙ୍କ ଅପପ୍ରଚାରକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ସଫଳତାକୁ ଦେଖି ଈର୍ଷାନ୍ଵିତ ହୋଇ କିଛି ବିରୋଧୀ ଗୋଷ୍ଠୀ ସୋସିଆଲ ମିଡିଆରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟକେବଳ […]

Continue reading
ଅପରାଧୀମାନଙ୍କ ସହିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ସେଥିପାଇଁ ଅପରାଧ ସାଧାରଣ ହୋଇଯାଇଛି -କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଆର୍‌ ନଟରାଜ୍‌

ଅପରାଧୀମାନଙ୍କ ସହିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ସେଥିପାଇଁ ଅପରାଧ ସାଧାରଣ ହୋଇଯାଇଛି -କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଆର୍‌ ନଟରାଜ୍‌

ହାତ ଗୋଡ କାଟିଦିଅ ତେବେ ହିଁ ଲୋକେ ଆଇନର ପାଳନ କରିବେ। ଆମର ଏକ ଗଣତନ୍ତ୍ର ଅଛି, ତେଣୁ ସମସ୍ତେ ଦଣ୍ଡ ବିଧାନକୁ ହାଲୁକା ଭାବରେ ନିଅନ୍ତି। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଆର୍‌ ନଟରାଜ୍‌ ଏକ ମାମଲାର ଶୁଣାଣି ସମୟରେ ମୌଖିକ ଭାବରେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟ ସହିତ, ହାଇକୋର୍ଟ ଜଣେ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଛାତ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ବିଚାରପତି […]

Continue reading
ବିଜେପି ଛାଡ଼ି ନୂଆ ଦଳ ଗଢ଼ିବେ କି କେ. ଅନ୍ନାମଲାଇ?

ବିଜେପି ଛାଡ଼ି ନୂଆ ଦଳ ଗଢ଼ିବେ କି କେ. ଅନ୍ନାମଲାଇ?

ଭୁବନେଶ୍ୱର/ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ଏକ ବଡ଼ ଧରଣର ସାଂଗଠନିକ ହଲଚଲ ଦେଖିବାକୁ ମିଳିଛି। ତାମିଲନାଡୁ ବିଜେପିର ପୂର୍ବତନ ସଭାପତି ତଥା ଦଳର ସବୁଠାରୁ ପ୍ରଭାବଶାଳୀ ଚେହେରା କେ. ଅନ୍ନାମଲାଇ ନିଜର ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି ବୋଲି ବ୍ୟାପକ ଚର୍ଚ୍ଚା ହେଉଛି। ତାମିଲନାଡୁରେ ବିଜେପିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଯୁବ ନେତାଙ୍କୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ […]

Continue reading