ପୁରୀ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହୋଇଛି ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନ,ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ପୁରୀ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହୋଇଛି ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନ,ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ପୁରୀ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହୋଇଛି ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନ। ପୁରୀ ରେଳ ଷ୍ଟେସନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏବେ ଏକ ଟ୍ରାନସ୍ଫର୍ମେସନର ଯୁଗ ଆସିଛି। ସଡ଼କଠାରୁ ଆରମ୍ଭ କରି ରେଳ, ବିମାନସେବା ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ମୋଦୀଜୀଙ୍କ ନେତୃତ୍ୱରେ […]

Continue reading →
ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର,ଏଣିକି ପ୍ରତିଦିନ ଚଳାଚଳ କରିବ ଅମୃତ ଭାରତ ଏକ୍ସପ୍ରେସ୍

ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର,ଏଣିକି ପ୍ରତିଦିନ ଚଳାଚଳ କରିବ ଅମୃତ ଭାରତ ଏକ୍ସପ୍ରେସ୍

ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର । ବ୍ରହ୍ମପୁରରୁ ସୁରତ ଅଭିମୁଖେ ସପ୍ତାହକୁ ଦୁଇ ଥର ଯାଉଥିବା  ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏଣିକି ପ୍ରତିଦିନ ଚଳାଚଳ କରିବ ।  ବ୍ରହ୍ମପୁର ରେଳ ଷ୍ଟେସନ୍ ର ଚତୁର୍ଥ ପ୍ଲାଟଫର୍ମରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଅପରାହ୍ନ ୪ଟା ୩୦ରେ ଏଥି ପାଇଁ ରେଳ […]

Continue reading →
ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍

ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍

ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ଏହାପରେ ହ୍ୟାକରମାନେ ତାଙ୍କ ନମ୍ବରରୁ ଅନେକ ଲୋକଙ୍କୁ ମେସେଜ୍ ପଠାଇ ଟଙ୍କା ମାଗିଥିଲେ । ହ୍ୟାକରମାନେ ଲେଖିଥିଲେ ଯେ, “ତାଙ୍କର ୟୁପିଆଇ କାମ କରୁନାହିଁ ଏବଂ ତାଙ୍କୁ ତୁରନ୍ତ ୬୫ ହଜାର ଟଙ୍କାର ଆବଶ୍ୟକତା ଅଛି ।” ସଂସାଦ ସମ୍ବିତ ପାତ୍ର ଏହା ଜାଣିବା ପରେ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ସମସ୍ତଙ୍କୁ ସତର୍କ କରାଇଥିଲେ । ସେ ଲେଖିଥିଲେ, […]

Continue reading →
ପ୍ରତିଦିନ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆରମ୍ଭ ହେବ ନୂଆ ପୁରୀ-କୋରାପୁଟ ଟ୍ରେନ୍

ପ୍ରତିଦିନ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆରମ୍ଭ ହେବ ନୂଆ ପୁରୀ-କୋରାପୁଟ ଟ୍ରେନ୍

ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ୬ ଜୁଲାଇ ୨୦୨୬ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ଦୁଇଟି ପ୍ରମୁଖ ରେଳ ସେବାର ଶୁଭାରମ୍ଭ କରିବେ । ଏହି ନୂତନ ସେବା ଦ୍ୱାରା ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ, ଯାତ୍ରୀ ସୁବିଧା ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶରେ ବ୍ୟାପକ ସୁଧାର ଆସିବ । ନୂତନ ପୁରୀ–କୋରାପୁଟ ଏକ୍ସପ୍ରେସ୍ ଓଡ଼ିଶାବାସୀଙ୍କ […]

Continue reading →
ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ, ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ

ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ, ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ

ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ । ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ। ଆଜିଠୁ ଆପତ୍ତି ଅଭିଯୋଗ ଆରମ୍ଭ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ CEOଙ୍କ ପକ୍ଷରୁ ରାଜ୍ୟରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଭାଗ ସ୍ଵରୂପ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି। ଏହା ସହିତ ରାଜ୍ୟରେ ନୂତନ ନାମ ସାମିଲ, ସଂଶୋଧନ କିମ୍ବା ଆପତ୍ତି ଅଭିଯୋଗ ଦାଖଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ […]

