ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ,ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେବେ ଯୋଗ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ,ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେବେ ଯୋଗ

ଓଡ଼ିଶାରେ ଡି. ପୁରନ୍ଦେଶ୍ୱରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦାୟିତ୍ୱ ମିଳିବା ପରେ ଉଭୟଙ୍କ ଏହି ଓଡ଼ିଶା ଗସ୍ତକୁ ଦଳୀୟ ସଂଗଠନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ରାଜ୍ୟ ସଭାପତି ମନମୋହନ ସାମଲ, ଦଳର […]

Continue reading →
‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣକୁ  ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବୃହତ ପର୍ଯ୍ୟଟନ ମହାକୁମ୍ଭକୁ ଉଦଘାଟନ କରିଛନ୍ତି ।  ଦେଶବିଦେଶରୁ ଆସିଥିବା ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଏବଂ ଟୁରିଜିମ୍ ପାର୍ଟନରମାନେ ଓଡ଼ିଶାର ଅସୀମ […]

Continue reading →
ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ । ଏହି ଅବସରରେ ମହାନ୍ ଯୁଗପୁରୁଷଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗାନ୍ଧୀଜୀ କେବଳ ଭାରତକୁ ସ୍ଵାଧୀନତା ଦେଇନଥିଲେ, ବରଂ ସାରା ବିଶ୍ଵକୁ ନୈତିକତା, ସତ୍ୟାଗ୍ରହ ଓ ଅସହଯୋଗ ପରି ନୂଆ ଦିଗଦର୍ଶନ ପ୍ରଦାନ କରିଥିଲେ । ମହାତ୍ମା ଗାନ୍ଧୀଙ୍କର ମୁଖ୍ୟ ସ୍ଵପ୍ନ ଥିଲା—ସମାଜରେ […]

Continue reading →
ଏମ୍ଏମ୍‌ଡିଆର୍ ଆଇନକୁ ନେଇ ନବୀନ ପଟ୍ଟନାୟକ ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏମ୍ଏମ୍‌ଡିଆର୍ ଆଇନକୁ ନେଇ ନବୀନ ପଟ୍ଟନାୟକ ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ଏମ୍ଏମ୍‌ଡିଆର୍ ଆଇନ ଏବଂ ପ୍ରାକୃତିକ ସମ୍ପଦ ଯୋଗାଣକୁ ନେଇ ବିଜୁ ଜନତା ଦଳ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡ଼ିଶାର ଜନସାଧାରଣ ଏତେ ବୋକା ନୁହଁନ୍ତି ଯେ, ଏକା ମିଛକୁ ବାରମ୍ବାର କହିଲେ ତାହାକୁ ସତ ବୋଲି ଗ୍ରହଣ କରିନେବେ । ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଗତକାଲିର ରାୟରୁ ସ୍ପଷ୍ଟ ହୋଇଛି ଯେ, ଗତ ବିଜେଡି ସରକାର […]

Continue reading →
ପୃଥିବୀକୁ ଆମେ ଭାଙ୍ଗିଛୁ, ଏହାକୁ ସଜାଡ଼ିବାର ଦାୟିତ୍ବ ମଧ୍ୟ ଆମର: ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ପୃଥିବୀକୁ ଆମେ ଭାଙ୍ଗିଛୁ, ଏହାକୁ ସଜାଡ଼ିବାର ଦାୟିତ୍ବ ମଧ୍ୟ ଆମର: ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ପୃଥିବୀକୁ ଆମେ ଭାଙ୍ଗିଛୁ, ଏହାକୁ ସଜାଡ଼ିବାର ଦାୟିତ୍ବ ମଧ୍ୟ ଆମର। ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜାଣିଥିଲେ ମଧ୍ୟ ଆମେ ଏଯାଏ ସଚେତନ ହୋଇନାହୁଁ। ଏବେ ନିଜ ଦାୟିତ୍ବକୁ ଉପଲବ୍ଧି କରିବାର ସମୟ ଆସିଛି। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଆମକୁ ସେହି ଦାୟିତ୍ବ ମନେପକାଇ ଦେଉଛି। ‘ପୁନଶ୍ଚ ପୃଥିବୀ’ ସମ୍ମେଳନର ତୃତୀୟ ସଂସ୍କରଣର ‘ଗ୍ରିନ୍‌ କ୍ୟାମ୍ପସ୍‌ ଆଣ୍ଡ୍‌ ଦି ଡିମାଣ୍ଡ୍ସ ଅଫ୍‌ ଜେନ୍‌-ସି (ଜେନେରେସନ୍‌ କ୍ଲାଇମେଟ୍‌)’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟର […]

