ଦେଶରେ ବ୍ୟାଙ୍କମାନଙ୍କର ନୀତି ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସମେତ ଦେଶର ବ୍ୟାଙ୍କଗୁଡ଼ିକ ବଡ଼ ଋଣକାରୀଙ୍କୁ ବିପୁଳ ପରିମାଣର ଋଣ ମଞ୍ଜୁର କରିବା ବେଳେ ଅନେକ ସମୟରେ ହାଲୁକା ଆଭିମୁଖ୍ୟ ଆପଣାଉଛନ୍ତି। କିନ୍ତୁ ସାଧାରଣ ଲୋକଟେ ଛୋଟ ବ୍ୟକ୍ତିଗତ ଋଣ ନେଲେ ତାଙ୍କ ଉପରେ ଅତ୍ୟନ୍ତ କଠୋର ଓ ଜଟିଳ ସର୍ତ୍ତ ଲାଗୁ କରାଯାଉଛି। କେତେକ କ୍ଷେତ୍ରରେ ସେମାନେ ନାନା ହଇରାଣ ହେଉଥିବା ଘଟଣା ସୁପ୍ରିମକୋର୍ଟଙ୍କ ଧ୍ୟାନ ଆକର୍ଷଣ […]
Continue readingDaily Archives: June 28, 2026
ଆସନ୍ତାକାଲି ମହାପ୍ରଭୁ ରତ୍ନ ସିଂହାସନରୁ ଆସିବେ ସ୍ନାନ ମଣ୍ଡପକୁ,ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ଆସନ୍ତାକାଲି ମହାପ୍ରଭୁ ରତ୍ନ ସିଂହାସନରୁ ଆସିବେ ସ୍ନାନ ମଣ୍ଡପକୁ। ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଯାତ୍ରା ଏବଂ ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ମୁଖ୍ୟତଃ ମହାପ୍ରଭୁଙ୍କ ନୀତିକାନ୍ତିକୁ ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ସମଗ୍ର ପୁରୀ ସହରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଗଜାନନ ବେଶ […]
Continue readingସେଶେଲସ୍ ରାଜଧାନୀ ଭିକ୍ଟୋରିଆର ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସେଶେଲସ୍ ରାଜଧାନୀ ଭିକ୍ଟୋରିଆରେ ସେଠାକାର ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଇତିହାସ ରଚିଛନ୍ତି। ଏହାକୁ ମିସାଇ ମୋଦି ବିଶ୍ୱର ୨୦ ଟି ଦେଶର ସଂସଦକୁ ଏପର୍ଯ୍ୟନ୍ତ ସମ୍ବୋଧିତ କଲେଣି। ମୋଦି ନିଜ ଭାଷଣ ଆରମ୍ଭ କରି କହିଛନ୍ତି ଯେ ‘ଏହି ନ୍ୟାସନାଲ ଆସେମ୍ବ୍ଲିକୁ ସମ୍ବୋଧିତ କରୁଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆପଣମାନଙ୍କ ସମ୍ମୁଖରେ ଛିଡା ହେବା ମୋ ପାଇଁ ବହୁତ ସମ୍ମାନର କଥା। ମୁଁ ମୋ ସହିତ ଭାରତର ୧୪୦ କୋଟି […]
Continue reading


