ମୋଦୀ ଥିଲେ ସବୁ ସମ୍ଭବ, କୋରାପୁଟ କଫିର ପ୍ରଚାର ପ୍ରସାର ପାଇଁ କୃତଜ୍ଞତାର ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

ମୋଦୀ ଥିଲେ ସବୁ ସମ୍ଭବ, କୋରାପୁଟ କଫିର ପ୍ରଚାର ପ୍ରସାର ପାଇଁ କୃତଜ୍ଞତାର ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

କୋରାପୁଟ କଫିର ଚାହିଦା ବଢିବ । ସାରା ବିଶ୍ୱରେ କୋରାପୁଟ କଫିର ଚାହିଦ ବଢିଛି । ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫିର ବ୍ରାଣ୍ଡିଂ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ଥିଲେ ସବୁ ସମ୍ଭବ । କୋରାପୁଟ କଫିର ପ୍ରଚାର ପ୍ରସାର ପାଇଁ ଆମେ କୃତଜ୍ଞତାର ସହ ପ୍ରଧାନମନ୍ତ୍ରୀଙ୍କୁ […]

Continue reading →
ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ନିବେଶ ସୁନାମୀ,ଓଡ଼ିଶା ପାଇଁ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ

ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ନିବେଶ ସୁନାମୀ,ଓଡ଼ିଶା ପାଇଁ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ

ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ନିବେଶ ସୁନାମୀ। ଓଡ଼ିଶାର ଶିଳ୍ପ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦୁବାଇ ଓ ଆବୁଧାବିରେ ଅନୁଷ୍ଠିତ ମଧ୍ୟପ୍ରାଚ୍ୟ ନିବେଶକ ସମ୍ମିଳନୀ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହି ୩ ଦିନିଆ ଗସ୍ତ କାଳରେ ଓଡ଼ିଶା ପାଇଁ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ ଆସିଛି, ଯାହା ରାଜ୍ୟ ଅର୍ଥନୀତିକୁ ନୂଆ ଗତି ପ୍ରଦାନ କରିବ। ଏହି […]

Continue reading →
୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଦେଲେ ମୋଦୀ

୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଦେଲେ ମୋଦୀ

ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହୋଇଛି । ଭାରତ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିଥିଲା । ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ୨୦୨୭ରେ ଚୀନ୍ ୧୯ତମ BRICS ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରି ଆୟୋଜନ କରିବ । ଏଥିସହ ଆଗାମୀ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଥିବା ଚୀନକୁ ମଧ୍ୟ ଶୁଭେଚ୍ଛା […]

Continue reading →
ଅଷ୍ଟାଦଶ ବ୍ରିକସ୍ ଶିଖର ସମ୍ମିଳନୀ: ଅଧାରୁ ଫେରିଲେ ଅବୁଧାବୀ ପ୍ରିନ୍ସ, ଜାଣନ୍ତୁ କାରଣ

ଅଷ୍ଟାଦଶ ବ୍ରିକସ୍ ଶିଖର ସମ୍ମିଳନୀ: ଅଧାରୁ ଫେରିଲେ ଅବୁଧାବୀ ପ୍ରିନ୍ସ, ଜାଣନ୍ତୁ କାରଣ

ଅବୁଧାବୀ କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଅଷ୍ଟାଦଶ ବ୍ରିକସ୍ ଶିଖର ସମ୍ମିଳନୀରେ ଯୋଗଦେବା ପରେ ତାଙ୍କ ଦେଶକୁ ଫେରି ଯାଇଛନ୍ତି। କୁହାଯାଉଛି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଚଳାଇଥିବା ଯୁଦ୍ଧ ଯୋଗୁ ସେ ସମ୍ମିଳନୀ ମଝିରୁ ଫେରି ଯାଇଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ସେ ନୂଆ ଦିଲ୍ଲୀରେ ଇରାନ ରାଷ୍ଟ୍ରପତି ମସୂଦ ପେଜେସ୍କିୟାନଙ୍କୁ ଭେଟିଥିଲେ। ପଶ୍ଚିମ ଏସିୟା ଯୁଦ୍ଧ ପରେ ଇରାନ ରାଷ୍ଟ୍ରପତି ଓ ଅବୁଧାବୀ […]

