ଗୁଜୁରାଟରେ ତିନି ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’କୁ ସମ୍ୱୋଧନ ସହ ଶିଳ୍ପପତିଙ୍କ ସହ ୱାନଟୁ ୱାନ ଆଲୋଚନା କରିଛନ୍ତି। ଓଡ଼ିଶାକୁ ବହୁବିଧ ଶିଳ୍ପ ପାଇଁ ଥିବା ସୁବିଧା ଓ ସରକାରୀ ସହାୟତା ସୁବିଧା କଥା କହି ପୁଞ୍ଜି ନିବେଶ ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଭାରତ ସଂକଳ୍ପକୁ ଆଉ ପାଦେ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା। ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ […]
Continue readingCategory Archives: ରାଜନୀତି
ମେ ୯ ବେଙ୍ଗଲ ପାଇବ ନୂଆ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଉଲ୍ଲେଖନୀୟ ବିଜୟ ପରେ ନୂଆ ସରକାର ଗଢିବା ପ୍ରକ୍ରିୟା ଦ୍ରୁତ ହୋଇଛି। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟ ମେ ୯ ତାରିଖ ଦିନ କୋଲକାତାର ପ୍ରସିଦ୍ଧ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ତେବେ ଏହା ପୂର୍ବରୁ ୮ ମେ ମଧ୍ୟାହ୍ନରେ ବିଜେପି ବିଧାୟକ ଦଳ ବୈଠକ ହେବ। ଏହି ବୈଠକରେ ବିଧାୟକ ଦଳ ନେତା ନିର୍ବାଚନ ହେବ। […]
Continue readingଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଲା ନୂଆ ଦାୟିତ୍ବ, ପଶ୍ଚିମ ବଙ୍ଗର ସହ-ପର୍ଯ୍ୟବେକ୍ଷକ ଭାବର ପାଇଲେ ନିଯୁକ୍ତ
ଏକ ରାଜନୈତିକ ଘଟଣାକ୍ରମେ, ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ପଶ୍ଚିମ ବଙ୍ଗରେ ଦଳର ବିଧାୟକ ଦଳ ନେତାଙ୍କ ନିର୍ବାଚନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଏବଂ ସରକାର ଗଠନ ପାଇଁ ପଥ ପ୍ରଶସ୍ତ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଦ୍ୱାରା ଜାରି […]
Continue readingଟିଭିକେ ତାମିଲନାଡ଼ୁରେ ଏକକ ବୃହତ୍ତମ ଦଳ ହୋଇ ଚମତ୍କାର ବିଜୟ ହାସଲ କରିଛି
ଦୀର୍ଘ ୫୦ରୁ ଅଧିକ ବର୍ଷ ଧରି ଦ୍ରାବିଡ଼ ରାଜନୀତିର ଗଡ଼ ଥିବା ତାମିଲନାଡ଼ୁରେ ଏବେ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଡିଏମ୍କେ ଏବଂ ଏଆଇଏଡିଏମ୍କେର ଦବ୍ଦବା ରହି ଆସିଥିବା ତାମିଲନାଡ଼ୁରେ ବିଜୟଙ୍କ ଦମ୍ଦାର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଡିଏମ୍କେକୁ ପଛରେ ପକାଇ ବିଜୟଙ୍କ ଟିଭିକେ (ତାମିଲଗା ଭେଟ୍ରି କାଜାଗମ୍) ତାମିଲନାଡ଼ୁରେ ବାଜି ମାରିନେଇଛି। ଟିଭିକେ ରାଜ୍ୟରେ ସବୁଠାରୁ ବଡ଼ ଶକ୍ତିଭାବେ ଉଭା ହୋଇ ଡିଏମ୍କେ ଏବଂ ଏଆଇଏଡିଏମ୍କେର ଦୀର୍ଘକାଳୀନ ପ୍ରଭାବକୁ ଭାଙ୍ଗି ଦେଇଛି। ଟିଭିକେ […]
Continue readingବର୍ଷ ବର୍ଷର ସାଧନା ସିଦ୍ଧିରେ ପରିଣତ ହୁଏ, ସେତେବେଳେ ଚେହେରାରେ ଯେଉଁ ଖୁସି ଥାଏ, ତାହା ମୁଁ ଆଜି ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖୁଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,
ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପିର ପ୍ରଚଣ୍ଡ ବିଜୟ ଓ ପୁଡୁଚେରୀରେ ଏନଡିଏର ସଫଳତା ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ଭବ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଏବଂ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ‘ମୋଦୀ ଜୀ’ ଏବଂ ‘ଜୟ ଶ୍ରୀରାମ’ ନାରାରେ ପରିବେଶକୁ ପ୍ରକମ୍ପିତ କରିଥିଲେ। କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଲେ […]
