ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଜୟ କେବଳ ଏକ ରାଜନୈତିକ ସଫଳତା ନୁହେଁ, ବରଂ ଏହା ୧୯୦୫ ମସିହାର ବଙ୍ଗଭଙ୍ଗ ସମୟରୁ ଜନମାନସରେ ଥିବା ବେଦନା ଓ ଅସନ୍ତୋଷର ଏକ ଦୃଢ଼ ପ୍ରତିଜବାବ ବୋଲି ଗଣମାଧ୍ୟମକୁ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବିଗତ ପ୍ରାୟ ୧୨୦ ବର୍ଷ ଧରି ବହୁସଂଖ୍ୟକ ସମାଜ ଯେଉଁ ଅଣଦେଖାର ଶିକାର ହୋଇଥିଲା, ଆଜି ସେହି […]
Continue readingTag Archives: dharmendra pradhan
ସେବା ଭାରତୀ’ ନିଃସ୍ୱାର୍ଥପର ମାନବସେବାର ଜ୍ୱଳନ୍ତ ଉଦାହରଣ- ଧର୍ମେନ୍ଦ୍ର ପ୍ରଧାନ
ସେବା ଭାରତୀ କେବଳ ଏକ ସଂଗଠନର ନାମ ନୁହେଁ, ବରଂ ଏହା ନିଃସ୍ୱାର୍ଥପର ସେବାର ଏକ ଅନନ୍ୟ ପ୍ରତୀକ ବୋଲି ଶନିବାର ସମ୍ବଲପୁର ଠାରେ ଆୟୋଜିତ ‘ସେବା ଭାରତୀ’ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି ଯେ, “ସେବା ହିଁ ଭଗବାନ” ମନ୍ତ୍ରକୁ ପାଥେୟ କରି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା ଭଳି […]
Continue readingତାମିଲନାଡ଼ୁର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି
ତାମିଲନାଡୁ ରାଜନୀତିରେ ଏବେ ‘ଘଡ଼ିକେ ଘୋଡ଼ା ଛୁଟୁଛି’। ସିନେମା ପରଦାର ସୁପରଷ୍ଟାର୍ ତଥା ଟିଭିକେ (TVK) ମୁଖ୍ୟ ବିଜୟଙ୍କ ପାଇଁ ଶାସନ ଗାଦିର ଯାତ୍ରା ଏତେ ସହଜ ମନେହେଉ ନାହିଁ। ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କରିଥିବା ବିଜୟ ଏବେ ‘ମ୍ୟାଜିକ୍ ନମ୍ବର’ ଜାଲରେ ଫସି ଯାଇଛନ୍ତି। ଫଳରେ ଶନିବାର ହେବାକୁ ଥିବା ତାଙ୍କର ଭବ୍ୟ ଶପଥ ଗ୍ରହଣ ଉତ୍ସବ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକି ଯାଇଛି। ତାମିଲନାଡୁ ବିଧାନସଭାରେ ସରକାର ଗଠନ ପାଇଁ […]
Continue readingବେଙ୍ଗଲ ଶାସନ ଗାଦିରେ ‘ଓଡ଼ିଆ’ ଅସ୍ମିତା: ଶୁଭେନ୍ଦୁଙ୍କ ବିଜୟ ଓ ମେଦିନୀପୁରର ଇତିହାସର ହେବ ପୁନଃ ଲେଖନ
ପଶ୍ଚିମବଙ୍ଗର ନବମ ମୁଖ୍ୟମନ୍ତ୍ରୀ, ବିଶେଷ କରି ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଶ୍ରଦ୍ଧେୟ ଶୁଭେନ୍ଦୁ ଅଧିକାରୀଙ୍କୁ ଜଣାଉଛି ଅନେକ ଅନେକ ଅଭିନନ୍ଦନ, ଶୁଭେଚ୍ଛା । ଜଣେ ଓଡ଼ିଆ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବା,ବିଶେଷ କରି ୧୭୫୭ ମସିହା, ଜୁନ ୨୨ ପରବର୍ତ୍ତୀ ଇତିହାସ ଆଧାରରେ ବହୁବିଧ ଦୃଷ୍ଟିକୋଣରୁ ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସୁବାର୍ତ୍ତା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ସମୟରେ ଓଡ଼ିଶାର […]
Continue readingବାଲିଅନ୍ତା ହତ୍ୟାକାଣ୍ଡ: ‘ମବ୍ ଲିଞ୍ଚିଂ’ ବା ଗୋଷ୍ଠୀଗତ ହିଂସା ସଭ୍ୟ ସମାଜ ପାଇଁ କଳଙ୍କ
ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ପିଟି ପିଟି ହତ୍ୟା କରାଯିବା ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଜଣେ ରେଳବାଇ କନଷ୍ଟେବଲ ସୌମ୍ୟରଞ୍ଜନ ସ୍ପାଇଁଙ୍କୁ ଯେଭଳି ଅମାନୁଷିକ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ଅପରାଧ ନୁହେଁ, ବରଂ ଆମ ସାମାଜିକ ବ୍ୟବସ୍ଥା ଓ ମାନବିକତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ। ଅଭିଯୋଗକାରିଣୀ ଯୁବତୀଙ୍କ ବୟାନ ଅନୁଯାୟୀ, ଦୁର୍ଘଟଣା ପରେ ତାଙ୍କୁ ଓ ତାଙ୍କ ସାଙ୍ଗଙ୍କୁ ଅସଦାଚରଣ କରାଯାଇଥିଲା। ଯୁବତୀଙ୍କୁ ରକ୍ଷା କରିବାକୁ […]
