ଓଡ଼ିଶାର ଅନ୍ତରୀଣ  ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଆଇପିଏସ୍‌  ବିନୟତୋଷ ମିଶ୍ର

ଓଡ଼ିଶାର ଅନ୍ତରୀଣ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଆଇପିଏସ୍‌ ବିନୟତୋଷ ମିଶ୍ର

ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଶ୍ରୀ ମିଶ୍ରଙ୍କୁ ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ହେବେ। କ୍ରାଇମବ୍ରାଞ୍ଚ ଡିଜି ଭାବରେ ଶ୍ରୀ ମିଶ୍ର ଏବେ ଅଛନ୍ତି । ସୂଚନା ଆନୁସାରେ ବିନୟ‌ତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ । ସେ ରାଜ୍ୟ ସରାକରଙ୍କ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଦେଖାଇଛନ୍ତି । ଅତୀତରେ ରାଜ୍ୟ ସରକାର ଶ୍ରୀ ମିଶ୍ରଙ୍କୁ ଅଗ୍ନିଶମ ସେବା, ହୋମଗାର୍ଡ […]

Continue reading →
ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରିବନି ଡିଜିପି ନିଯୁକ୍ତି

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରିବନି ଡିଜିପି ନିଯୁକ୍ତି

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରିବନି ଡିଜିପି ନିଯୁକ୍ତି । ମାମଲାର ଶୁଣାଣି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । UPSC ୧୮ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବନି କହିଲେ ସୁପ୍ରିମକୋର୍ଟ । ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ସାମାଜିକ କର୍ମୀ ଜୟନ୍ତ ଦାସ ଏହି PIL ଦାଖଲ କରିଛନ୍ତି । ଯାହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କରି ଏହି ରାୟ ଦେଇଛନ୍ତି । […]

Continue reading →
୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚିବ ଗୁଣାତ୍ମକ ବିଦ୍ୟୁତ୍ ସେବା

୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚିବ ଗୁଣାତ୍ମକ ବିଦ୍ୟୁତ୍ ସେବା

ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ସମସ୍ତଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନର ପ୍ରସ୍ତାବିତ ଶକ୍ତି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୧୫ଟି ନୂଆ ଗ୍ରୀଡ୍ ସବଷ୍ଟେସନ୍ ସ୍ଥାପନ କରାଯାଇଛି। ଏହା ସହିତ […]

Continue reading →
ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରାେହ, ଏହି ଅବସରରେ ମୋଟ ୬୬ ଜଣଙ୍କୁ ସମ୍ମାନିତ କଲେ ଡ଼ିଜିପି

ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରାେହ, ଏହି ଅବସରରେ ମୋଟ ୬୬ ଜଣଙ୍କୁ ସମ୍ମାନିତ କଲେ ଡ଼ିଜିପି

ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲାରେ ସଫଳ ଦଣ୍ଡବିଧାନ ସୁନିଶ୍ଚିତ କରିବା ସହ ତଦନ୍ତ ଓ ଆଇନଗତ ପ୍ରକ୍ରିୟାରେ ଉତ୍କୃଷ୍ଟ ଅବଦାନ ପାଇଁ ଓଡ଼ିଶା ପୋଲିସର ଅଧିକାରୀ ଏବଂ ସରକାରୀ ଆଇନଜୀବୀଙ୍କୁ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳ ଦଣ୍ଡବିଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ପୋଲିସ […]

Continue reading →
ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ,ରାଜ୍ୟର ସମସ୍ତ କୃଷକଙ୍କ ଟୋକନ ଯୋଗାଇ ଦିଆଯିବ ଏବଂ କାହାର ବି ଟୋକନ ବ୍ରେକ ହେବ ନାହିଁ- ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ,ରାଜ୍ୟର ସମସ୍ତ କୃଷକଙ୍କ ଟୋକନ ଯୋଗାଇ ଦିଆଯିବ ଏବଂ କାହାର ବି ଟୋକନ ବ୍ରେକ ହେବ ନାହିଁ- ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଚାଷୀ ପଞ୍ଜିକରଣ ପାଇଁ ଏଗ୍ରିଷ୍ଟାକ୍ ଫାର୍ମର ID ବାଧ୍ୟତାମୂଳକ ଘୋଷଣା ପରେ ଦେଖିବାକୁ ମିଳିଛି ଅସନ୍ତୋଷ। ଅନେକ ସ୍ଥାନରେ ଚାଷୀମାନେ ଏହାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଅବଶ୍ୟ ସରକାରଙ୍କ ଆଶ୍ବାସନା ଦେଇ ଚଳିତ ବର୍ଷ ଏଗ୍ରିଷ୍ଟେକ ଫାର୍ମର ID ବିନା ଚାଷୀ ଧାନ ବିକ୍ରି କରିପାରିବେ ବୋଲି କହିଛନ୍ତି । ହେଲେ ତଥାପି ଏହାକୁ ନେଇ ନ୍ଦ୍ବନ୍ଦ୍ବ ଲାଗି ରହିଛି। ଏହାରି ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ ହୋଇଛି। ଯୋଗାଣ ମନ୍ତ୍ରୀ […]

