ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାବାରବାଟୀରେ ୯ ତାରିଖ ମ୍ୟାଚ୍: ଟିକେଟ୍ କଳାବଜାର ରୋକିବାକୁ କମିସନରେଟ୍ ପୁଲିସର ବଡ଼ ପ୍ରସ୍ତୁତି

ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାବାରବାଟୀରେ ୯ ତାରିଖ ମ୍ୟାଚ୍: ଟିକେଟ୍ କଳାବଜାର ରୋକିବାକୁ କମିସନରେଟ୍ ପୁଲିସର ବଡ଼ ପ୍ରସ୍ତୁତି

ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାବାରବାଟୀରେ ୯ ତାରିଖ ମ୍ୟାଚ୍: ଟିକେଟ୍ କଳାବଜାର ରୋକିବାକୁ କମିସନରେଟ୍ ପୁଲିସର ବଡ଼ ପ୍ରସ୍ତୁତି; ମୁତୟନ ହେବେ ୪୦ ପ୍ଲାଟୁନ୍ ଫୋର୍ସବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଏବଂ ସୁରକ୍ଷାକୁ ନେଇ କମିସନରେଟ୍ ପୁଲିସ୍ ଏକ ବ୍ୟାପକ ପ୍ରସ୍ତୁତି କରିଛି। ବିଶେଷ କରି ଟିକେଟ୍ କଳାବଜାରୀ କୁ ରୋକିବା ପାଇଁ ଏଥର କଡ଼ା ପଦକ୍ଷେପ ନିଆଯାଇଛି। ଆଜି (ଡିସେମ୍ବର ୩) ଓ ଆସନ୍ତାକାଲି (ଡିସେମ୍ବର ୪) – ଏହି ଦୁଇ ଦିନ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ର ଅନୁବନ୍ଧିତ ସଂସ୍ଥାମାନଙ୍କୁ ଟିକେଟ୍ ବିକ୍ରି କରାଯିବ।

ମୋଟ ୧୧ ହଜାର ଟିକେଟ୍ ସାଧାରଣ ଦର୍ଶକଙ୍କ ପାଇଁ ଧାର୍ଯ୍ୟ କରାଯାଇଛି। ଏହି ଟିକେଟ୍ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍‌ରେ ବିକ୍ରି ହେବ।

Posted in ଖେଳ.