Continue reading →
ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁରଙ୍କ୧୨୩ ତମ ଜୟନ୍ତୀ

ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁରଙ୍କ୧୨୩ ତମ ଜୟନ୍ତୀ

ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁର ଶ୍ରୀବାସ୍ତବ ବା ଶାସ୍ତ୍ରୀଙ୍କର ୧୨୩ ତମ ଜୟନ୍ତୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ପାଳିତ ହେବାକୁ ଯାଉଛି । ରାଜଧାନୀରେ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସକାଳ ସାଢେ଼ ନଅଟା ସମୟରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ ବିଧାନସଭା ସମ୍ମୁଖରେ ଏବଂ ସାଢେ଼ ଆଠଟା ସମୟରେ ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ […]

Continue reading →
୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ

୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ

ସେପ୍ଟେମ୍ବର ୩୦ (ବୁଧବାର) ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସେହିପରି ଅକ୍ଟୋବର ୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ନବନିର୍ମାଣ ଯୁବଛାତ୍ର ସଂଗଠନ ଓ କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କହିଛନ୍ତି ଯେ,ପିଲାମାନଙ୍କ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି। […]

Continue reading →
୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍‌ ପାଇଲାନାହିଁ- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍‌ ପାଇଲାନାହିଁ- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍‌ ପାଇଲାନାହିଁ । ବିରୋଧୀଙ୍କ କାମ ହେଲା ସରକାରଙ୍କୁ ସମାଲୋଚନା କରିବା ଏବଂ ଭୁଲ୍‌କୁ ଠିକ୍‌ କରିବା । କିନ୍ତୁ ଏଠି ବିରୋଧୀ ଦଳ ସବୁ ଭଲକୁ ବିରୋଧ କରୁଛନ୍ତି । ଏମିତି କିଛି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ବିଜେପି । ଯାହାକୁ ନେଇ […]

Continue reading →
ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା

ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତି କରି କଳିଙ୍ଗପଟନମ୍‌ ନିକଟରେ ଏହା ଉପକୂଳ ଅତିକ୍ରମ କରିଛି । ସଦ୍ୟତମ IMD ବୁଲେଟିନ୍ ଅନୁସାରେ, ୨୩ ସେପ୍ଟେମ୍ବର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଗଭୀର ଅବପାତଟି କଳିଙ୍ଗପଟନମ୍‌ଠାରୁ ପ୍ରାୟ ୩୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ, ବିଶାଖାପଟନମ୍‌ଠାରୁ ୯୦ କିମି ପୂର୍ବ-ଉତ୍ତରପୂର୍ବରେ ଏବଂ ଗୋପାଳପୁରଠାରୁ ପ୍ରାୟ ୧୬୦ କିମି ଦକ୍ଷିଣ-ପଶ୍ଚିମରେ ରହିଥିଲା । ଗଭୀର ଅବପାତର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ବର୍ଷା […]

Continue reading →
ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ

ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ

ବିଜେପି ପକ୍ଷରୁ ୩୬ ପ୍ରଦେଶ ପ୍ରଭାରୀ ଘୋଷଣା କରିଛି । ବୁଧବାର ଦିନ ସାଂଗଠନିକ ପୁନର୍ଗଠନର ଅଂଶ ସ୍ୱରୂପ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି । ବିଜେପି ସଭାପତି ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ କରାଯାଇଛି, ହରିଶ ଦ୍ୱିବେଦୀଙ୍କୁ ବିହାର ପ୍ରଭାରୀ ନିଯୁକ୍ତ କରାଯାଇଛି । ଓଡ଼ିଶା ପ୍ରଭାରୀ […]

Continue reading →