Continue reading →
ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ,ରାଜ୍ୟର ସମସ୍ତ କୃଷକଙ୍କ ଟୋକନ ଯୋଗାଇ ଦିଆଯିବ ଏବଂ କାହାର ବି ଟୋକନ ବ୍ରେକ ହେବ ନାହିଁ- ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ସରକାର ଚାଷୀଙ୍କ ସହ ଅଛନ୍ତି, ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ,ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ

 ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣରେ କୌଣସି ଜଟିଳତା ନାହିଁ । ସରକାର ଚାଷୀଙ୍କ ସହ ଅଛନ୍ତି । ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଚାଷୀଙ୍କ ସହ ଅଛନ୍ତି। ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫ ହଜାର ୯୩ ଜଣ ଚାଷୀ ପଞ୍ଜିକରଣ […]

Continue reading →
ଚିର ବିପ୍ଲବିଣୀ , ଅଗ୍ନି ତେଜସ୍ବିନୀ ସାରଳା

ଚିର ବିପ୍ଲବିଣୀ , ଅଗ୍ନି ତେଜସ୍ବିନୀ ସାରଳା

ପ୍ରଦ୍ୟୁମ୍ନ ଶତପଥୀ ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା  ଚିର ବନ୍ଦନୀୟା ସରଳା ଦେବୀ ମହାପାତ୍ରଙ୍କ ୧୨୩ ତମ ଜୟନ୍ତୀ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଦୀର୍ଘ ଦିନର ଦାବିକୁ ଗ୍ରହଣ କରି ଓଡ଼ିଶା ବିଧାନ ସଭାର ସମ୍ମୁଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବାଚସ୍ପତି ଙ୍କ ସମେତ ଅନେକ ମନ୍ତ୍ରୀ, ବିଧାୟକ ତଥା ଅନେକ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନଙ୍କ ଉପସ୍ଥିତିରେ ତାଙ୍କର ଏକ ପୂର୍ଣ୍ଣାଙ୍ଗ […]

Continue reading →
ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ଅଗଷ୍ଟ ୧୭ ତାରିଖ ଯାଏଁ ଚାଲିବ ଏହି ଅଭିଯାନ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବା ସହ ଦେଶଭକ୍ତିର ବାର୍ତ୍ତା ଦିଆଯାଉଛି। ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ବିଶାଳ ତ୍ରିରଙ୍ଗା ରାଲି। ଯେଉଁଥିରେ ସାମିଲ ହୋଇ ଏକତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତ୍ରିରଙ୍ଗାରେ ରଙ୍ଗୀନ ରାଜଧାନୀ। […]

Continue reading →
ଶିଳ୍ପଜଗତରୁ ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ,

ଶିଳ୍ପଜଗତରୁ ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ,

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ, ଶିଳ୍ପଜଗତରୁ ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ଦୁଇ ଦିନିଆ ଶିଳ୍ପ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଏବଂ ପୂର୍ବ ଭାରତର ଦ୍ରୁତ ବିକାଶର ଆଭିମୁଖ୍ୟ ଅନୁଯାୟୀ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ […]

Continue reading →
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କଲେ ଛତିଶଗଡ଼ ରାଜ୍ୟପାଳ ରମଣ ଡେକା

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କଲେ ଛତିଶଗଡ଼ ରାଜ୍ୟପାଳ ରମଣ ଡେକା

ଭୁବନେଶ୍ୱର: ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରମଣ ଡେକା ତା ୬/୮/୨୬ (ଗୁରୁବାର) ଦିନ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ତାଙ୍କ ବାସଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଆଲୋଚନା ଓ ସାକ୍ଷାତକାର ଅବସରରେ ରାଜ୍ୟପାଳ ଶ୍ରୀ ଡେକା, ବରିଷ୍ଠ ଜନନେତା, ପୂର୍ବତନ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କୁ ତାଙ୍କର (ବିଳମ୍ବିତ) ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହା ସହିତ ସେ ଶ୍ରୀ ହରିଚନ୍ଦନଙ୍କ ସାମ୍ପ୍ରତିକ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି […]

Continue reading →