‘ଲକ୍ଷ୍ମୀପୂରାଣ’ ମହିଳା ସଶକ୍ତିକରଣ, ସ୍ୱଚ୍ଛତା ସହ ସାମାଜିକ ସମରସତାର ବାର୍ତ୍ତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

‘ଲକ୍ଷ୍ମୀପୂରାଣ’ ମହିଳା ସଶକ୍ତିକରଣ, ସ୍ୱଚ୍ଛତା ସହ ସାମାଜିକ ସମରସତାର ବାର୍ତ୍ତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାମାଜିକ ସମରସତା ଓ ନ୍ୟାୟର ଶ୍ରେଷ୍ଠ ପ୍ରତୀକ । ତାଙ୍କ ପାଖରେ ଗରିବ-ଧନୀ କିମ୍ବା ଜାତି-ବର୍ଣ୍ଣର କୌଣସି ଭେଦଭାବ ନାହିଁ, ବରଂ ସମସ୍ତେ ସମାନ । ଆଜି ନୂଆଦିଲ୍ଲୀର ହଜଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ “ଭଗବାନ ଜଗନ୍ନାଥ : ଅଧ୍ୟାତ୍ମ ଏବଂ ବିଜ୍ଞାନର ଏକ ବିଲକ୍ଷଣ ସଂଗମ(‘Bhagwan Jagannath: The Unparallel Confluence of Science and Spiritualism’) ର ଇଂରାଜୀ ଓ ହିନ୍ଦୀ ସଂକଳନକୁ ଉନ୍ମୋଚନ କରିବା ଅବସରରେ […]

Continue reading
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ । ଗଞ୍ଜାମର ମା’ ତାରାତାରିଣୀ ପୀଠରୁ ଏହି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଶତାଧିକ ନବଦମ୍ପତ୍ତିଙ୍କ ବିବାହର ଆୟୋଜନ କରାଯାଇଛି । ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ମୁଁ ଜଣେ ପିତା ଏବଂ ଭାଇ ହିସାବରେ ଏଠାରେ ଉପସ୍ଥିତ ରହି ବିବାହ […]

Continue reading
ପୁରୀ ଲୋକ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ ଲୋକ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ ଲୋକ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଳବଣିଆ ହେଲିପ୍ୟାଡ ଠାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ । ତାଳବଣିଆ ହେଲିପ୍ୟାଡ ଠାରୁ ସିଧାସଳଖ ଲୋକ ଭବନ ଅଭିମୁଖେ ଗଲେ ରାଷ୍ଟ୍ରପତି । ଲୋକ ଭବନରେ ଆଜି ରାତ୍ରିଯାପନ କରିବେ ରାଷ୍ଟ୍ରପତି । ଆସନ୍ତାକାଲି ଶ୍ବେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି ।‌ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡ଼ା […]

Continue reading
କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ରେଳ ବିକାଶ ପାଇଁ ୧୦,୯୨୮ କୋଟିର ଐତିହାସିକ ଅନୁଦାନ

କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ରେଳ ବିକାଶ ପାଇଁ ୧୦,୯୨୮ କୋଟିର ଐତିହାସିକ ଅନୁଦାନ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ପ୍ରଗତି ଓ ଭିତ୍ତିଭୂମି ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାର ରେଳ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ପାଇଁ ୧୦,୯୨୮ କୋଟି ଟଙ୍କାର ଐତିହାସିକ ଅନୁଦାନ ପ୍ରଦାନ କରାଯାଇଛି, ଯାହା ‘ପୂର୍ବୋଦୟ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଥିବା ଏହି ରେକର୍ଡସଂଖ୍ୟକ ଅନୁଦାନ ରାଜ୍ୟର ପ୍ରଗତି ପଥକୁ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ […]

Continue reading
ଆଜି ଆସୁଛନ୍ତି ରାଷ୍ଟ୍ରପତି

ଆଜି ଆସୁଛନ୍ତି ରାଷ୍ଟ୍ରପତି

୬ ଦିନିଆ ଓଡ଼ିଶା ଓ ଛତିଶଗଡ଼ ଗସ୍ତରେ ରାଷ୍ଟ୍ରପତି: ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଭୁବନେଶ୍ୱର: ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଏବଂ ଛତିଶଗଡ଼ର ୬ ଦିନିଆ ଗସ୍ତ ଆରମ୍ଭ କରୁଛନ୍ତି। ଫେବୃଆରୀ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତ କାଳରେ ସେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି […]

Continue reading
କେନ୍ଦ୍ର ବଜେଟ୍ ୨୦୨୬: ଓଡ଼ିଶା ପାଇଁ ବଡ଼ ଘୋଷଣା; ଜଳମାର୍ଗ-୫ ରୁ ‘ଟର୍ଟଲ ଟ୍ରେଲ’, ବଦଳିବ ଉପକୂଳ ଓଡ଼ିଶାର ଚେହେରା

କେନ୍ଦ୍ର ବଜେଟ୍ ୨୦୨୬: ଓଡ଼ିଶା ପାଇଁ ବଡ଼ ଘୋଷଣା; ଜଳମାର୍ଗ-୫ ରୁ ‘ଟର୍ଟଲ ଟ୍ରେଲ’, ବଦଳିବ ଉପକୂଳ ଓଡ଼ିଶାର ଚେହେରା

