ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମ କେବଳ ଓଡ଼ିଶା କିମ୍ବା ଭାରତ ମଧ୍ୟରେ ସୀମିତ ନାହିଁ, ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ନିଜ ସାହସିକତାର ଏକ ଅଲିଭା ଛାପ ଛାଡ଼ି ଯାଇଛନ୍ତି। ବିଶେଷ କରି ଦକ୍ଷିଣ-ପୂର୍ବ ଏସିଆର ପ୍ରମୁଖ ରାଷ୍ଟ୍ର ଇଣ୍ଡୋନେସିଆ ସହ ବିଜୁ ବାବୁଙ୍କ ସମ୍ପର୍କ ଏତେ ନିବିଡ଼ ଓ ରୋମାଞ୍ଚକର ଥିଲା ଯେ, ଆଜି ବି ସେହି ଦେଶର ଇତିହାସ ବହିରେ ଜଣେ ସୁପରହିରୋ ଭାବେ ଏହି ଓଡ଼ିଆ ପୁଅର […]
Continue readingMonthly Archives: July 2026
ଏକ ପେଡ଼ ମା’ କେ ନାମ’ ଅଭିଯାନକୁ ମିଳିଲା ନୂଆ ଗତି; ଦିଲ୍ଲୀରେ ଆରମ୍ଭ ହେଲା ‘ମିଶନ୍ ୭୦ ଲକ୍ଷ ବୃକ୍ଷରୋପଣ’
କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ‘ମିଶନ ୭୦ ଲକ୍ଷ ବୃକ୍ଷରୋପଣ’ ଅଭିଯାନର ଶୁଭାରମ୍ଭ ଏବଂ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀର ବିକାଶ ପାଇଁ ପ୍ରସ୍ତୁତ ‘ଗ୍ରାଣ୍ଡ ମାଷ୍ଟର ପ୍ଲାନ’ ଅଧୀନରେ ଶ୍ରୀ ଅମିତ ଶାହ ୩୦୦ଟି ଇଲେକ୍ଟ୍ରିକ୍ ବସ୍ର ଶୁଭାରମ୍ଭ କରିବା ସହ ଭର୍ଚୁଆଲ୍ ମାଧ୍ୟମରେ ୩ଟି ନବନିର୍ମିତ ବସ୍ ଡେପୋ ଓ ୪୦ଟି ଗାଡ଼ି ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। […]
Continue readingଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି,ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡିଥିବା ନେଇ ଦର୍ଶାଇଛନ୍ତି
ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡିଥିବା ନେଇ ଦର୍ଶାଇଛନ୍ତି । ତେବେ ତାଙ୍କ ଇସ୍ତଫା ନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ । ୨୦୧୩ ବ୍ୟାଚ୍ ର ଆଇପିଏସ୍ ଅଫିସର ହେଲେ ଶ୍ରୀ ମୀନା। ସେ ୨୦୨୫ରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ପୂର୍ବରୁ ସେ ଅନୁଗୋଳ ଏବଂ ଗଞ୍ଜାମର ଏସପି […]
Continue readingପୁରୀ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହୋଇଛି ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନ,ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ପୁରୀ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହୋଇଛି ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନ। ପୁରୀ ରେଳ ଷ୍ଟେସନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏବେ ଏକ ଟ୍ରାନସ୍ଫର୍ମେସନର ଯୁଗ ଆସିଛି। ସଡ଼କଠାରୁ ଆରମ୍ଭ କରି ରେଳ, ବିମାନସେବା ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ମୋଦୀଜୀଙ୍କ ନେତୃତ୍ୱରେ […]
Continue readingସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର,ଏଣିକି ପ୍ରତିଦିନ ଚଳାଚଳ କରିବ ଅମୃତ ଭାରତ ଏକ୍ସପ୍ରେସ୍
ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର । ବ୍ରହ୍ମପୁରରୁ ସୁରତ ଅଭିମୁଖେ ସପ୍ତାହକୁ ଦୁଇ ଥର ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏଣିକି ପ୍ରତିଦିନ ଚଳାଚଳ କରିବ । ବ୍ରହ୍ମପୁର ରେଳ ଷ୍ଟେସନ୍ ର ଚତୁର୍ଥ ପ୍ଲାଟଫର୍ମରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରାହ୍ନ ୪ଟା ୩୦ରେ ଏଥି ପାଇଁ ରେଳ […]
Continue readingପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍
ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ଏହାପରେ ହ୍ୟାକରମାନେ ତାଙ୍କ ନମ୍ବରରୁ ଅନେକ ଲୋକଙ୍କୁ ମେସେଜ୍ ପଠାଇ ଟଙ୍କା ମାଗିଥିଲେ । ହ୍ୟାକରମାନେ ଲେଖିଥିଲେ ଯେ, “ତାଙ୍କର ୟୁପିଆଇ କାମ କରୁନାହିଁ ଏବଂ ତାଙ୍କୁ ତୁରନ୍ତ ୬୫ ହଜାର ଟଙ୍କାର ଆବଶ୍ୟକତା ଅଛି ।” ସଂସାଦ ସମ୍ବିତ ପାତ୍ର ଏହା ଜାଣିବା ପରେ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ସମସ୍ତଙ୍କୁ ସତର୍କ କରାଇଥିଲେ । ସେ ଲେଖିଥିଲେ, […]
Continue readingପ୍ରତିଦିନ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆରମ୍ଭ ହେବ ନୂଆ ପୁରୀ-କୋରାପୁଟ ଟ୍ରେନ୍
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ୬ ଜୁଲାଇ ୨୦୨୬ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ଦୁଇଟି ପ୍ରମୁଖ ରେଳ ସେବାର ଶୁଭାରମ୍ଭ କରିବେ । ଏହି ନୂତନ ସେବା ଦ୍ୱାରା ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ, ଯାତ୍ରୀ ସୁବିଧା ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶରେ ବ୍ୟାପକ ସୁଧାର ଆସିବ । ନୂତନ ପୁରୀ–କୋରାପୁଟ ଏକ୍ସପ୍ରେସ୍ ଓଡ଼ିଶାବାସୀଙ୍କ […]
Continue readingଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ, ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ
ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ । ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ। ଆଜିଠୁ ଆପତ୍ତି ଅଭିଯୋଗ ଆରମ୍ଭ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ CEOଙ୍କ ପକ୍ଷରୁ ରାଜ୍ୟରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଭାଗ ସ୍ଵରୂପ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି। ଏହା ସହିତ ରାଜ୍ୟରେ ନୂତନ ନାମ ସାମିଲ, ସଂଶୋଧନ କିମ୍ବା ଆପତ୍ତି ଅଭିଯୋଗ ଦାଖଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ […]
Continue readingOTT ବିଷୟବସ୍ତୁର ପ୍ରସାରକୁ ରୋକିବା ପାଇଁ ଟେଲିଗ୍ରାମକୁ ନିର୍ଦ୍ଦେଶ
ଡିଜିଟାଲ୍ ଦୁନିଆରେ ବେଆଇନ ଭାବେ ଚଳଚ୍ଚିତ୍ର ଏବଂ OTT (ଓଭର-ଦି-ଟପ୍) ବିଷୟବସ୍ତୁର ପ୍ରସାର କରୁଥିବା ପାଇରେସି ଗ୍ୟାଙ୍ଗ୍ ଉପରେ ଏବେ ସରକାର ଓ ପ୍ରଶାସନ ଅଧିକ କଠୋର ହୋଇଛନ୍ତି। ବିଶେଷ କରି ମେସେଜିଂ ଆପ୍ ‘ଟେଲିଗ୍ରାମ’ (Telegram) ମାଧ୍ୟମରେ ବହୁଳ ପରିମାଣରେ ଚୋରା ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ସେୟାର କରାଯାଉଥିବାରୁ, ଏହାର ପ୍ରସାରକୁ ତୁରନ୍ତ ରୋକିବା ପାଇଁ ଟେଲିଗ୍ରାମ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରଯୋଜନା ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କା […]
Continue readingପୁରୀ–କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର–ସୁରଟ ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ଶୁଭାରମ୍ଭ ଆସନ୍ତାକାଲି
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ୬ ଜୁଲାଇ ୨୦୨୬ରେ ପୁରୀ ରେଳଷ୍ଟେସନରୁ “ପୁରୀ–କୋରାପୁଟ ଉଦ୍ଘାଟନୀ ସ୍ପେଶାଲ” ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ “ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଉଦ୍ଘାଟନୀ ସ୍ପେଶାଲ” (ଯାହା ସପ୍ତାହକୁ ୩ […]
Continue reading









