ବର୍ଷ ବର୍ଷର ସାଧନା ସିଦ୍ଧିରେ ପରିଣତ ହୁଏ, ସେତେବେଳେ ଚେହେରାରେ ଯେଉଁ ଖୁସି ଥାଏ, ତାହା ମୁଁ ଆଜି ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖୁଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,

ବର୍ଷ ବର୍ଷର ସାଧନା ସିଦ୍ଧିରେ ପରିଣତ ହୁଏ, ସେତେବେଳେ ଚେହେରାରେ ଯେଉଁ ଖୁସି ଥାଏ, ତାହା ମୁଁ ଆଜି ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖୁଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,

ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପିର ପ୍ରଚଣ୍ଡ ବିଜୟ ଓ ପୁଡୁଚେରୀରେ ଏନଡିଏର ସଫଳତା ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ଭବ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଏବଂ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ‘ମୋଦୀ ଜୀ’ ଏବଂ ‘ଜୟ ଶ୍ରୀରାମ’ ନାରାରେ ପରିବେଶକୁ ପ୍ରକମ୍ପିତ କରିଥିଲେ। କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଲେ […]

Continue reading →
ଓଡ଼ିଆ ସିନେମା କେବଳ ମନୋରଞ୍ଜନ ନୁହେଁ, ଏହା ଏକ ସାମାଜିକ ବାର୍ତ୍ତା ଓ ଆନ୍ଦୋଳନ

ଓଡ଼ିଆ ସିନେମା କେବଳ ମନୋରଞ୍ଜନ ନୁହେଁ, ଏହା ଏକ ସାମାଜିକ ବାର୍ତ୍ତା ଓ ଆନ୍ଦୋଳନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘କାଙ୍ଗୁଲା’ର ଟ୍ରେଲର ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅନୁଗୋଳର ପ୍ରସିଦ୍ଧ ‘କାଙ୍ଗୁଲା’ ଗ୍ରାମର ଦଣ୍ଡୁଆ ଦଳର ଜୀବନଶୈଳୀ ଓ ଆଧ୍ୟାତ୍ମିକ ବିଶ୍ୱାସକୁ ନେଇ ନିର୍ମିତ ଏହି ସିନେମା ଓଡ଼ିଆ ସଂସ୍କୃତିର ଏକ ନିଚ୍ଛକ ପ୍ରତିଛବି । ସେ ଆହୁରି କହିଛନ୍ତି, ଓଡ଼ିଆ ସିନେମା କେବଳ […]

Continue reading →
ଭୁବନେଶ୍ୱରରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା “ପ୍ରଜ୍ଞା ପ୍ରେରଣା”ରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱରରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା “ପ୍ରଜ୍ଞା ପ୍ରେରଣା”ରେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ପାରମ୍ପରିକ ଶିକ୍ଷାଦାନରେ ସୀମିତ ନ ରହି ସ୍ୱାୟତ୍ତତା(ଅଟୋନୋମୀ), ନବାଚାର(ଇନୋଭେସନ) ଓ ଗବେଷଣା(ରିସର୍ଚ୍ଚ) ମାଧ୍ୟମରେ ସାରା ଦେଶ ପାଇଁ ଏକ ଆଦର୍ଶ ମଡେଲ୍ ସାଜନ୍ତୁ । ଜାତୀୟ ଶିକ୍ଷା ନୀତିକୁ ଆଧାର କରି ବିଶ୍ୱବିଦ୍ୟାଳୟଗୁଡ଼ିକ ଏପରି ‘ବେଷ୍ଟ ପ୍ରାକ୍ଟିସେସ୍’ ଆରମ୍ଭ କରନ୍ତୁ, ଯାହା ସ୍ଥାନୀୟ ସମସ୍ୟାର ସମାଧାନ କରିବା ସହ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନରେ ସହାୟକ ହେବ । ଶନିବାର ଭୁବନେଶ୍ୱର ଠାରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଏବଂ […]

Continue reading →
ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର।

ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର।

ଉଚ୍ଚ ଶିକ୍ଷାନୁଷ୍ଠାନରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର।  ଅଧ୍ୟାପକ ନିଯୁକ୍ତ ପାଇଁ  ନେଇ SSB ଅଧୀନରେ ଆଶାୟୀଙ୍କ ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ୨୦୨୪ରେ SSBବିଜ୍ଞପ୍ତି ପ୍ରକାଶ କରିଥିଲା। ହେଲେ ଏଯାଏ ତାହା କୋର୍ଟରେ ବିଚାରାଧୀନ ଥିବାରୁ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ପ୍ରାୟ ୫ ହଜାର ଆଶାୟୀ। ଆଡଭୋକେଟ୍ ଜେନେରାଲ କୋର୍ଟରେ କେଶ ଖାରଜ ପାଇଁ ହସ୍ତକ୍ଷେପ କରିବା ପାଇଁ ମଧ୍ୟ […]