Continue reading‘ଅପରେସନ ସିନ୍ଦୂର କୁ ପୂରୁଛି ବର୍ଷେ
ପହଲଗାମରେ ପାକିସ୍ତାନୀ ଆତଙ୍କା ଧର୍ମ ପଚାରି ୨୭ ନିରୀହଙ୍କ ଜୀବନ ନେଲେ। କାଶ୍ମୀରରୁ କନ୍ୟାକୁମାରୀ ଯାଏ ସମସ୍ତେ ସ୍ତବ୍ଧ ହୋଇଗଲେ । କ୍ରୋଧରେ ଜଳିଲେ ବି । ଗଲାବର୍ଷ ଏପ୍ରିଲ ୨୨ରେ ପାକ୍ ଆତଙ୍କା ଦେଇଥିବା ଏହି କ୍ଷତର ଜବାବ ଭୀଷଣ ହୋଇଥିଲା । ଭାରତୀୟ ସେନା ଯୋଜନାବଦ୍ଧ ଭାବେ ମେ ୭ରେ ପାକିସ୍ତାନ ଭିତରେ ପଶି ଆତଙ୍କା ଶିବିରଗୁଡ଼ିକୁ ମିସାଇଲ ମାଡ଼ କରି ଛାରଖାର କରିଦେଲେ । ଏହି ପ୍ରତିଶୋଧ ଅଭିଯାନର ନାଁ ରହିଥିଲା ‘ଅପରେସନ […]
Continue readingବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର,ଗାନ୍ଧୀ ମଇଦାନରେ ୩୨ ନୂଆ ମନ୍ତ୍ରୀ ନେଲେ ଶପଥ
ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । କ୍ୟାବିନେଟ ବିସ୍ତାର ସମୟରେ ଜେଡିୟୁ ପ୍ରମୁଖ ନୀତିଶ କୁମାରଙ୍କ ସହିତ ପୁଅ ନିଶାନ୍ତ କୁମାର ଏବଂ ଅନ୍ୟ ୩୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ମହାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିଛନ୍ତି । ରାଜ୍ୟପାଳ ସୟଦ ଆତା […]
Continue readingରାଜ୍ୟକୁ ଆସିଲା ୪୮ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଇନଭେଷ୍ଟର୍ସ ମିଟରେ ଯୋଗଦେଇ ତିନିଦିନିଆ ଗୁଜରାଟ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ସାଥିରେ ନେଇ ଆସିଛନ୍ତି ୪୮ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଗଠନ ପାଇଁ ପୂର୍ବ ଭାରତର ଉନ୍ନତି ଅତ୍ୟାବଶ୍ୟକ। ଆଉ ଏହି ନିବେଶ ଜରିଆରେ ଓଡ଼ିଶା ଏହାର ନେତୃତ୍ବ ନେବାକୁ ପ୍ରସ୍ତୁତ। ସୂଚନା ଅନୁସାରେ, ଗୁଜରାଟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ଠାରୁ ୪୮ହଜାର ୩୩୦ କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି ପାଇଛନ୍ତି। ଏସବୁ ପ୍ରକଳ୍ପରେ ୬୭ ହଜାର ୮୩୮ରୁ […]
Continue readingବେଙ୍ଗଲରେ ପୁଣି ରକ୍ତାକ୍ତ ରାଜନୀତି: ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା; ପୁଣି ‘ରାଜନୈତିକ ହତ୍ୟାକାଣ୍ଡ’ର କଳା ଚିତ୍ର
ପଶ୍ଚିମବଙ୍ଗ ରାଜନୀତିର ପାରଦ ଏବେ ଶିଖରରେ ଥିବା ବେଳେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ମଧ୍ୟମଗ୍ରାମ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ବିଧାନସଭା ପାସ୍ ଲାଗିଥିବା ଗାଡ଼ି ଭିତରେ ଚନ୍ଦ୍ରନାଥଙ୍କୁ ଆତତାୟୀମାନେ ଟାର୍ଗେଟ୍ କରିଥିଲେ। ବିଜେପି ଏହାକୁ ଏକ ‘ସୁନିୟୋଜିତ ହତ୍ୟାକାଣ୍ଡ’ ବୋଲି କହିଥିବା ବେଳେ ଟିଏମସି ଏହାର ନିନ୍ଦା […]
Continue readingଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୁଜୁରାଟରେ ତିନି ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’କୁ ସମ୍ୱୋଧନ ସହ ଶିଳ୍ପପତିଙ୍କ ସହ ୱାନଟୁ ୱାନ ଆଲୋଚନା କରିଛନ୍ତି। ଓଡ଼ିଶାକୁ ବହୁବିଧ ଶିଳ୍ପ ପାଇଁ ଥିବା ସୁବିଧା ଓ ସରକାରୀ ସହାୟତା ସୁବିଧା କଥା କହି ପୁଞ୍ଜି ନିବେଶ ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଭାରତ ସଂକଳ୍ପକୁ ଆଉ ପାଦେ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା। ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ […]
Continue reading