Continue reading →
୧୮ ତମ ବ୍ରିକସ ସମ୍ମିଳନୀ: ଏକାଠି ହେଲେ ୧୧ ଦେଶର ରାଷ୍ଟ୍ରମୁଖ୍ୟ,

୧୮ ତମ ବ୍ରିକସ ସମ୍ମିଳନୀ: ଏକାଠି ହେଲେ ୧୧ ଦେଶର ରାଷ୍ଟ୍ରମୁଖ୍ୟ,

ଗୋଟିଏ ମଞ୍ଚରେ ବିଶ୍ବ ନେତାଙ୍କ ମହାମେଳି। ଏକାଠି ହେଲେ ୧୧ ଦେଶର ରାଷ୍ଟ୍ରମୁଖ୍ୟ । ନୂଆଦିଲ୍ଲୀ ଭାରତ ମଣ୍ଡପମ ଠାରେ ୧୮ ତମ ବ୍ରିକସ ସମ୍ମିଳନୀକୁ ସମ୍ବୋଧନ କରି ବଡ଼ ସଂସ୍କାର ଯୋଜନାର ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗାମୀ ଶିଖର ସମ୍ମିଳନୀ ସୁଦ୍ଧା ବ୍ରିକସ ରିଫର୍ମ ରୋଡମ୍ୟାପ ପାଇଁ ୧୦ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେ ରିପ୍ରେଜେଣ୍ଟେସନ, ରେସପୋନସିଭନେସ ଓ ରୁଲ ମେକିଂକୁ ଗୁରୁତ୍ବ ଦେଇଛନ୍ତି। ବିଶ୍ୱ ବ୍ୟବସ୍ଥା କେବଳ କିଛି ଶକ୍ତିଶାଳୀ ଦେଶର ସ୍ୱାର୍ଥରେ […]

Continue reading →
ଭାରତୀୟ ଜନତା ପାର୍ଟି ସଂଗଠନର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା,

ଭାରତୀୟ ଜନତା ପାର୍ଟି ସଂଗଠନର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା,

ଭାରତୀୟ ଜନତା ପାର୍ଟି ସଂଗଠନର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା କରିଛି । ଦଳର ସାଂଗଠନିକ ସମନ୍ୱୟ ଓ ବିଭିନ୍ନ ବର୍ଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଯୁକ୍ତି କରାଯାଇଛି । ଏହି ନୂଆ ଦାୟିତ୍ୱ ବଣ୍ଟନରେ କେନ୍ଦ୍ରାପଡ଼ା ସାଂସଦ ତଥା ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଓବିସି (OBC) ମୋର୍ଚ୍ଚାର ପ୍ରଭାରୀ କରାଯାଇଛି ।ସେହିପରି ଯୁବ ମୋର୍ଚ୍ଚାର ପ୍ରଭାରୀ ହରିଶ ଦ୍ୱିବେଦୀ, ମହିଳା ମୋର୍ଚ୍ଚାର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ଏସ୍‌ସି ମୋର୍ଚ୍ଚାର […]