Continue readingଟିଏମସି ସରକାରର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ପଷ୍ଟ ଜନାଦେଶ – ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ହେଉଛି ବଙ୍ଗର ଜନସାଧାରଣଙ୍କ ବିଜୟ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଅହଂକାର ବିରୋଧରେ ବଙ୍ଗବାସୀ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ବୋଲି ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇ ଏକ ନୂତନ ଇତିହାସ ସୃଷ୍ଟି କରିଥିବାରୁ ସେ ରାଜ୍ୟର ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା […]
Continue readingପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାକୁ ଯାଉଛି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ୋକ୍ତି ଏବଂ ନିର୍ବାଚନୀ ରଣନୀତି ଅନୁଯାୟୀ, ଦଳ ସେଠାରେ ସରକାର ଗଠନ କରିବା ନେଇ ଆଶାବାଦୀ ରହିଛି। ଏହି ପରିବର୍ତ୍ତନ ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଥିବା ଯୁକ୍ତି କରାଯାଉଛି: ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୨.୧୦% ମତଦାନ ହୋଇଥିବା ରେକର୍ଡ କରାଯାଇଛି, ଯାହା ସ୍ୱାଧୀନତା ପରଠାରୁ ସର୍ବାଧିକ। ସାଧାରଣତଃ ଅତ୍ୟଧିକ ମତଦାନ ହାରକୁ […]
Continue readingପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ: ଦିଦିଙ୍କ ଦବଦବା ରହିବ ନା ପଦ୍ମ ଫୁଟିବ?
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ। ମାତ୍ର ସେଥିପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ରିପୋର୍ଟ ବେଙ୍ଗଲରେ ଏକ କଡ଼ା ଟକ୍କରର ସୂଚନା ଦେଉଛି। ଅଧିକାଂଶ ଏକଜିଟ୍ ପୋଲ୍ ଅନୁଯାୟୀ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ପ୍ରତିଯୋଗିତା ହେଉଛି। କିଛି ସଂସ୍ଥା ବିଜେପିକୁ ବହୁମତ ମିଳିବା କଥା କହୁଥିବା ବେଳେ, ଅନ୍ୟ କିଛି ସଂସ୍ଥା ମମତା […]
Continue readingପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶେଷ,ମମତା ବାନାର୍ଜୀଙ୍କ ହାତରୁ କ୍ଷମତା ଖସୁଥିବା ଏକଜିଟ୍ ପୋଲରେ ପୂର୍ବାନୁମାନ
ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହା ପରେ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ଅର୍ଥାତ ଭୋଟ୍ ବାହୁଡ଼ା ମତ। ଅନେକ ଏକଜିଟ୍ ପୋଲରୁ କେବଳ ଏତିକି ସ୍ପଷ୍ଟ ଯେ, ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେଉଛି। ଲଗାତାର ତୃତୀୟ ଥର ଜିତି ମୁଖ୍ୟମନ୍ତ୍ରୀ ରହିଥିବା ମମତା ବାନାର୍ଜୀଙ୍କ ହାତରୁ କ୍ଷମତା ଖସୁଥିବା କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ପ୍ରଥମ […]
Continue readingଏଥର ବଙ୍ଗଳାରେ ଫୁଟିବ ପଦ୍ମ- ମୋଦୀ
ଘରୁ ବାହାରିବା ପରଠାରୁ ଲୋକଙ୍କ ମଧ୍ୟରେ ରହିବାରେ ପ୍ରକୃତ ଖୁସି ଏବଂ ସେମାନେ ତାଙ୍କ ପରିବାର। ଏଥର ବଙ୍ଗଳାରେ ମଧ୍ୟ ଫୁଟିବ ପଦ୍ମ। ନିକଟ ଅତୀତରେ ବିହାର ‘କମଳ’କୁ ପ୍ରସ୍ଫୁଟିତ କରିଛି, ଓଡ଼ିଶା କମଳକୁ ପ୍ରସ୍ଫୁଟିତ କରିଛି ଏବଂ ବର୍ତ୍ତମାନ ବଙ୍ଗଳାର ପାଳି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଏପ୍ରିଲ ୨୯ ବୁଧବାର ଦିନ ହେବାକୁ ଯାଉଛି। ଆଜି ଏହି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ […]
Continue reading








