କଂଗ୍ରେସ ରାଜ୍ୟରେ ୪୦ ବର୍ଷ ଧରି ସରକାରରେ ଥିଲା। ମାତ୍ର ଲୋକଙ୍କୁ କେବଳ ପ୍ରତରଣା କରିଆସିଥିଲା। ବିଜୁ ଜନତା ଦଳ ୨୪ ବର୍ଷ ଧରି ସରକାରରେ ଥିଲା। ମାତ୍ର ସେମାନଙ୍କର ଗର୍ବ ଓ ଅହଙ୍କାର ଚରମସୀମାରେ ପହଂଚିଥିଲା। ସେମାନଙ୍କ ନୀତି ଥିଲା ଟଙ୍କା ଓ ମଦ ଦେବୁ ଭୋଟ ନେବୁ। ଶେଷରେ ଲୋକ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ। ବହୁ ସଂଘର୍ଷ କରି ବିଜେପି ରାଜ୍ୟରେ ଏକାକୀ ସରକାର ଗଢ଼ିବାରେ ସଫଳ ହେଲା ବୋଲି ରାଜ୍ୟ ସଭାପତି ମନମୋହନ […]
Continue reading