“ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬”ର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,୧୧୦୦ଶ୍ରଦ୍ଧାଳୁଙ୍କୁ ଧରି ବାହାରିଲା ସ୍ୱତନ୍ତ୍ର ଟ୍ରେନ୍

“ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬”ର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,୧୧୦୦ଶ୍ରଦ୍ଧାଳୁଙ୍କୁ ଧରି ବାହାରିଲା ସ୍ୱତନ୍ତ୍ର ଟ୍ରେନ୍

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬” ।  ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି ।  ଭୁବନେଶ୍ୱର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, […]

Continue reading
ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ କରିବେ ପରିଦର୍ଶନ

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ କରିବେ ପରିଦର୍ଶନ

ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ ସୂଚୀ ।  ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ ରେ ଓହ୍ଲାଇବେ ।  ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ ।  ଘଣ୍ଟାଏ ପାହାଡ଼ପୁରରେ ରହିବେ ।  ୧୨ଟା ୫୫ ମିନିଟରେ ସଭାସ୍ଥଳରେ ଯୋଗଦେବେ ମୋଦି ।  ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।  ୧ଟାରୁ ୨ଟା ଯାଏଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।  ୨ଟା ୧୫ରେ ଓଡ଼ିଶା […]

Continue reading
ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି, କମୁଛି ତୈଳ ଦର

ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି, କମୁଛି ତୈଳ ଦର

ବନ୍ଦ ହେବ ଯୁଦ୍ଧ । ଆମେରିକା ଏବଂଇରାନ ମଧ୍ୟରେ ତିକ୍ତତାବଢିବନି । କେହି କାହାରି ଉପରେ ଆଉ ଆକ୍ରମଣ କରିବେନି । କାରଣ ଦୁଇ ଦେଶ ମଧ୍ୟରେ ହୋଇଛି ଶାନ୍ତି ଚୁକ୍ତି । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଏବେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଖୋଲିବ । ଆମେରିକୀୟ ନୌସେନା ଯେଉଁ କଟକଣା ଲଗାଇଥିଲା ତାହାକୁ […]

Continue reading
ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । ଓଡ଼ିଶା ମାଟିରୁ LRLACMର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । ଓଡ଼ିଶା ମାଟିରୁ LRLACMର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । ଓଡ଼ିଶା ମାଟିରୁ LRLACMର ସଫଳ ପରୀକ୍ଷଣ । ସ୍ୱଦେଶୀ କ୍ରୁଜ୍ ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ଭଦ୍ରକ ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଲଙ୍ଗ୍ ରେଞ୍ଜ୍ ଲ୍ୟାଣ୍ଡ୍ ଆଟାକ୍ କ୍ରୁଜ୍ ମିସାଇଲ୍’ (LRLACM)ର ସଫଳ ଫ୍ଲାଇଟ ଟେଷ୍ଟ କରାଯାଇଛି। ଏହି ପରୀକ୍ଷଣ ସମୟରେ ମିସାଇଲ୍ ତା’ର ସମସ୍ତ ଗୁରୁତ୍ୱପୂର୍ଣ୍ଣ […]

Continue reading
ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଆବଶ୍ୟକ ‘ଭୋଟର ଲିଷ୍ଟ’

ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଆବଶ୍ୟକ ‘ଭୋଟର ଲିଷ୍ଟ’

ଗଣତନ୍ତ୍ରର ସବୁଠାରୁ ବଡ଼ ମୂଳଦୁଆ ହେଉଛି ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା। ଯଦି ଭୋଟର ତାଲିକାରେ ଅନିୟମିତତା ରହେ, ତେବେ ତାହା ସୁଶାସନ ପ୍ରକ୍ରିୟାକୁ ବାଧିତ କରିଥାଏ। ଭୋଟର ତାଲିକାକୁ ନିର୍ମଳ କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହେଉଛି ଭୋଟର କାର୍ଡ (EPIC) ସହିତ ଆଧାର ନମ୍ବରର ସମ୍ପୂର୍ଣ୍ଣ ସଂଯୋଗୀକରଣ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ବାୟୋମେଟ୍ରିକ୍ ତଥ୍ୟ ସହଜରେ ଯାଞ୍ଚ କରାଯାଇପାରିବ। ଯେଉଁମାନେ ଭିନ୍ନ ଭିନ୍ନ ସ୍ଥାନରେ ନକଲି ନାମ କିମ୍ବା […]

Continue reading
୪ ମାସର ଯୁଦ୍ଧରେ ପଡ଼ିବ କି ପୂର୍ଣ୍ଣଛେଦ!

୪ ମାସର ଯୁଦ୍ଧରେ ପଡ଼ିବ କି ପୂର୍ଣ୍ଣଛେଦ!

ବିଶ୍ୱ ରାଜନୀତି ଏବଂ ମଧ୍ୟ-ପ୍ରାଚ୍ୟ ରୁ ଆସିଛି ସବୁଠାରୁ ଆଶ୍ୱସ୍ତିକର ଖବର। ଆମେରିକା ଏବଂ ଇରାନ ମଧ୍ୟରେ ଗତ ପ୍ରାୟ ଚାରି ମାସ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ନେଇ ସହମତି ପ୍ରକାଶ ପାଇଛି। ଏହି ମେଗା ଚୁକ୍ତି ବିଶ୍ୱ ବଜାରକୁ ମହଙ୍ଗା ମାଡ଼ ଓ ଅଶୋଧିତ ତୈଳ ସଙ୍କଟରୁ ରକ୍ଷା କରିବ ବୋଲି ଆଶା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ […]

Continue reading