ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଅବସରରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଚୁକ୍ତି ଉପରେ ଆଲୋଚନା ଜୋର୍ ଧରିଛି। ଭାରତୀୟ ବାୟୁସେନା (IAF) ଦ୍ୱାରା ‘ଗେମ୍ ଚେଞ୍ଜର୍’ ବୋଲି କୁହାଯାଉଥିବା S-400ର ସଫଳତା ପରେ, ଭାରତ ଏହାର ଆହୁରି ଉନ୍ନତ ସଂସ୍କରଣ S-500 ‘ପ୍ରୋମିଥିୟସ୍’ ପ୍ରତି ଆଗ୍ରହ ଦେଖାଇଛି। ସବୁଠାରୁ ବଡ଼ ଖବର ହେଉଛି, ଏହି ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମର ସହ-ଉତ୍ପାଦନ (Joint Production) ଭାରତରେ ହେବାର ସମ୍ଭାବନା ବହୁତ ଅଧିକ।

S-500 ଏୟାର ଡିଫେନ୍ସ ସିଷ୍ଟମ୍? ଜାଣନ୍ତୁ S-400 ଠାରୁ କେତେ ଅଧିକ ଆଡଭାନ୍ସଡ୍ ଏହି ମିସାଇଲ୍ ରକ୍ଷା କବଚ
Posted in ଦେଶ ବିଦେଶ.