ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି । ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ […]

Continue reading
ସହିଦନଗର ଗଣଦୁଷ୍କର୍ମ ମାମଲା:  କାଠଗଡ଼ାକୁ ଆସିବେ ନରପିଶାଚ

ସହିଦନଗର ଗଣଦୁଷ୍କର୍ମ ମାମଲା: କାଠଗଡ଼ାକୁ ଆସିବେ ନରପିଶାଚ

ରାଜଧାନୀର ଛାତି ଉପରେ ଜଣେ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ଭଳି ଘୃଣ୍ୟ ଘଟଣାକୁ ଏବେ ଅତି ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର। ସହିଦନଗର ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ମାମଲାକୁ ଏବେ ‘ରେଡ୍ ଫ୍ଲାଗ୍’ ଶ୍ରେଣୀଭୁକ୍ତ କରାଯାଇଛି। ଏହାର ଅର୍ଥ ହେଉଛି, ଏହି ମାମଲାର ତଦନ୍ତ ଏବେ ଅଗ୍ରାଧିକାର ଭିତ୍ତିରେ ହେବ ଏବଂ ଅପରାଧୀଙ୍କୁ ଯଥାଶୀଘ୍ର ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପ୍ରଶାସନ କମର କଷିଛି। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କମିଶନରେଟ […]

Continue reading
ଡିଜିଟାଲ୍ ଦୁନିଆରେ ଓଡ଼ିଆ ଭାଷା: ଆରମ୍ଭ ହେଉଛି ‘ଓଡ଼ିଆ ଭାଷାଦାନ ଅଭିଯାନ’, ସାରଥି ସାଜିବ AI

ଡିଜିଟାଲ୍ ଦୁନିଆରେ ଓଡ଼ିଆ ଭାଷା: ଆରମ୍ଭ ହେଉଛି ‘ଓଡ଼ିଆ ଭାଷାଦାନ ଅଭିଯାନ’, ସାରଥି ସାଜିବ AI

ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କମ୍ପ୍ୟୁଟର ଓ ମୋବାଇଲ୍ ପରଦାରେ ଏଣିକି ଓଡ଼ିଆ ଭାଷା କେବଳ ଏକ ଲିପି ହୋଇ ରହିବ ନାହିଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସହାୟତାରେ ଏହା ଅଧିକ ସମୃଦ୍ଧ ଓ ବ୍ୟାପକ ହେବ। ଏଥିପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା ଭର୍ଚ୍ଚୁଆଲ୍ ଏକାଡେମୀ ପକ୍ଷରୁ ଖୁବଶୀଘ୍ର ‘ଓଡ଼ିଆ ଭାଷାଦାନ ଅଭିଯାନ’ ଆରମ୍ଭ କରାଯାଉଛି। ଏହି ଅଭିଯାନର ମୂଳ […]

Continue reading
ନାବାର୍ଡ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘର ଦାବି , ପୂରଣ ନକଲେ ଆନ୍ଦୋଳନ

ନାବାର୍ଡ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘର ଦାବି , ପୂରଣ ନକଲେ ଆନ୍ଦୋଳନ

ନାବାର୍ଡରେ ସିଧାସଳଖ ନିଯୁକ୍ତିପ୍ରାପ୍ତ ପେନସନଭୋଗୀଙ୍କ ପେନସନ ସଂଶୋଧନର ଅନୁମୋଦନରେ ଭାରତ ସରକାରଙ୍କ ଅତ୍ୟଧିକ ଡେରି, ପରିବାର ପେନସନ ସଂଶୋଧନରେ ଭାରତ ସରକାରଙ୍କ ପୂର୍ବ ଅନୁମୋଦନ ସତ୍ୱେ ନାବାର୍ଡ ଦ୍ୱାରା କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ହେତୁ ଏବଂ ଅନ୍ୟାନ୍ୟ ପେନସନ ସମ୍ବନ୍ଧୀୟ ପ୍ରସଙ୍ଗ ବିଚାର ନହେଇଥିବାରୁ ଅଖିଳ ଭାରତୀୟ ନାବାର୍ଡ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ (AINREWA) ଏକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଡାକରା ଦେଇଛିସର୍ବ ଭାରତୀୟ ସ୍ତରରେ ବରିଷ୍ଠ ଏବଂ ଅତି ବରିଷ୍ଟ ଅବସରପ୍ରାପ୍ତ ଏବଂ ପରିବାର ପେନସନଭୋଗୀ […]

Continue reading
କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକଠାରେ ‘ବିକଶିତ ଭାରତ @୨୦୪୭’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗ୍ରାମାଞ୍ଚଳର ଲୋକଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଓଲାଭର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଏମ-କିସାନ, ଜଳ ଜୀବନ ମିଶନ, ପିଏମ ଆବାସ ଯୋଜନା ଓ ଆୟୁଷ୍ମାନ ଭାରତ ଭଳି ପ୍ରମୁଖ ଯୋଜନାଗୁଡ଼ିକ କିଭଳି ଗ୍ରାମୀଣ ଅର୍ଥନୀତି ଓ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣୁଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

Continue reading
ଧର୍ମଶାଳା ରାଜନୈତିକ ସଂଘର୍ଷ: ଶାସକ-ବିରୋଧୀ ମୁହାଁମୁହିଁ, ଆଇନ ମନ୍ତ୍ରୀ ଓ ନବୀନଙ୍କ ପ୍ରତିକ୍ରିୟା

