ଆଇନର କୋହଳତା ନା ଅପରାଧୀଙ୍କ ବେପରୁଆ ଭାବ? କାହିଁକି ବଢ଼ୁଛି ଅପରାଧ

ଆଇନର କୋହଳତା ନା ଅପରାଧୀଙ୍କ ବେପରୁଆ ଭାବ? କାହିଁକି ବଢ଼ୁଛି ଅପରାଧ

ଆମର ଏକ ଗଣତନ୍ତ୍ର ଅଛି, ତେଣୁ ସମସ୍ତେ ଦଣ୍ଡ ବିଧାନକୁ ହାଲୁକା ଭାବରେ ନିଅନ୍ତି। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଆର୍‌ ନଟରାଜ୍‌ ଏକ ମାମଲାର ଶୁଣାଣି ସମୟରେ ମୌଖିକ ଭାବରେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟ ସହିତ, ହାଇକୋର୍ଟ ଜଣେ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଛାତ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ବିଚାରପତି କହିଛନ୍ତି ଯେ, ଆଇନ ଏବେ ଦନ୍ତହୀନ ହୋଇଯାଇଛି। କାରଣ ଆମେ ଅପରାଧୀଙ୍କ […]

Continue reading →
ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି: ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି: ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାରେ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ସରକାର ଜନସାଧାରଣଙ୍କ ଅଭିଯୋଗକୁ କେବଳ ଗ୍ରହଣ କରୁନାହାନ୍ତି, ବରଂ ତାହାର ସଫଳ ସମାଧାନ ମଧ୍ୟ କରୁଛନ୍ତି। ଆଜି ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ନିଜେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ସରକାରୀ ଆକଳନ ଅନୁଯାୟୀ, ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ପ୍ରାୟ ୯୬ ପ୍ରତିଶତ ସମସ୍ୟାର ସଫଳ ସମାଧାନ କରାଯାଇଛି। […]

Continue reading →
ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ହତ୍ୟା ଘଟଣା: ସ୍ୱାଧୀନତା ପରଠୁ ବଦଳିନି ପୋଲିସର ଚେହେରା, ଏବେ ଆସିଛି ପରିବର୍ତ୍ତନର ସମୟ!

ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ହତ୍ୟା ଘଟଣା: ସ୍ୱାଧୀନତା ପରଠୁ ବଦଳିନି ପୋଲିସର ଚେହେରା, ଏବେ ଆସିଛି ପରିବର୍ତ୍ତନର ସମୟ!

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ଦିନକୁ ଦିନ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରୁଥିବା ବେଳେ, ଏହି ସମ୍ବେଦନଶୀଳ ମାମଲାରେ ଏକ ବଡ଼ ପ୍ରଗତି ଦେଖିବାକୁ ମିଳିଛି। ଘଟଣାର ସଠିକ୍ ଅନୁସନ୍ଧାନ ଏବଂ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସ୍ୱତନ୍ତ୍ର ଭାବେ ଓଡ଼ିଶା ଆସି ପହଞ୍ଚିଛି ଜାତୀୟ ମାନବାଧିକାର କମିଶନ (NHRC) ଙ୍କ ଏକ ପ୍ରତିନିଧି ଦଳ। ଏନଏଚଆରସିର ଏହି ୪ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଆସନ୍ତା […]

Continue reading →
ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାର ଖଣିଜ କ୍ଷେତ୍ରକୁ ଅଧିକ ସୁଦୃଢ଼ କରାଯିବ। ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନ ବୃଦ୍ଧି କରିବା ରହିଛି ଲକ୍ଷ୍ୟ। ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପ୍ରସ୍ତାବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ୪୭୧ […]

Continue reading →
ଏଣିକି ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା

ଏଣିକି ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଆଡମିଟ୍ ହେବା ପୂର୍ବରୁ ହେବ ସବୁ ମେଡିକାଲ ପରୀକ୍ଷା, ନିୟମ ଭାଙ୍ଗିଲେ ହସ୍ପିଟାଲ ବିରୋଧରେ ହେବ କଡ଼ା ଆକ୍ସନ! ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ସୁଫଳ ଯେପରି ଗରିବ ଓ ମଧ୍ୟବିତ୍ତ ରୋଗୀମାନେ ସଠିକ୍ ଭାବେ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ହସ୍ପିଟାଲରେ ଆଡମିଟ୍ ହେବା ପୂର୍ବରୁ ହେଉଥିବା ସମସ୍ତ ମେଡିକାଲ ପରୀକ୍ଷା ବା ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଆୟୁଷ୍ମାନ […]

