ମେସେଜିଂ ଆପ୍‌ରେ ବରବାଦ ହେଉଛି ସମୟ, ସଂପର୍କୀୟଙ୍କଠାରୁ ବଢ଼ୁଛି ସାମାଜିକ ଦୂରତ୍ୱ

ମେସେଜିଂ ଆପ୍‌ରେ ବରବାଦ ହେଉଛି ସମୟ, ସଂପର୍କୀୟଙ୍କଠାରୁ ବଢ଼ୁଛି ସାମାଜିକ ଦୂରତ୍ୱ

ଆମ ସମସ୍ତଙ୍କ ହାତମୁଠାରେ ଏବେ ସ୍ମାର୍ଟଫୋନ୍ । ସେଥିରେ ଥିବା ଲୋକପ୍ରିୟ ମେସେଜିଂ ତଥା ସୋସିଆଲ୍ ମିଡ଼ିଆ ଆପ୍ସଗୁଡ଼ିକ ଆମ ଯୁବପିଢ଼ିଙ୍କୁ ଏକ ଅଦୃଶ୍ୟ ନିଶା ଆଡ଼କୁ ଟାଣି ନେଉଛନ୍ତି। କିଶୋର ଓ ଯୁବବର୍ଗଙ୍କ ଜୀବନଶୈଳୀକୁ ଏହା ଏଭଳି ଭାବେ ପ୍ରଭାବିତ କରିଛି ଯେ, ସେମାନେ ନିଜର ମୂଲ୍ୟବାନ ସମୟ ବରବାଦ କରିବା ସହ ବାସ୍ତବ ସମାଜ ଓ ନିଜ ପରିବାରଠାରୁ ମଧ୍ୟ ଦୂରେଇ ଯାଉଛନ୍ତି। ସ୍କ୍ରିନ୍ ଆଗରେ ଘଣ୍ଟା ଘଣ୍ଟା ସମୟ ବିତାଇବା ଯୋଗୁଁ ଆଜିର […]

Continue reading
ବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ

ବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ

ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଶଂସନୀୟ ରାୟ ଶୁଣାଇଛନ୍ତି, ଯାହା ସମାଜରେ ଲିଙ୍ଗଗତ ସମାନତା ଏବଂ ମହିଳାମାନଙ୍କ ଅଧିକାରକୁ ଆହୁରି ସୁଦୃଢ଼ କରିଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ତାର ସ୍ୱର୍ଗତ ପିତା କିମ୍ବା ମାତାଙ୍କ ବଦଳରେ ମିଳୁଥିବା ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ। ପୁଅମାନଙ୍କ ଭଳି ବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଏହି ନିଯୁକ୍ତି ପାଇବାକୁ ସମ୍ପୂର୍ଣ୍ଣ ହକ୍ଦାର। […]

Continue reading
ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡି: ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତ ଦେହ

ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡି: ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତ ଦେହ

ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତ ଦେହ । ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ ଦେହ ଭୁବନେଶ୍ୱର କାର୍ଗୋ ବିମାନ ବନ୍ଦରରେ ପହଞ୍ଚିଲା । ସ୍ୱତନ୍ତ୍ର ବିମାନ ଯୋଗେ ୫ ମୃତ ଶ୍ରମିକଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ଜଣେ ଅଧିକାରୀଙ୍କ ନେତୃତରେ ମୃତ ଶରୀର ଧରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା । ଅଳ୍ପ ସମୟ ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

Continue reading
ଓଡ଼ିଶା ପାଇଁ ଗୌରବ ,ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ

ଓଡ଼ିଶା ପାଇଁ ଗୌରବ ,ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ

ଓଡ଼ିଶାର ମାଟି ଓ ସଂସ୍କୃତି ପାଇଁ ପୁଣି ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି। କଳା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ଓଡ଼ିଶାର ୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଓଡ଼ିଆ ପ୍ରତିଭାମାନଙ୍କୁ ସେମାନଙ୍କର ସାଧନା ପାଇଁ ସମ୍ମାନିତ କରିଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ […]

Continue reading