ଉତ୍କଳ ଜନନୀର ବରେଣ୍ୟ ସନ୍ତାନଙ୍କୁ ଜୟନ୍ତୀ ଶ୍ରଦ୍ଧାଞ୍ଜଳି: ମନେପଡ଼ନ୍ତି ଶିକ୍ଷାବିତ୍ ମହେନ୍ଦ୍ର ରାଉତ, ଡାକ୍ତର ମଧୁସୂଦନ ଖାଡ଼ଙ୍ଗା ଓ ସାମ୍ବାଦିକ ଅଶୋକ ସିଂ।

ଓଡ଼ିଶାର ତିନି ବରେଣ୍ୟ ସନ୍ତାନଙ୍କ ଜୟନ୍ତୀ: ଶୈକ୍ଷିକ, ଚିକିତ୍ସା ଓ ସାମ୍ବାଦିକତା ଜଗତର ଅମ୍ଲାନ ପ୍ରତିଭାଙ୍କୁ ମନେପକାଉଛି ଉତ୍କଳ ଜନନୀ ଭୁବନେଶ୍ୱର, ୧୪/୦୧ : ଆଜି ପବିତ୍ର ମକର ସଂକ୍ରାନ୍ତି ତଥା ନୂତନ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିର ଶୁଭ ଅବସରରେ ଓଡ଼ିଶା ମାଟିର ତିନି ଜଣ ମହାନ୍ ବ୍ୟକ୍ତିତ୍ୱଙ୍କ ଜୟନ୍ତୀ ପାଳିତ ହେଉଛି। ଶୈକ୍ଷିକ ଜଗତର ମହାନ୍ ବ୍ୟକ୍ତିତ୍ୱ ପ୍ରଫେସର ଡଃ ମହେନ୍ଦ୍ର କୁମାର ରାଉତ, ଚିକିତ୍ସା ବିଜ୍ଞାନର ଅନନ୍ୟ ପ୍ରତିଭା ପ୍ରଫେସର ଡାକ୍ତର ମଧୁସୂଦନ ଖାଡ଼ଙ୍ଗା […]

Continue reading
କେବି ଏକାଡେମୀ ୧୯୯୫ ବ୍ୟାଚ୍‌ର ଭବ୍ୟ ବନ୍ଧୁମିଳନ ଓ ବଣଭୋଜି: ସୃତିର ପାହାଡ଼ ତଳେ ବନ୍ଧୁତାର ଆସର

କେବି ଏକାଡେମୀ ୧୯୯୫ ବ୍ୟାଚ୍‌ର ଭବ୍ୟ ବନ୍ଧୁମିଳନ ଓ ବଣଭୋଜି: ସୃତିର ପାହାଡ଼ ତଳେ ବନ୍ଧୁତାର ଆସର

ନିରାକାରପୁର : ସମୟ ବଦଳିଯାଏ, ଜୀବନର କର୍ମମୟ ପରିସର ମଧ୍ୟରେ ଅନେକ କିଛି ପୁରୁଣା ହୋଇଯାଏ, କିନ୍ତୁ ସ୍କୁଲ ଦିନର ସେହି ଅଭୁଲା ସ୍ମୃତି କେବେ ବି ମଉଳେ ନାହିଁ। ଏହି ଉକ୍ତିକୁ ଆଉ ଥରେ ପ୍ରମାଣିତ କରିଥିଲେ ନିରାକାରପୁରସ୍ଥିତ ପ୍ରତିଷ୍ଠିତ କ୍ଷେତ୍ରବାସୀ (କେବି) ଏକାଡେମୀର ୧୯୯୫ ବ୍ୟାଚ୍‌ର ପୂର୍ବତନ ଛାତ୍ରଛାତ୍ରୀ। ଜାନୁଆରୀ ୧୧ ତାରିଖ ରବିବାର ଦିନ ମା’ ଭୈରବୀଙ୍କ ପବିତ୍ର ପୀଠ ଚିତ୍ରକୂଟ ପାହାଡ଼ ପାଦଦେଶରେ ଜମିଥିଲା ପୁରୁଣା ସାଙ୍ଗମାନଙ୍କ ମେଳି। ସେନାରେ ଦେଶପାଇଁ […]

