ଜଗନ୍ନାଥ ବେହେରା ଓ ଅକ୍ଷୟ ଚରଣ ସ୍ୱାଇଁଙ୍କ ସ୍ମୃତିରେ  ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଜଗନ୍ନାଥ ବେହେରା ଓ ଅକ୍ଷୟ ଚରଣ ସ୍ୱାଇଁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଓଡ଼ିଆ ପାଲା ସଂସ୍କୃତିର ଦୁଇ ପ୍ରବାଦ ପୁରୁଷ—’ଗାୟକ ଶେଖର’ ଜଗନ୍ନାଥ ବେହେରା (୧୦୧ ବର୍ଷ) ଏବଂ ‘ଗାୟକ ସମ୍ରାଟ’ ଅକ୍ଷୟ ଚରଣ ସ୍ୱାଇଁ (୯୩ ବର୍ଷ)ଙ୍କ ପରଲୋକରେ ଓଡ଼ିଶାର ଭାଷା, ସାହିତ୍ୟ ଓ ପାଲା ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏହି ଦୁଇ ମହାନ୍ ଦିବଂଗତ ସାରସ୍ୱତ ସାଧକଙ୍କ ସ୍ମୃତିଚାରଣ ଓ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ୧୦ ଅଗଷ୍ଟ ୨୦୨୬, ସୋମବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପ୍ରେକ୍ଷାଳୟରେ ଏକ “ରାଜ୍ୟସ୍ତରୀୟ […]

Continue reading →
ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରୁ ବାଦ ପଡ଼ିଲେ  ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲ, ଜାଣନ୍ତୁ ଏହାର କାରଣ

ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରୁ ବାଦ ପଡ଼ିଲେ ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲ, ଜାଣନ୍ତୁ ଏହାର କାରଣ

‘ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରେ ୩୧ ମେ ୨୦୨୬ ସୁଦ୍ଧା ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲଙ୍କୁ ହଟାଇ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଶୁକ୍ରବାର ସଂସଦରେ ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ୧,୨୦୦ ଅନ୍ୟ ହସ୍ପିଟାଲଙ୍କୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ପ୍ୟାନେଲରୁ ନିଲମ୍ବିତ କରିଛନ୍ତି। ନଡ୍ଡା କହିଛନ୍ତି ଯେ ୫ ଲକ୍ଷଟଙ୍କାର ସ୍ୱାସ୍ଥ୍ୟବୀମା ଯୋଜନା ଗାଇଡଲାଇନ ଉଲ୍ଲଂଘନ ଲାଗି ୨୯ଟି ଏତଲା ରୁଜୁ ହୋଇଛି ଓ ୩୨୮.୪୯ କୋଟି ଟଙ୍କା […]

Continue reading →
ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଶ୍ରୀଜିଉ,ସିଂହଦ୍ବାରରେ ପହଞ୍ଚିଛି ତିନି ରଥ

ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଶ୍ରୀଜିଉ,ସିଂହଦ୍ବାରରେ ପହଞ୍ଚିଛି ତିନି ରଥ

ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ରାତି ୧୧ଟା ସୁଦ୍ଧା ତିନି ରଥ ସିଂହଦ୍ବାରରେ ଲାଗିଥିବାବେଳେ, ବାହୁଡ଼ା ଯାତ୍ରାରେ ଖୁବ୍ ଆନନ୍ଦ ଉତ୍ସାହରେ ଭକ୍ତମାନେ ତିନି ରଥକୁ ଟାଣିନେଇଥିଲେ ସିଂହଦ୍ବାର ନିକଟକୁ। ଶନିବାର ମହାପ୍ରଭୁ ଦୁର୍ଲଭ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ସୂଚନାଥାଉକି, ଶୁକ୍ରବାର ବାହୁଡ଼ା ପାର୍ଇ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସେନାପଟା […]

Continue reading →
ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ଶୀଘ୍ର ପାଇବେ ନ୍ୟାୟ ,ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ହେବ

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ଶୀଘ୍ର ପାଇବେ ନ୍ୟାୟ ,ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ହେବ

ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ ଆସୁଥିବା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଏବଂ ଦଣ୍ଡବିଧାନ ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗ […]

Continue reading →
୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ୨୨,୮୭୩ ଜଣଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ୨୨,୮୭୩ ଜଣଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ରାଜ୍ୟର ଶିଳ୍ପାୟନକୁ ଅଧିକ ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।  ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୪,୫୭୩.୮୭ କୋଟି ବିନିଯୋଗ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨୨,୮୭୩ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆଶା କରୁଛନ୍ତି। ଅନୁମୋଦନ ପାଇଥିବା ପ୍ରକଳ୍ପଗୁଡ଼ିକ ଆଇଟି ଓ […]