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଆଗତ କରିଛନ୍ତି। ଏହି ବଜେଟ୍‌ରେ ‘ପୂର୍ବୋଦୟ’ ମନ୍ତ୍ର ସହ ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଏକ ବଡ଼ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଭିତ୍ତିଭୂମି, ଶିଳ୍ପ, ପରିବେଶ ଏବଂ କୃଷି କ୍ଷେତ୍ରରେ ଓଡ଼ିଶାକୁ ଅନେକ ବଡ଼ ପ୍ରକଳ୍ପ ମିଳିଛି। ଜଳମାର୍ଗ-୫: ଖଣି ସମୃଦ୍ଧ ଅଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ସିଧା ସଂଯୋଗ ଓଡ଼ିଶାର ଅର୍ଥନୀତି ପାଇଁ ସବୁଠାରୁ ବଡ଼ […]

Continue reading

କୁଟିଆ କନ୍ଧଙ୍କ ଜୀବନ ସଂଘର୍ଷକୁ ନେଇ ଜିଲ୍ଲାପାଳଙ୍କ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ଉନ୍ମୋଚିତ

ଭୁବନେଶ୍ୱର, 28 ଜାନୁଆରୀ : ପ୍ରଶାସନିକ ଦାୟିତ୍ୱର ବ୍ୟସ୍ତତା ଭିତରେ ଜିଲ୍ଲାପାଳଙ୍କ ସାରସ୍ୱତ ସାଧନା। ଓଡ଼ିଶାର ଅନ୍ୟତମ ବିରଳ ଜନଜାତି ‘କୁଟିଆ କନ୍ଧ’ଙ୍କ ଅନାଲୋଚିତ ଜୀବନଶୈଳୀ, ସଂସ୍କୃତି ଓ ପରମ୍ପରାକୁ ନେଇ ରଚିତ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ବୁଧବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲିଖିତ ଏହି ପ୍ରଥମ ଉପନ୍ୟାସଟି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମଠାରେ ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ଉନ୍ମୋଚିତ ହୋଇଛି। ଜନଜାତି ଜୀବନର ଜୀବନ୍ତ ଦଲିଲ୍ ‘ପାର୍ଶ୍ଵସ୍ରୋତ’ […]

Continue reading
ବଜେଟ ନୈରାଶ ଜନକ ବୋଲି କହିବା ପାଇଁ ନୈତିକତା ସାହସ ନାହିଁ – ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ବଜେଟ ନୈରାଶ ଜନକ ବୋଲି କହିବା ପାଇଁ ନୈତିକତା ସାହସ ନାହିଁ – ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଚଳିତ ବଜେଟ ନେଇ ସରକାରୀ ଏବଂ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ବଜେଟ୍ ୨୦୨୬କୁ ନିରାଶଜନକ କହିଥିଲେ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ନୈରାଶ ଜନକ ବୋଲି ନବୀନଙ୍କ ମନ୍ତବ୍ୟ ପରେ କଡା କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିରୋଧୀ ଦଳ ଭାବେ ବିରୋଧ କରିବାକୁ ନବୀନ ବାବୁ ଏମିତି ବୟାନ ଦେଇଛନ୍ତି | ନବୀନଙ୍କ ପାଖରେ ନୈତିକତା ସାହସ ନାହିଁ କହିବାକୁ […]

Continue reading
କେନ୍ଦ୍ର ବଜେଟ୍ ୨୦୨୬-୨୭’ କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଏହା ‘ବିକଶିତ ଭାରତ’ର ମୂଳଦୁଆ

କେନ୍ଦ୍ର ବଜେଟ୍ ୨୦୨୬-୨୭’ କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଏହା ‘ବିକଶିତ ଭାରତ’ର ମୂଳଦୁଆ

ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଐତିହାସିକ ଏବଂ ଦୂରଦୃଷ୍ଟିସମ୍ପନ୍ନ ବୋଲି ଅଭିହିତ କରିଛନ୍ତି।​ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗତ ଏହି ବଜେଟ୍ ୨୦୪୭ ସୁଦ୍ଧା ଭାରତକୁ ଏକ ‘ବିକଶିତ ରାଷ୍ଟ୍ର’ରେ ପରିଣତ କରିବା ପାଇଁ ଏକ ମଜଭୁତ ମୂଳଦୁଆ ପକାଇବ। ଏହା ଦେଶର […]

Continue reading
ଭୀମଭୋଇ ଲୋକ ମହୋତ୍ସବ’ କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ – ଧର୍ମେନ୍ଦ୍ର ପ୍ରଧାନ

ଭୀମଭୋଇ ଲୋକ ମହୋତ୍ସବ’ କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ – ଧର୍ମେନ୍ଦ୍ର ପ୍ରଧାନ

ରେଢାଖୋଲର ‘ଭୀମଭୋଇ ଲୋକ ମହୋତ୍ସବ’ କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ । ଏହି ଉଦ୍ୟମ‘ଭୀମ ମଣ୍ଡଳୀ’ର ଗୌରବମୟ ଇତିହାସ ଏବଂ ସନ୍ଥ କବି ଭୀମ ଭୋଇଙ୍କ ସେହି ମହାନ ମାନବବାଦୀ ଚିନ୍ତାଧାରାକୁ ସାରା ବିଶ୍ୱ ଦରବାରରେ ଉଜାଗର କରିବ । ରେଢାଖୋଲର ଆଧ୍ୟାତ୍ମିକ ପରିଚୟକୁ ସୁଦୃଢ଼ କରିବା ସହ ଏଠାକାର ପର୍ଯ୍ୟଟନକୁ ଏକ ନୂତନ ଦିଶା ଦେବାରେ ସହାୟକ ହେବ ବୋଲି ‘ରେଢାଖୋଲ ଭୀମଭୋଇ ଲୋକ […]

Continue reading