Continue reading →
ଆବୁଧାବିରେ ଓଡ଼ିଶା ନିବେଶ ସମ୍ମିଳନୀ

ଆବୁଧାବିରେ ଓଡ଼ିଶା ନିବେଶ ସମ୍ମିଳନୀ

ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁବାଇରେ ୟୁଏଇ ନେତୃତ୍ୱ, ବିଶ୍ୱସ୍ତରୀୟ ନିବେଶକ, ଶିଳ୍ପ ପ୍ରତିନିଧି ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ସହିତ ଏକାଧିକ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଓଡ଼ିଶାରେ ନିବେଶ ସମ୍ପର୍କକୁ ଆହୁରି ମଜଭୁତ କରିଛନ୍ତି। ଦ୍ବିତୀୟ ଦିନରେ ୫ଟି ଏମଓୟୁ ଏବଂ ୮ଟି ନିବେଶ ଇଚ୍ଛାପତ୍ର ସ୍ୱାକ୍ଷରିତ ହୋଇଥିଲା, ଯାହା ମିଳିତ ଭାବରେ ୮,୪୧୭ କୋଟି ଟଙ୍କାର ନିବେଶ ସମ୍ଭାବନା ଏବଂ ୧୪,୩୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର କ୍ଷମତା ରଖିଛି। […]

Continue reading →

ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖା ପକ୍ଷରୁ ଧମାରେ ଆୟୋଜିତ ସଚେତନତା ଅଭିଯାନ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ଧମା ଗ୍ରାମ ପଞ୍ଚାୟତରେ ‘ନିଶାମୁକ୍ତ ଭାରତ ଏବଂ ବିକଶିତ ଭାରତ ପାଇଁ ମୋ ଯୁବ ଭାରତର ସଙ୍କଳ୍ପ’ ବିଷୟବସ୍ତୁ ଉପରେ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ୭ ଓ ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ଭାରତ […]

Continue reading →
ଦେଶର ୭ଟି ରେଲୱେ ପ୍ରୋଜେକ୍ଟକୁ ଫୋର୍ ଲେନ୍ କରିବା ନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଦେଶର ୭ଟି ରେଲୱେ ପ୍ରୋଜେକ୍ଟକୁ ଫୋର୍ ଲେନ୍ କରିବା ନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ହୋଇଥିବା କ୍ୟାବିନେଟ ମିଟିଂରେ ଭାରତୀୟ ରେଳବାଇକୁ ଆଧୁନିକ ଓ ଅଧିକ କ୍ଷମତାଶୀଳ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଦେଶର ୭ଟି ରେଲୱେ ପ୍ରୋଜେକ୍ଟକୁ ଫୋର୍ ଲେନ୍ କରିବା ନେଇ ମଞ୍ଜୁରୀ ମିଳିଛି । ଦେଶର ସବୁଠାରୁ ବ୍ୟସ୍ତ ରେଳ ରୁଟରେ ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ (HDN) […]

Continue reading →
ଓଡ଼ିଶା ଇନଭେଷ୍ଟର୍ସ ମିଟ୍: ଅଭିଯାନର ପ୍ରଥମ ଦିନରେ ଆଇଏଚସି ଗ୍ରୁପ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛି

ଓଡ଼ିଶା ଇନଭେଷ୍ଟର୍ସ ମିଟ୍: ଅଭିଯାନର ପ୍ରଥମ ଦିନରେ ଆଇଏଚସି ଗ୍ରୁପ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛି

 ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ପାଇଁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆବୁଧାବି ପହଞ୍ଚିବା ପରଠୁ ଆଜି ଯାଏଁ ଅନ୍ତର୍ଜାତୀୟ ନିବେଶକଙ୍କ ସହ ମାରାଥନ ବୈଠକ କରୁଛନ୍ତି । ଇନଭେଷ୍ଟର୍ସ ମିଟ ଅଭିଯାନର ପ୍ରଥମ ଦିନରେ ଆଇଏଚସି ଗ୍ରୁପ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛି । ୧୪ ପ୍ରକଳ୍ପରେ ୨.୧୦୫ ଟ୍ରିଲିୟନ ନିବେଶ ହେବ ବୋଲି ଆକଳନ କରାଯାଉଛି । ସେହିପରି ଓଡ଼ିଶାଭିତ୍ତିକ କମ୍ପାନିଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ […]

Continue reading →