ଧର୍ମଶାଳା ରାଜନୈତିକ ସଂଘର୍ଷ: ଶାସକ-ବିରୋଧୀ ମୁହାଁମୁହିଁ, ଆଇନ ମନ୍ତ୍ରୀ ଓ ନବୀନଙ୍କ ପ୍ରତିକ୍ରିୟା

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା କ୍ଷେତ୍ରରେ ରବିବାର ଦିନ ଘଟିଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଶାସକ ବିଜେପି ଓ ବିରୋଧୀ ବିଜେଡି ପରସ୍ପର ଉପରେ କାଦୁଅ ଫିଙ୍ଗି ରାଜନୈତିକ ବାତାବରଣକୁ ସରଗରମ କରିଛନ୍ତି। ବିଜେଡିର ବିକ୍ଷୋଭ, ବିଧାୟକଙ୍କ ଗିରଫ ଦାବି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗିରଫ ଦାବି କରି ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ବିକ୍ଷୋଭ […]

Continue reading
ଓଡ଼ିଶା ଆଜି ‘ପୂର୍ବୋଦୟର ଗେଟୱେ’ ଭାବେ ଛିଡ଼ା ହୋଇଛି

ଓଡ଼ିଶା ଆଜି ‘ପୂର୍ବୋଦୟର ଗେଟୱେ’ ଭାବେ ଛିଡ଼ା ହୋଇଛି

‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ । ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର ବୋଲି ଭୁବନେଶ୍ୱର ଠାରେ ‘ପୂର୍ବୋଦୟ ଦୃଷ୍ଟିକୋଣ – ୨୦୨୫’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୈଦେଶିକ ବ୍ୟାପାର […]

Continue reading
ପୁଅ ପରୀକ୍ଷା ପାଇଁ ବାପା ରାତି ସାରା କାର ଚଳାଇଲେ

ପୁଅ ପରୀକ୍ଷା ପାଇଁ ବାପା ରାତି ସାରା କାର ଚଳାଇଲେ

ଇଣ୍ଡିଗୋ ଏୟାରଲାଇନ୍ସର ଅନେକ ବିମାନ ବାତିଲ ହେବା କାରଣରୁ ଦେଶବ୍ୟାପୀ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହରିଆଣାର ରୋହତକ ଜିଲ୍ଲାର ମାୟନା ଗାଁର ପଙ୍ଘାଲ୍ ପରିବାର ମଧ୍ୟ ଏହି ପରିସ୍ଥିତିରେ ହଇରାଣ ହୋଇଥିଲେ। ଯୁବ ଆନ୍ତର୍ଜାତୀୟ ବନ୍ଧୁକଚାଳନା ଖେଳାଳି ଆଶିଷ ଚୌଧୁରୀ ପଙ୍ଘାଲ୍, ଯିଏ ଇନ୍ଦୋରର ଡେଲି କଲେଜରେ ଦ୍ୱାଦଶ ଶ୍ରେଣୀର ଛାତ୍ର। ଆଶିଷଙ୍କର ପ୍ରି-ବୋର୍ଡ ପରୀକ୍ଷା ଡିସେମ୍ବର ୮ରୁ ଆରମ୍ଭ ହେବାର ଥିଲା। ସେହିପରି, ଡିସେମ୍ବର ୬ରେ ତାଙ୍କୁ ଏକ ସମ୍ମାନ ସମାରୋହରେ ମଧ୍ୟ […]

Continue reading
ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ଟଙ୍କା ମଞ୍ଜୁର 

ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ଟଙ୍କା ମଞ୍ଜୁର 

ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ ଯୋଜନା ଜରିଆରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଥିବା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶ୍ରୀ ଶେଖାୱତ କହିଛନ୍ତି, 2024-25 ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶାର ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ 99 କୋଟି 90 ଲକ୍ଷ ଟଙ୍କା ଏବଂ ସାତକୋଶିଆର ବିକାଶ ଲାଗି 99 […]

Continue reading
‘ରାଜନୀତିରେ ବାପ-ପୁଅ ସମ୍ପର୍କ ନାହିଁ’ :ପ୍ରଫୁଲ୍ଲ ସାମଲ

‘ରାଜନୀତିରେ ବାପ-ପୁଅ ସମ୍ପର୍କ ନାହିଁ’ :ପ୍ରଫୁଲ୍ଲ ସାମଲ

ପୁଅମାନଙ୍କର ଦଳ ପରିବର୍ତ୍ତନ ଘଟଣା ଉପରେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି:”ପାରିବାରିକ ଜୀବନ ଓ ରାଜନୈତିକ ଜୀବନ ସମାନ କଥା ନୁହେଁ। ରାଜନୀତିରେ ବାପ-ପୁଅର ସମ୍ପର୍କ ନାହିଁ। ପୁଅ ଦଳ ବଦଳାଇଲେ ଏଥିରେ ମୋର କିଛି କରିବାର ନାହିଁ। ମୁଁ ବିଜେଡି ଦଳରେ ଅଛି। ଆମ ନେତା ନବୀନ ପଟ୍ଟନାୟକ। ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡି ପାଇଁ କାମ କରୁଛୁ।”ସେ […]

Continue reading