ସମୁଦ୍ରରେ ଶତ୍ରୁର କାଳ ସାଜିବ ‘INS ମହେନ୍ଦ୍ରଗିରି

ସମୁଦ୍ରରେ ଶତ୍ରୁର କାଳ ସାଜିବ ‘INS ମହେନ୍ଦ୍ରଗିରି

ଭାରତୀୟ ନୌସେନାର ସାମୁଦ୍ରିକ ସୁରକ୍ଷା ରଣନୀତିରେ ଯୋଡ଼ି ହୋଇଛି ଏକ ଶକ୍ତିଶାଳୀ ମହାଅସ୍ତ୍ର। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ‘ଆଇଏନ୍‌ଏସ୍‌ ମହେନ୍ଦ୍ରଗିରି’ ଏବେ ସମୁଦ୍ରରେ ଶତ୍ରୁ ପକ୍ଷକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି। ଓଡ଼ିଶାର ଗଜପତି ଜିଲ୍ଲାରେ ଅବସ୍ଥିତ ପବିତ୍ର ଓ ଐତିହାସିକ ‘ମହେନ୍ଦ୍ରଗିରି’ ପର୍ବତମାଳା ନାମରେ ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜର ନାମକରଣ କରାଯାଇଛି, ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଗୌରବର ବିଷୟ। ମୁମ୍ବାଇର ମାଜଗାଓଁ ଡକ୍ ସିପ୍‌ବିଲ୍ଡର୍ସ ଲିମିଟେଡ୍ (MDL) […]

Continue reading
ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ,ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ

ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ,ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ

ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ। ଦୀର୍ଘ ଦିନ ଧରି ଶଙ୍ଖ ଦଳର ପ୍ରମୁଖ ଚେହେରା ସାଜିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କ ଗହଣରେ ଆସି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ ବିଶ୍ଵାଳ। ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ […]

Continue reading
ଭିଏତନାମରେ ନୌକା ଦୁର୍ଘଟଣାରେ ୧୫ ଜଣ ଭାରତୀୟ ମୃତ , ତାମିଲନାଡୁର ୧୦, ଆନ୍ଧ୍ରର ୩ ଓ କେରଳର ଅଛନ୍ତି ୨ଜଣ

ଭିଏତନାମରେ ନୌକା ଦୁର୍ଘଟଣାରେ ୧୫ ଜଣ ଭାରତୀୟ ମୃତ , ତାମିଲନାଡୁର ୧୦, ଆନ୍ଧ୍ରର ୩ ଓ କେରଳର ଅଛନ୍ତି ୨ଜଣ

ଭିଏତନାମରେ ଶନିବାର ଏକ ନୌକା ଦୁର୍ଘଟଣାରେ ୧୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଭିଏତନାମସ୍ଥିତ ଭାରତୀୟ ଦୂତାବାସଙ୍କ ପକ୍ଷରୁ ଜାରି ସୂଚୀ ଅନୁସାରେ ମୃତ ୧୫ ଜଣଙ୍କ ମଧ୍ୟରେ ୧୦ ଜଣ ତାମିଲନାଡୁର ଥିବା ବେଳେ ୩ ଜଣ ଆନ୍ଧ୍ରପ୍ରଦେଶ ଓ ୨ ଜଣ କେରଳମର ବୋଲି ଜଣାପଡିଛି। ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଆଦି ଶୋକ ପ୍ରକଟ […]

Continue reading
ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ  କରିବ କ୍ରାଇମବ୍ରାଞ୍ଚ

ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସ୍ୱତନ୍ତ୍ର ଭାବେ […]

Continue reading
କାଗଜ ଯୋଗାଣ ମାମଲାରେ NCERT ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

କାଗଜ ଯୋଗାଣ ମାମଲାରେ NCERT ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ପାଠ୍ୟପୁସ୍ତକ ଲାଗି କାଗଜ ଯୋଗାଣ ଦାୟିତ୍ୱରେ ଥିବା ଏକ ସଂସ୍ଥାକୁ ‘କଳା ତାଲିକା ଭୁକ୍ତ’ କରିବା ନିଷ୍ପତ୍ତି ମାମଲାରେ ହାଇକୋର୍ଟରେ ପକ୍ଷ ରଖିବାକୁ ଏନସିଆଇରଟି ଅଧିକାରୀଙ୍କ ବିଫଳତା କାରଣରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ଭୂମିକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୪ ତାରିଖରେ ବାଫନା ଗ୍ଲୋବାଲ ଭେଞ୍ଚର ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ଆବେଦନ ଋଜୁ କରି ଏନସିଇଆରଟି ଦ୍ୱାରା ଜୁନ ୨୨ରେ ଜାରି ବ୍ଲାକ୍ ଲିଷ୍ଟିଂ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା, ଯେଉଁଥିରେ ସଂସ୍ଥାକୁ […]