Continue reading
ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତନ ଆଣିବ‘ଭିବି ଜି ରାମ ଜି’

ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତନ ଆଣିବ‘ଭିବି ଜି ରାମ ଜି’

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା । ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଂଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ୨୦୨୫ ବିଲ୍‌କୁ ଆଇନରେ ପ୍ରଣୟନ କରାଯାଇଛି । ‘ଭିବି ଜି ରାମ ଜି’ ବିଲ୍ ପୁରା ଦେଶର ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ […]

Continue reading
ଦିନକ ପରେ ପୁଣି ଲେଉଟିଛି ଶୀତ

ଦିନକ ପରେ ପୁଣି ଲେଉଟିଛି ଶୀତ

ଦିନକ ପରେ ପୁଣି ଲେଉଟିଛି ଶୀତ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ଫଳରେ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୩ଦିନ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ବିଭିନ୍ନ ଜିଲାକୁ ସତର୍କ କରାଯାଇଛି। ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ […]

Continue reading
ରାଉରକେଲା ନିକଟରେ ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର

ରାଉରକେଲା ନିକଟରେ ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର

ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ସୁନୀଲ ଅଗ୍ରୱାଲ ଓ ସୁନୀତା ଅଗ୍ରୱାଲ ଏୟାରଲିଫ୍ଟ ହେବେ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ଦୁହେଁ ଏୟାରଲିଫ୍ଟ ହେବା ନେଇ ସୂଚନା ରହିଛି । ସୂଚନାଅନୁସାରେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆୱାନ୍ ଏୟାର ର ଏକ ୯-ସିଟର ବିମାନ ଶନିବାର ଦିନ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୧୫–୨୦ କିଲୋମିଟର ଦୂର ଜଲଦା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ଉଡାଣ ସମୟରେ […]

Continue reading
ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

ନିରାକାରପୁର: ସରକାର ସ୍ୱାସ୍ଥ୍ୟ ସେବାକୁ ଘରେ ଘରେ ପହଞ୍ଚାଇବା ପାଇଁ ‘ଆମ ହସ୍ପିଟାଲ୍’ ଭଳି ଅନେକ ଯୋଜନା କରୁଛନ୍ତି, କିନ୍ତୁ ନିରାକାରପୁର ଅଞ୍ଚଳରେ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ଏଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବେ  ଅବ୍ୟବସ୍ଥାର ଶିକାର ହୋଇ ରୋଗ ଶଯ୍ୟାରେ ପଡ଼ିଛି। ସ୍ଥାୟୀ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ଏବଂ ଭିତ୍ତିଭୂମିର ବିପର୍ଯ୍ୟୟ ଯୋଗୁଁ ଏହା ଏବେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଅପେକ୍ଷା ‘ରେଫରାଲ୍ ସେଣ୍ଟର’ ଭାବେ ଅଧିକ ପରିଚିତ ହେଉଛି। ନିରାକାରପୁର ଏବଂ ଏହାର ଆଖପାଖ […]

Continue reading

ଅଭିଯୋଗ ପ୍ରକୋଷ୍ଠକୁ ଆସିଲେଣି ୫୬ ହଜାରରୁ ଉର୍ଦ୍ଧ୍ୱ ; ଅଭିଯୋଗର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଏହି ଜନାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ସାଧାରଣ ଲୋକଟିଏ ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛି । ସରକାରଙ୍କ ପକ୍ଷରୁ ମଧ୍ୟ ସବୁ ଅଭିଯୋଗକୁ ସମାନ ଗୁରୁତ୍ୱ ଦିଆଯାଇ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୫ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୩,୩୫୮ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା 9୫ […]

