ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ବଡ଼ ଖବର: କମିଲା ପଞ୍ଜିକରଣ ଟିକସ, ଆପାର୍ଟମେଣ୍ଟ ମାଲିକାନା ନିୟମାବଳୀ-୨୦୨୩ରେ ସଂଶୋଧନ

ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ବଡ଼ ଖବର: କମିଲା ପଞ୍ଜିକରଣ ଟିକସ, ଆପାର୍ଟମେଣ୍ଟ ମାଲିକାନା ନିୟମାବଳୀ-୨୦୨୩ରେ ସଂଶୋଧନ

ରାଜ୍ୟ କ୍ୟାବିନେଟ ବୈଠକରେ ୮ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଭୁବନେଶ୍ୱର: ଓଡ଼ିଶା ସରକାର ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନା କ୍ଷେତ୍ରରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମାବଳୀ-୨୦୨୩’ରେ ପରିବର୍ତ୍ତନ କରାଯାଇ ଟିକସ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି […]

Continue reading →
ରାଜଧାନୀରେ ଗର୍ଜିବେ ମହିଳା: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ

ରାଜଧାନୀରେ ଗର୍ଜିବେ ମହିଳା: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ

ରାଜ୍ୟରେ ମହିଳାମାନଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଅସୁରକ୍ଷିତ ମନୋଭାବ ଏବଂ ଅଧିକାରକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ” ଅନୁଷ୍ଠିତ ହେବାକୁ ଯାଉଛି। ବିଶିଷ୍ଟ ମହିଳା ନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଏହି ସମାବେଶରେ ଯୋଗଦେଇ ସରକାରଙ୍କ ବିଫଳତା ବିରୋଧରେ ସ୍ୱର ଉତ୍ତୋଳନ କରିବେ। ଡା. ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ମହିଳାମାନେ ଆଜି ବି ଅସୁରକ୍ଷିତ। ଶିଶୁ କନ୍ୟାଠାରୁ ଆରମ୍ଭ କରି ବୃଦ୍ଧାଙ୍କ […]

Continue reading →
ମହିଳାଙ୍କ ସ୍ୱାଭିମାନ ଓ ସଶକ୍ତିକରଣ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା – ଧର୍ମେନ୍ଦ୍ର ପ୍ରଧାନ

ମହିଳାଙ୍କ ସ୍ୱାଭିମାନ ଓ ସଶକ୍ତିକରଣ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଧନୁପାଲି ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ଆଜି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଏକ ମାନବିକ ତଥା ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନବଦମ୍ପତିଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହ ଏହି ଯୋଜନାକୁ ସରକାରଙ୍କ ସମ୍ବେଦନଶୀଳତାର ପରିଚୟ ବୋଲି ଅଭିହିତ କରିଛନ୍ତି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟି […]

Continue reading →
ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗ ପରିବର୍ତ୍ତନ ମୁହାଁ । ବଙ୍ଗଳାର ଜନସାଧାରଣ ଏଥର ଭୟ, ଭ୍ରଷ୍ଟାଚାର ଏବଂ ବିଭାଜନର ରାଜନୀତିକୁ ଶେଷ କରି ବିକାଶ ଓ ସ୍ୱାଭିମାନର ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଆଜି ବରନଗର ଓ ତାଲଡାଙ୍ଗରା ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଶ୍ଚିମବଙ୍ଗ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଶ୍ରୀ ସଜଲ ଘୋଷଙ୍କ ସମର୍ଥନରେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି […]

Continue reading →
ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ

ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ

ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ ।  ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି ।  ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି କରାଯିବ। ସବୁ ବର୍ଗର ୫୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ସାମିଲ କରାଯିବ । ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ । ୨୭ରୁ୨୯ ଯାଏଁ ସମସ୍ତ […]