Continue reading →
ଓଡ଼ିଶା ହେବ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’-  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶା ହେବ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଜାତୀୟ ଶିକ୍ଷା ନୀତି (NEP-2020)ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା ଜଡ଼ତାକୁ […]

Continue reading →
ସ୍ୱନାମଧନ୍ୟ କବୟିତ୍ରୀ ଶ୍ରୀମତୀ ମହାପାତ୍ର ସବିତା ହୋତାଙ୍କ ରଚିତ ଦୁଇଟି କବିତା ପୁସ୍ତକ ‘କୃଷ୍ଣମୟ’ ଓ ‘ଭାବଧାରା’ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ

ସ୍ୱନାମଧନ୍ୟ କବୟିତ୍ରୀ ଶ୍ରୀମତୀ ମହାପାତ୍ର ସବିତା ହୋତାଙ୍କ ରଚିତ ଦୁଇଟି କବିତା ପୁସ୍ତକ ‘କୃଷ୍ଣମୟ’ ଓ ‘ଭାବଧାରା’ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ

ସ୍ୱନାମଧନ୍ୟ କବୟିତ୍ରୀ ତଥା ଅଧ୍ୟାପିକା ଶ୍ରୀମତୀ ମହାପାତ୍ର ସବିତା ହୋତାଙ୍କ ରଚିତ ଦୁଇଟି କବିତା ପୁସ୍ତକ ‘କୃଷ୍ଣମୟ’ ଓ ‘ଭାବଧାରା’ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ‘କୃଷ୍ଣମୟ’ରେ ବାଳକୃଷ୍ଣଙ୍କ ଲୀଳାମୟ ଜୀବନୀର ଛନ୍ଦମୟ ପ୍ରତିବେଦନ ପାଠକଙ୍କୁ ନିଶ୍ଚିତଭାବେ ଆତ୍ମତୃପ୍ତି ଦେବ । ସେହିପରି ‘ଭାବଧାରା’ ମଣିଷ ଚରିତ୍ରର ଭିନ୍ନତା, ଜଗତର ବୈଚିତ୍ର୍ୟ, ସତ୍ୟତା ଏବଂ ଆତ୍ମକ୍ତିର ମହତ୍ତ୍ୱକୁ ବର୍ଣ୍ଣନା କରୁଛି । ଉଭୟ କବିତା ପୁସ୍ତକ ସୃଜନୀ ଦୃଷ୍ଟିରୁ ଅତି ସ୍ୱତନ୍ତ୍ର। ଲେଖିକାଙ୍କ […]

Continue reading →
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ ,ନିର୍ମାଣ ହେବ ୨୭୪ଟି ପକ୍କା ସଡକ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ ,ନିର୍ମାଣ ହେବ ୨୭୪ଟି ପକ୍କା ସଡକ

ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ  ।  ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ଯୋଜନା ଆରମ୍ଭ ହୋଇଛି ।  ଏହି ଯୋଜନାରେ ଓଡିଶାରେ ୮୨୭ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ ହେବାକୁ ଥିବା ବେଳେ ପ୍ରାୟ ୧୬୯୮ କୋଟି ୪ ଲକ୍ଷ ଟଙ୍କାର ବ୍ଯୟବରାଦ କରାଯାଇଛି ।  ଏଥିମଧ୍ଯରୁ ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ […]

Continue reading →
ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ଜୟନ୍ତୀ

ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ଜୟନ୍ତୀ

ଆଜି ଅବିସ୍ମରଣୀୟ ମହାନ୍ ପ୍ରତିଭା ତଥା ଅତୁଳନୀୟ ଭାଷା ପ୍ରାଣ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ୧୯୦୫ ମସିହା, ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ଅବା ଚନ୍ଦନ ପୂର୍ଣ୍ଣିମା , ଇଂରାଜୀ ତାରିଖ ମେ ମାସ ୧୮ ତାରିଖରେ ଏହି ଲିପି ଓ ଭାଷା ଗବେଷକ ଡହରଡିହା ଗାଁ (ଦାଣ୍ଡବୋସ) ରେ ଏକ ସାନ୍ତାଳ ପରିବାରରେ ଜନ୍ମଗ୍ରହଣ […]

Continue reading →
ଆସନ୍ତାକାଲି ରାୟଗଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲି ରାୟଗଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲି ରାୟଗଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।  ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ଏବଂ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତି ରହିବେ ।  କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର କରାଯିବ […]

Continue reading →
ଚଣ୍ଡିଖୋଲ ପେଟ୍ରୋଲିୟମ ରିଜର୍ଭ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚଣ୍ଡିଖୋଲ ପେଟ୍ରୋଲିୟମ ରିଜର୍ଭ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ‘ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍’ (ଆଇଏସପିଆରଏଲ)ର ଡେପୁଟି ସିଇଓ ଶ୍ରୀ ଅତୁଲ ଗୁପ୍ତାଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି, ୪ ମିଲିୟନ୍ ମେଟ୍ରିକ୍ ଟନ୍ (ଏମଏମଟି) କ୍ଷମତା ବିଶିଷ୍ଟ […]

Continue reading →