Continue reading →
ଭିଏତନାମ ମାଟିରେ ଓଡ଼ିଆ ଅସ୍ମିତାନ୍ବେଷଣ -୫

ଭିଏତନାମ ମାଟିରେ ଓଡ଼ିଆ ଅସ୍ମିତାନ୍ବେଷଣ -୫

ପ୍ରଦ୍ୟୁମ୍ନ ଶତପଥୀ ——————– ହୋ ଚି ମିନ ବା ସାଇଗନ ସହରରେ ଅବସ୍ଥାପିତ ସ୍ବାଧୀନତା ଭବନ ବା ଇଣ୍ଡିପେଣ୍ଡେନ୍ସ ପ୍ୟାଲେସ ସମ୍ମୁଖରେ ଆମେ ଠିଆ ହୋଇଥିବାର ଏହି ସ୍ଥିର ଚିତ୍ର ।ଏହା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ପ୍ରାସାଦ ଯାହା ,ଭିଏତନାମର ପୁନଃ ଏକତ୍ରୀକରଣର ପ୍ରାମାଣିକ ପ୍ରତୀକ । ଏହାକୁ ମଧ୍ୟ ରି ୟୁନିଫିକେସନ ପ୍ୟାଲେସ ବା ପୁନଃ ଏକତ୍ରିକରଣ ପ୍ରାସାଦ ବୋଲି ମଧ୍ୟ କୁହାଯାଏ । ଭିଏତନାମ ଯୁଦ୍ଧର ସମାପ୍ତି ଏବଂ ଦେଶର ମିଶ୍ରଣ ସହିତ ଏହି […]

Continue reading →
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଲହରୀ ପୁରସ୍କୃତ

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଲହରୀ ପୁରସ୍କୃତ

ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ସିନେମା ଜଗତର ବିଭିନ୍ନ ଭାଷା ଓ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉତ୍କୃଷ୍ଟ କାର୍ଯ୍ୟକୁ ଏହି ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଜାନୁଆରୀ ୧ ରୁ ଡିସେମ୍ବର ୩୧, ୨୦୨୪ ମଧ୍ୟରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଦ୍ୱାରା ପ୍ରମାଣିତ ହୋଇଥିବା ସିନେମାଗୁଡ଼ିକୁ ପୁରସ୍କାର ପାଇଁ ବିଚାରକୁ […]

Continue reading →
ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ :ବଡ଼ଦାଣ୍ଡକୁ ଓହ୍ଲାଇବେ ବଡ଼ଠାକୁର

ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ :ବଡ଼ଦାଣ୍ଡକୁ ଓହ୍ଲାଇବେ ବଡ଼ଠାକୁର

ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ଗଗନ ପବନକୁ ମୁଖରିତ କରୁଛି ହୁଳହୁଳି, ହରିବୋଲ ଓ ଶଙ୍ଖ ନାଦ। ବର୍ଷକରେ ମାତ୍ର ଥରେ ସାରା ବିଶ୍ୱର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜର ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ, ସେମାନଙ୍କ ଦୁଃଖ ଅଶ୍ରୁକୁ ପୋଛିବା ପାଇଁ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି। ଆଜି ସେହି ପବିତ୍ର ଓ ମାହେନ୍ଦ୍ର ବେଳା— ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା। ଧନୀ-ଗରିବ, ଜାତି-ବର୍ଣ୍ଣର ଭେଦଭାବକୁ ଦୂର କରି ଆଜି କାଳିଆ […]

Continue reading →
କାଗଜ ଯୋଗାଣ ମାମଲାରେ NCERT ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

କାଗଜ ଯୋଗାଣ ମାମଲାରେ NCERT ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ପାଠ୍ୟପୁସ୍ତକ ଲାଗି କାଗଜ ଯୋଗାଣ ଦାୟିତ୍ୱରେ ଥିବା ଏକ ସଂସ୍ଥାକୁ ‘କଳା ତାଲିକା ଭୁକ୍ତ’ କରିବା ନିଷ୍ପତ୍ତି ମାମଲାରେ ହାଇକୋର୍ଟରେ ପକ୍ଷ ରଖିବାକୁ ଏନସିଆଇରଟି ଅଧିକାରୀଙ୍କ ବିଫଳତା କାରଣରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ଭୂମିକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୪ ତାରିଖରେ ବାଫନା ଗ୍ଲୋବାଲ ଭେଞ୍ଚର ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ଆବେଦନ ଋଜୁ କରି ଏନସିଇଆରଟି ଦ୍ୱାରା ଜୁନ ୨୨ରେ ଜାରି ବ୍ଲାକ୍ ଲିଷ୍ଟିଂ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା, ଯେଉଁଥିରେ ସଂସ୍ଥାକୁ […]

Continue reading →
ପ୍ରଥମେ ବନ୍ଦେ ମାତରମ, ତା ପରେ ଗାନ ହେବ ଜନଗଣ ମନ

ପ୍ରଥମେ ବନ୍ଦେ ମାତରମ, ତା ପରେ ଗାନ ହେବ ଜନଗଣ ମନ

ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏମିତି ଏକ ସମୟ ଥିଲା, ଯେତେବେଳେ କେବଳ ଦୁଇଟି ଶବ୍ଦ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ହଲାଇ ଦେଇଥିଲା। ସେହି ଦୁଇଟି ଶବ୍ଦ ଥିଲା— ‘ବନ୍ଦେ ମାତରମ୍’। କେବଳ ଏକ ନାରା କିମ୍ବା ଗୀତ ନୁହେଁ, ବରଂ ଏହା ଥିଲା କୋଟି କୋଟି ଭାରତୀୟଙ୍କ ଭାବନା ଏବଂ ମୁକ୍ତି ସଂଗ୍ରାମର ମନ୍ତ୍ର। ଏହି କାଳଜୟୀ ଗୀତର ସୃଷ୍ଟି ଏବଂ ଏହା ଦେଶାତ୍ମବୋଧକ ଶକ୍ତି ଜାଗ୍ରତ କରିବାରେ ପ୍ରମୁଖ ସାଧନ ସାଜିଥିଲା । ଭାରତର […]

Continue reading →