Continue reading →
ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ବି ପରିଚିତ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ବି ପରିଚିତ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଷ୍ଟିଲସିଟି ରାଉରକେଲାରେ ମଙ୍ଗଳବାର ପହଞ୍ଚିଛନ୍ତି। ଏଠାରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ପରେ ଅଭିଭାଷଣ ରଖିଛନ୍ତି ମହାମହିମ। ସେ କହିଛନ୍ତି, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ। ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି। ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ବି ପରିଚିତ। ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ […]

Continue reading →
ପବିତ୍ର ଅକ୍ଷୟ ତୃତୀୟା

ପବିତ୍ର ଅକ୍ଷୟ ତୃତୀୟା

ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା ଓଡ଼ିଆ ଜାତିର ଗର୍ବ ଗୈାରବ , ମେଧା ପତାକା ଉତ୍ତୋଳକ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ । ବିଶେଷ କରି ବ୍ୟକ୍ତିଗତ ଭାବେ ଆମ ପାଇଁ ମଧ୍ୟ ଏକ ସ୍ମରଣୀୟ ତିଥି । ଆଜି ର ତିଥି ରେ ଆମ ଜନ୍ମଦାତ୍ରୀ ଜନ୍ମ ଗ୍ରହଣ କରିଥିଲା ।‌ ବୋଉ ବଞ୍ଚିଥିଲେ ଆଜି ଆମେ ତା’ର ଜନ୍ମ ଶତବାର୍ଷିକୀ ପାଳନ କରିବାର ସୌଭାଗ୍ୟ ଲାଭ କରିଥାନ୍ତୁ । ପ୍ରଭୁ ଆମକୁ ସେ […]

Continue reading →
ଆଜି ଓଡ଼ିଆ ଜାତିର ଗର୍ବ ଗୈାରବ , ମେଧା ପତାକା ଉତ୍ତୋଳକ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ

ଅକ୍ଷୟ ତୃତୀୟା: ସମୃଦ୍ଧି ଓ ପରମ୍ପରାର ମହାମିଳନ

ଅକ୍ଷୟ ତୃତୀୟା: ସମୃଦ୍ଧି ଓ ପରମ୍ପରାର ମହାମିଳନ

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳିତ ହୁଏ ପବିତ୍ର ‘ଅକ୍ଷୟ ତୃତୀୟା’। ଭାରତୀୟ ସଂସ୍କୃତିରେ ଏହା ଏକ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ଭାବେ ଗଣ୍ୟ ହୁଏ। ‘ଅକ୍ଷୟ’ର ଅର୍ଥ ହେଉଛି ଯାହାର କେବେ କ୍ଷୟ ହୁଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦିନ କରାଯାଇଥିବା ଶୁଭ କାର୍ଯ୍ୟ ବା ଦାନର ଫଳ ଅନନ୍ତ କାଳ ପର୍ଯ୍ୟନ୍ତ ରହିଥାଏ। ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ମହତ୍ତ୍ୱ ସବୁଠୁ ନିଆରା। ଏହି ଦିନଠାରୁ ହିଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା […]

Continue reading →
ଓଡିଶାରେ ୯୦,୦୦୦ କୋଟି ଟଙ୍କାର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି : ଶ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡିଶାରେ ୯୦,୦୦୦ କୋଟି ଟଙ୍କାର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି : ଶ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱରରେ ଭାରତର ପ୍ରଥମ ଉନ୍ନତ ୩ଡି ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ରେଳ ଭିତ୍ତିଭୂମିର ଦ୍ରୁତ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରି ସମଗ୍ର ରାଜ୍ୟରେ ସଂଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ସରକାର ସର୍ବାଧିକ ଗୁରୁତ୍ବ ଦେଉଥିବା କହିଛନ୍ତି ।କାର୍ଯ୍ୟକାରୀ ହେଉଥିବା ୯୦,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ  ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ବର୍ତ୍ତମାନ ୯୦,୦୦୦ କୋଟି ଟଙ୍କାରୁ ଅଧିକ […]

Continue reading →