କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଶୁକ୍ରବାର ଜି.ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ରେକର୍ଡ ହୋଇଛି। ପ୍ରବଳ ଶୀତ ସାଙ୍ଗକୁ ଜାଡ ଯୋଗୁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି। ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର […]
Continue readingCategory Archives: ରାଜ୍ୟ
ସମୃଦ୍ଧ ସଂସ୍କୃତି ଓ ଇତିହାସର ସୁନ୍ଦର ସେତୁ ‘ରାଜାରାଣୀ ସଙ୍ଗୀତ ଉତ୍ସବ’ – ଧର୍ମେନ୍ଦ୍ର ପ୍ରଧାନ
ରାଜାରାଣୀ ସଙ୍ଗୀତ ମହୋତ୍ସବ କେବଳ ଏକ ସଙ୍ଗୀତ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମର ସମୃଦ୍ଧ ସଂସ୍କୃତି, କଳା ଏବଂ ଇତିହାସ ମଧ୍ୟରେ ଏକ ସୁନ୍ଦର ସେତୁ ସଦୃଶ ବୋଲି ଶୁକ୍ରବାର ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଐତିହାସିକ ‘ରାଜାରାଣୀ ମନ୍ଦିର’ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, ରାଜାରାଣୀ ମନ୍ଦିରର ନିର୍ମାଣଶୈଳୀକୁ ଲୋକଲୋଚନକୁ ଆଣିବା ତଥା ଏହାର ଐତିହ୍ୟକୁ […]
Continue reading୨୦୩୬ର ‘ବିକଶିତ ଓଡ଼ିଶା’ ପାଇଁ ୨୦୨୬ରୁ ପ୍ରୟାସ କରିବା – ଧର୍ମେନ୍ଦ୍ର ପ୍ରଧାନ
ଆମେ ୨୦୨୬ରୁ ୨୦୩୬ ମସିହା ପର୍ଯ୍ୟନ୍ତ ଏକ ଦଶନ୍ଧିର ଲକ୍ଷ୍ୟ ନେଇ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛୁ । ଏହି ସମୟରେ ଓଡ଼ିଶାର ୧ କୋଟିରୁ ଉର୍ଦ୍ଧ୍ୱ ପିଲାଙ୍କ ଯତ୍ନ ନେବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଏବଂ ଯୁବପିଢ଼ିଙ୍କୁ ଆନ୍ତର୍ଜାତୀୟ ଦକ୍ଷତା ପ୍ରଦାନ କରିବା ପାଇଁ ଦାୟିତ୍ନ ନେବା ସହ ପ୍ରୋତ୍ସାହନ ଦେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । […]
Continue readingମାତୃଭାଷା ଆଧାରିତ ଶିକ୍ଷାକୁ ସୁଦୃଢ଼ କରିବା ସହ ଶିଶୁମାନଙ୍କର ପୋଷଣକୁ ଧ୍ୟାନ ଦେବା – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ ମନ୍ତ୍ରୀ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ମାଷ୍ଟର ଟ୍ରେନର ଏବଂ ଶୈକ୍ଷିକ ନେତୃବୃନ୍ଦଙ୍କ ସହ ନୂତନ ପାଠ୍ୟକ୍ରମ ଓ ଶିକ୍ଷକ ପ୍ରଶିକ୍ଷଣ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, […]
Continue readingଶତାୟୁ ସଂଗ୍ରାମୀ ସୋମନାଥ ପାତ୍ରଙ୍କ ପରଲୋକ: ଓଡ଼ିଶା ଜନ ଆନ୍ଦୋଳନ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ
ଓଡ଼ିଶା ଜନ ଆନ୍ଦୋଳନର ଜଣେ ମହାନ୍ କାଣ୍ଡାରୀଙ୍କ ଅବସାନ ଭୁବନେଶ୍ୱର: ଓଡ଼ିଶା ରାଜନୀତି ଓ ଜନ ଆନ୍ଦୋଳନ ଇତିହାସର ଏକ ଗୌରବମୟ ଅଧ୍ୟାୟର ଅନ୍ତ ଘଟିଛି। ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ୱତ ସାଧକ ତଥା ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାମପନ୍ଥୀ ଆଦର୍ଶରେ ଅଟଳ ରହିଥିବା ବରେଣ୍ୟ ସୋମନାଥ ପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସୋମନାଥ […]
Continue readingଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ
‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ – ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ ଶୁଭାରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଆମର ଯୁବଶକ୍ତି, ସମାଜ ଏବଂ ରାଷ୍ଟ୍ର ପ୍ରତି ଏକ […]
Continue readingମକର ସଂକ୍ରାନ୍ତି, ବ୍ୟାସକବି ଜୟନ୍ତୀ
ଆଧ୍ୟାତ୍ମିକତା ଓ ଅସ୍ମିତାର ମହାମିଳନ: ପବିତ୍ର ମକର ସଂକ୍ରାନ୍ତି ଓ ବ୍ୟାସକବି ଜୟନ୍ତୀ ପବିତ୍ର ମକର ସଂକ୍ରାନ୍ତି, ଯାହା ହଜାର ହଜାର ବର୍ଷ ଧରି ସମଗ୍ର ଭାରତ ବର୍ଷରେ କେବଳ ନୁହେଁ, ଅବିଭକ୍ତ ଭାରତ ତଥା ବିଦେଶର ଅନେକ ଦେଶରେ ସୂର୍ଯ୍ୟ ଉପାସନା ର କେବଳ ପର୍ବ ନୁହେଁ ଅଧିକନ୍ତୁ ବହୁବିଧ ଦର୍ଶନ ଆଧାରିତ ପର୍ବ ଭାବେ ପାଳିତ ହୋଇଆସୁଛି । ଆଜି ମହାଭାରତର ପିତାମହ ଭୀଷ୍ମଙ୍କ ମହାଭାରତମହାପ୍ରୟାଣ ଦିବସ ହୋଇଥିବା ବେଳେ ଓଡ଼ିଆ ଭାଷା ଆନ୍ଦୋଳନର […]
Continue readingଶ୍ରୀକ୍ଷେତ୍ରରେ ସାହିତ୍ୟ ଓ ସଂସ୍କୃତିର ମହାମିଳନ: ‘ଶ୍ରୀପର୍ଣ୍ଣା’ର ୩୯ତମ ମକର ଉତ୍ସବରେ ପୁସ୍ତକ “ଆରବୀୟ ରଜନୀ କାହାଣୀ” ଲୋକାର୍ପିତ
ପୁରୀ, ୧୪/୦୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଅନୁଷ୍ଠାନ ‘ଶ୍ରୀପର୍ଣ୍ଣା’ ପକ୍ଷରୁ ୩୯ତମ ମକର ମିଳନ, କବିତା ପାଠ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଦ୍ୱାରା ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ “ଆରବୀୟ ରଜନୀ”ର ଓଡ଼ିଆ ଅନୁବାଦ “ଆରବୀୟ ରଜନୀ କାହାଣୀ” ଲୋକାର୍ପିତ ହୋଇଛି। ସାରସ୍ୱତ ଆସରର ଶୁଭାରମ୍ଭ ପ୍ରଖ୍ୟାତ ପ୍ରାବନ୍ଧିକ […]
Continue readingସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଓଡ଼ିଆ ଭାଷାର ଉତ୍ତରାଧିକାରୀ
ମକର ଚାଉଳର ମହକ ସହ ମନେପଡ଼ନ୍ତି ଓଡ଼ିଆ ଭାଷାର ମହାମାନ୍ୟ ସ୍ରଷ୍ଟା ଫକୀର ମୋହନ। ଭୁବନେଶ୍ୱର, ୧୪ ଜାନୁୟାରୀ ,ମକର ସଂକ୍ରାନ୍ତି: ଆଜି ପବିତ୍ର ମକର ସଂକ୍ରାନ୍ତି। ପ୍ରକୃତିର ପରିବର୍ତ୍ତନ ଓ ପରମ୍ପରାର ମହାମିଳନର ଏକ ଶୁଭ ମୁହୂର୍ତ୍ତ। ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକର ରାଶିକୁ ଗମନ କରିବା ସହ ଆରମ୍ଭ ହୁଏ ଦେବତାଙ୍କ ଦିନ ତଥା ‘ଉତ୍ତରାୟଣ’ ଯାତ୍ରା। ଏହି ଦିନଟି ଓଡ଼ିଆ ସଂସ୍କୃତିରେ କେବଳ ଏକ ପର୍ବ ନୁହେଁ, ବରଂ ଶ୍ରଦ୍ଧା, ବିଶ୍ୱାସ […]
Continue readingସାହିତ୍ୟରୁ ରାଜନୀତି: ଅନ୍ନଦା ପ୍ରସାଦ ରାୟଙ୍କ ଅମୃତ ସ୍ମୃତି ପ୍ରତି କୋଟି ପ୍ରଣାମ
ଶ୍ରଦ୍ଧାଞ୍ଜଳି: ମନେପଡ଼ନ୍ତି ବହୁମୁଖୀ ପ୍ରତିଭା ଅନ୍ନଦା ପ୍ରସାଦ ରାୟ; ଜୟନ୍ତୀ ଅବସରରେ ଓଡ଼ିଶା ମାଟିର ଏହି ବରେଣ୍ୟ ସନ୍ତାନଙ୍କୁ କୋଟି ପ୍ରଣାମ ଜଣାଇଲେ ବୁଦ୍ଧିଜୀବୀ ଭୁବନେଶ୍ୱର, ୧୪/୦୧ : ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତର ଜଣେ ଦୀପ୍ତିମନ୍ତ ନକ୍ଷତ୍ର, ବରେଣ୍ୟ ସାରସ୍ୱତ ସାଧକ ତଥା ସମ୍ଭ୍ରାନ୍ତ ରାଜନେତା ଅନ୍ନଦା ପ୍ରସାଦ ରାୟଙ୍କ ଆଜି ଜୟନ୍ତୀ। ୧୯୩୭ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ବହୁମୁଖୀ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କ ଅମ୍ଲାନ ଅମୃତ ସ୍ମୃତି ପ୍ରତି […]
Continue reading