Continue reading
ପୁରୁଣା ସ୍ମୃତିର ପୁଣି ଜମିବ ଆସର: କେବି ଏକାଡେମୀର  ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ବଣଭୋଜି

ପୁରୁଣା ସ୍ମୃତିର ପୁଣି ଜମିବ ଆସର: କେବି ଏକାଡେମୀର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ବଣଭୋଜି

ନିରାକାରପୁର: ସମୟ ବଦଳିଯାଏ, ହେଲେ ସ୍କୁଲ ଦିନର ସେହି ସ୍ମୃତି କେବେ ବି ପୁରୁଣା ହୁଏନାହିଁ। ପୁଣି ଥରେ ସେହି ପୁରୁଣା ସାଙ୍ଗସାଥୀ, ହସଖୁସି ଏବଂ ପିଲାଦିନର ସ୍ମୃତିକୁ ସାଉଁଟିବା ପାଇଁ ପ୍ରସ୍ତୁତ ହେଉଛି ବଣଭୋଜି । ଆସନ୍ତା ଜାନୁଆରୀ ୧୧ ତାରିଖ ରବିବାର ଦିନ କ୍ଷେତ୍ରବାସୀ ଏକାଡେମୀର 1995 ବ୍ୟାଚ୍ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଭବ୍ୟ ବନ୍ଧୁମିଳନ ତଥା ବଣଭୋଜି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରକୃତିର କୋଳରେ ବନ୍ଧୁମିଳନ: ନିରାକାରପୁରର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥଳ […]

Continue reading
“ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।

“ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।

ରାଜ୍ୟର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରାଉରକେଲାର “ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।ଏହି ଏକଦିନିଆ ସାଂସ୍କୃତିକ ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର, ଅତିଥି ଓ କଳାପ୍ରେମୀ ଦର୍ଶକମାନଙ୍କ ସମେତ ପ୍ରାୟ ୧୫୦୦ରୁ ଉର୍ଦ୍ଧ ଲୋକଙ୍କ ଉପସ୍ଥିତି ସିଭିକ ସେଣ୍ଟର୍ ରେ ଦେଖିବାକୁ ମିଳିଥିଲା। ନୃତ୍ୟ ମହ୍ଲାରର ଅଧ୍ୟକ୍ଷା, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗବେଷକ ଓ ସ୍ୱର୍ଣ୍ଣ ପଦକ ପ୍ରାପ୍ତା ସୁଶ୍ରୀ […]

Continue reading
ଜାତୀୟ ପକ୍ଷୀ ଦିବସ

ଜାତୀୟ ପକ୍ଷୀ ଦିବସ

ପ୍ରତି ବର୍ଷ ଜାନୁଆରୀ ୫ତାରିଖରେ ଜାତୀୟ ପକ୍ଷୀ ଦିବସ ପ୍ରାୟତଃ ସମଗ୍ର ବିଶ୍ଵରେ ପାଳିତ ହୋଇଆସୁଛି । ବିଶେଷ କରି ଆମ ଓଡ଼ିଶା ପରିପ୍ରେକ୍ଷୀରେ ଏହି ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସମେତ ଅଂଶୁପା ଆଦି ବିଭିନ୍ନ କ୍ଷେତ୍ରର ସ୍ଥିତି କୁ ଉପଜିବ୍ୟ କରି ଏହା ଆମର ନିର୍ଦ୍ଦିଷ୍ଟ ମତ । ଏହା ନିର୍ବିବାଦୀୟ ସତ୍ୟ ଯେ ପକ୍ଷୀ ସ୍ଥାନାନ୍ତରଣ ଏକ ପ୍ରାକୃତିକ ଚମତ୍କାର । ସ୍ଥାନାନ୍ତରିତ ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଖାଇବାକୁ, […]

Continue reading