Continue reading →
OTT ବିଷୟବସ୍ତୁର ପ୍ରସାରକୁ  ରୋକିବା ପାଇଁ ଟେଲିଗ୍ରାମକୁ ନିର୍ଦ୍ଦେଶ

OTT ବିଷୟବସ୍ତୁର ପ୍ରସାରକୁ ରୋକିବା ପାଇଁ ଟେଲିଗ୍ରାମକୁ ନିର୍ଦ୍ଦେଶ

ଡିଜିଟାଲ୍ ଦୁନିଆରେ ବେଆଇନ ଭାବେ ଚଳଚ୍ଚିତ୍ର ଏବଂ OTT (ଓଭର-ଦି-ଟପ୍) ବିଷୟବସ୍ତୁର ପ୍ରସାର କରୁଥିବା ପାଇରେସି ଗ୍ୟାଙ୍ଗ୍ ଉପରେ ଏବେ ସରକାର ଓ ପ୍ରଶାସନ ଅଧିକ କଠୋର ହୋଇଛନ୍ତି। ବିଶେଷ କରି ମେସେଜିଂ ଆପ୍ ‘ଟେଲିଗ୍ରାମ’ (Telegram) ମାଧ୍ୟମରେ ବହୁଳ ପରିମାଣରେ ଚୋରା ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ସେୟାର କରାଯାଉଥିବାରୁ, ଏହାର ପ୍ରସାରକୁ ତୁରନ୍ତ ରୋକିବା ପାଇଁ ଟେଲିଗ୍ରାମ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରଯୋଜନା ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କା […]

Continue reading →
ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ବଡ଼ ପଦକ୍ଷେପ; ୨୩୨ଟି ଶସ୍ୟ ଗୋଦାମର ଶୁଭାରମ୍ଭ

ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ବଡ଼ ପଦକ୍ଷେପ; ୨୩୨ଟି ଶସ୍ୟ ଗୋଦାମର ଶୁଭାରମ୍ଭ

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତାକାଲି, ଜୁଲାଇ ୬, ୨୦୨୬ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ଏହି ସମାରୋହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ସହକାର ସେ ସମୃଦ୍ଧି” ର ପରିକଳ୍ପନା ଅନୁରୂପ ଏବଂ ଶ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ, ଯିଏ ସମବାୟ କ୍ଷେତ୍ରକୁ ଅଧିକ ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା ଗ୍ରହଣ, ସଂସ୍ଥାଗତ ସୁଦୃଢ଼ୀକରଣ ଏବଂ ତୃଣମୂଳ ସଶକ୍ତିକରଣ ଦିଗରେ ମାର୍ଗଦର୍ଶନ […]

Continue reading →
ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା

ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଆପତିଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିପାରିବେ ନାହିଁ । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ଶ୍ରୀ ସୁନୀଲ ଜେନା ନାମକ ବ୍ୟକ୍ତିଜଣକ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କୁ ବଦ୍‌ନାମ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ଅପଶବ୍ଦ ବ୍ୟବହାର କରି ଗାଳିଗୁୁଲଜ କରୁଛନ୍ତି । ଅସାମ୍ବିଧାନିକ ଶବ୍ଦ ସହ ଅପମାନଜନକ […]

Continue reading →
ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ପକ୍ଷରୁ ୨୧.୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ପକ୍ଷରୁ ୨୧.୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଗୃହ ବିଭାଗ, ଓଡ଼ିଶା ସରକାର ଅଧୀନସ୍ଥ ରାଜ୍ୟ ସରକାରୀ ଉଦ୍ୟୋଗ, ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ପକ୍ଷରୁ ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ଓଡ଼ିଶା ସରକାରଙ୍କୁ ୨୧.୨୮ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି ଯାହାକି ନିଗମର ଇତିହାସରେ ସର୍ବାଧିକ ଲାଭାଂଶ ପ୍ରଦାନ।ଆଜି ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ-ଏବଂ-ପରିଚାଳନା ନିର୍ଦ୍ଦେଶକ, ଶ୍ରୀ […]

Continue reading →

ଯୁଦ୍ଧକାଳୀନ ଭିତ୍ତିରେ ବହି ଯୋଗାଣ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ 

ରାଜ୍ୟର ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ବହି ଛପା ପାଇଁ SCERT କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା (OSEPA) ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ବିଭିନ୍ନ ଶ୍ରେଣୀର ତ୍ରୁଟି ଥିବା ବହିଗୁଡ଼ିକୁ ମଗାଇ ମନ୍ତ୍ରୀ ଓ ସଚିବ […]

Continue reading →