Continue reading →
ଅଭ୍ୟାସଗତ ଅପରାଧୀଙ୍କୁ ଚେତାବନୀ ଦେଲେ ପୋଲିସ ଡିଜି

ଅଭ୍ୟାସଗତ ଅପରାଧୀଙ୍କୁ ଚେତାବନୀ ଦେଲେ ପୋଲିସ ଡିଜି

ଅଭ୍ୟାସଗତ ଅପରାଧୀ ସାବଧାନ । ପୋଲିସର ହିଟ୍ ଲିଷ୍ଟରେ ଚଢ଼ି ସାରିଛି ସେମାନଙ୍କ ନାଁ ଓ ଠିକଣା । କେତେବେଳେ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଏନକାଉଣ୍ଟର । ମେ’ ୧୨ରୁ ଜାରି ରହିଥିବା ଆକ୍ସନ ଆଗକୁ ବି ଜାରି ରହିବ । ପୋଲିସ ପ୍ରସ୍ତୁତ କରିଥିବା ତାଲିକାରେ ଥିବା ଅପରାଧୀଙ୍କ ଭିତରୁ ଯଦି କୌଣସି ଅପରାଧୀ ଅପରାଧ ଘଟାଇବାର ଖବର ଆସେ ତାହେଲେ ସେମାନଙ୍କୁ ଏନକାଉଣ୍ଟର କରିବାକୁ ମଧ୍ୟ ପୋଲିସ ପଛାଇବ ନାହିଁ ବୋଲି ଚେତାବନୀ […]

Continue reading →
ଓଡ଼ିଶାକୁ ଏକ ନମ୍ବର କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଓଡ଼ିଶାକୁ ଏକ ନମ୍ବର କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଓଡ଼ିଶାକୁ ଏକ ନମ୍ବର କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ବିଜେପି ସରକାର ଓ ବିଜେପି ସଂଗଠନକୁ ଫାଇଦା ଦେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ ପୁଞ୍ଜି ନିବେଶ ବଢୁଛି […]

Continue reading →
ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା ,ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା ,ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା ।  ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା ।  ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ-ପ୍ରସ୍ତୁତି ବୈଠକ ସରକାରଙ୍କ ଦୁଇ ବର୍ଷର ଶାସନ କାଳର ସମୀକ୍ଷା ଏବଂ ଆଗାମୀ ରୋଡ଼ମ୍ୟାପ୍ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।  ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରମୁଖ ଯୋଜନାର ସଫଳତା, ହିତାଧିକାରୀଙ୍କ ସଂଖ୍ୟା ଏବଂ ସହାୟତା ରାଶି ବଣ୍ଟନର ସ୍ୱଚ୍ଛତା ଉପରେ […]

Continue reading →
ଦିଲ୍ଲୀରେ ମୋଦୀ-ମୋହନ ମହାବୈଠକ: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମାଗିଲେ ଗ୍ରୀନ୍ ସିଗନାଲ୍‌! ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଦିଲ୍ଲୀରେ ମୋଦୀ-ମୋହନ ମହାବୈଠକ: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମାଗିଲେ ଗ୍ରୀନ୍ ସିଗନାଲ୍‌! ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଓଡ଼ିଶା ରାଜନୀତିକୁ ନେଇ ଦେଶର ରାଜଧାନୀ ନୂଆଦିଲ୍ଲୀରୁ ରାଜ୍ୟ ରାଜଧାନୀ ଭୁବନେଶ୍ବରେ ଏବେ ଗୋଟିଏ ଆଲୋଚନା ହେଉଛି କିଏ ହେବ ମନ୍ତ୍ରୀ, କାହାର ଯିବ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ଶୀର୍ଷ ନେତାଙ୍କ ମଧ୍ୟରେ ଓଡ଼ିଶାର ପ୍ରଗତି, ଭିତ୍ତିଭୂମିର ବିକାଶ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ରାଜ୍ୟ […]

Continue reading →
ରାଜ୍ୟର  ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର  ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଛୁଟି ଦିନରେ ଅଫିସ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ ।  ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ କାର୍ଯ୍ୟ କରିବା ସହିତ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି […]

Continue reading →