Continue reading
ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ୨୦୨୬-୨୭ ବିଗ୍ ବାସ୍ ଲିଗ ସିଜିନ ଭାରତରେ ଆରମ୍ଭ ହେବ

ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ୨୦୨୬-୨୭ ବିଗ୍ ବାସ୍ ଲିଗ ସିଜିନ ଭାରତରେ ଆରମ୍ଭ ହେବ

ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ୨୦୨୬-୨୭ ବିଗ୍ ବାସ୍ ଲିଗ ସିଜିନ ଭାରତରେ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଏହି ଲିଗର ପ୍ରଥମ ମ୍ୟାଚ୍ ଡିସେମ୍ବରରେ ଖେଳାଯିବ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଏହାସହିତ ୨୦୩୦ରେ ଭାରତରେ ହେବ କମନୱେଲଥ ଗେମ୍ସ, ୨୦୩୬ ଅଲିମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି ବୋଲି ଜଣାପଡିଛି । ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue reading
ପ୍ରଥମେ ବନ୍ଦେ ମାତରମ, ତା ପରେ ଗାନ ହେବ ଜନଗଣ ମନ

ପ୍ରଥମେ ବନ୍ଦେ ମାତରମ, ତା ପରେ ଗାନ ହେବ ଜନଗଣ ମନ

ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏମିତି ଏକ ସମୟ ଥିଲା, ଯେତେବେଳେ କେବଳ ଦୁଇଟି ଶବ୍ଦ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ହଲାଇ ଦେଇଥିଲା। ସେହି ଦୁଇଟି ଶବ୍ଦ ଥିଲା— ‘ବନ୍ଦେ ମାତରମ୍’। କେବଳ ଏକ ନାରା କିମ୍ବା ଗୀତ ନୁହେଁ, ବରଂ ଏହା ଥିଲା କୋଟି କୋଟି ଭାରତୀୟଙ୍କ ଭାବନା ଏବଂ ମୁକ୍ତି ସଂଗ୍ରାମର ମନ୍ତ୍ର। ଏହି କାଳଜୟୀ ଗୀତର ସୃଷ୍ଟି ଏବଂ ଏହା ଦେଶାତ୍ମବୋଧକ ଶକ୍ତି ଜାଗ୍ରତ କରିବାରେ ପ୍ରମୁଖ ସାଧନ ସାଜିଥିଲା । ଭାରତର […]

Continue reading
ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ

ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ

ଏଥର ସାମାନ୍ୟ ବିଳମ୍ବ ହେବ ପଂଚାୟତ ନିର୍ବାଚନ । ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ । ‘ରାଜ୍ୟରେ ଏସ୍‌ଆଇଆର୍‌ କାର୍ଯ୍ୟ ଚାଲିରହିଥିବାରୁ ତାହା ସରୁ ସରୁ ସାମାନ୍ୟ ବିଳମ୍ବ ହେବ । SIR କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ନିର୍ବାଚନ କରାଇବା ସମ୍ଭବ ହେବନି । ୨୦୨୭ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହେବ । ଏପ୍ରିଲରୁ ମେ ମାସ ଭିତରେ ଶେଷ ହେବ ନିର୍ବାଚନ । ବିଜ୍ଞପ୍ତି ପ୍ରକାଶ ପାଇବାର […]

Continue reading
ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ‘ପ୍ରାଧିକରଣ ପତ୍ର’ ଆବଣ୍ଟନ

ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ‘ପ୍ରାଧିକରଣ ପତ୍ର’ ଆବଣ୍ଟନ

‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ ଦ୍ୱାରା ବ୍ଲୁ-ଇକୋନୋମି ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହେବ ଏବଂ ହଜାର ହଜାର ମତ୍ସ୍ୟଜୀବୀ ପରିବାର ପାଇଁ ଆଗାମୀ ଦିନରେ ନୂତନ ଜୀବିକାର ସୁଯୋଗ ସୃଷ୍ଟି ହେବ ।ଆଜିର ପଦକ୍ଷେପ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ଭାଗ୍ୟ ବଦାଇବା ସହ ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆମ ରାଜ୍ୟର ମତ୍ସ୍ୟଜୀବୀ ସମବାୟ ସମିତିଗୁଡ଼ିକ ସିଧାସଳଖ ଉପକୃତ ହେବେ ବୋଲି ଆଜି ଭୁବନେଶ୍ୱର ଠାରେ ଏ ସମ୍ପର୍କିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ […]

Continue reading
ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ଉପରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ଉପରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଦେଶର ଭବିଷ୍ୟତ ବର୍ତ୍ତମାନ ଯୁବ ବୈଜ୍ଞାନିକମାନଙ୍କ ଉପରେ ନିର୍ଭର କରୁଛି ଏବଂ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ ବୋଲି ଗୁରୁବାର ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ୧୫ତମ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର […]

Continue reading