ମୁଁ ରାସ୍ତାରେ ସଂଗ୍ରାମ କରୁଥିବା ନେତା, ଏସି ରୁମରେ ବସୁଥିବା ଆକ୍ଟିଭିଷ୍ଟ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ

ମୁଁ ରାସ୍ତାରେ ସଂଗ୍ରାମ କରୁଥିବା ନେତା, ଏସି ରୁମରେ ବସୁଥିବା ଆକ୍ଟିଭିଷ୍ଟ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ

ନିଟ୍ ପେପର୍ ଲିକକୁ ନେଇ ପ୍ରବଳ ବିକ୍ଷୋଭ-ପ୍ରଦର୍ଶନ ପରେ ନିଜ ପଦବୀରୁ ଇସ୍ତଫା ଦେବା ପରେ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ତଥା ପ୍ରବୀଣ ନିର୍ବାଚନ ରଣନୀତିକାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଦଳ ଏବେ ଆଗକୁ କ’ଣ ନିଷ୍ପତ୍ତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ନେତା ଜୟରାମ ରମେଶଙ୍କ ସହ କଥାବାର୍ତ୍ତା […]

Continue reading
ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

 ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲା ତଦନ୍ତ ସଂପର୍କିତ ଫାଇଲ୍ ଗାଏବ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣା ଓଡ଼ିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ମାମଲାର ହଜିଯାଇଥିବା ଫାଇଲକୁ ନେଇ ମୁଖ୍ୟମନ୍ତ୍ରୀ […]

Continue reading
ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ

ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ

ଦେଶରେ ପେପର ଲିକ୍ ରୋକିବାକୁ ମୋଦି ସରକାର ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ଗଣ ପରୀକ୍ଷା ସଂଶୋଧନ ବିଲ୍ ମାଧ୍ୟମରେ ମୋଦି ସରକାର ପେପର ଲିକ୍ ମାଫିଆମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଛନ୍ତି । ନୂଆ ବିଲ୍ ଆଇନ ତିଆରି ହେବା ପରେ ପେପର ଲିକ୍ ପାଇଁ ଦୋଷୀକୁ ୧୦ ବର୍ଷ ଜେଲଦଣ୍ଡ ସହିତ ୧୦ କୋଟି […]

Continue reading
ଦେଶରେ ପରୀକ୍ଷା ସଂସ୍କାର ପାଇଁ ଟେକ୍ନୋଲୋଜି ଏକ୍ସପର୍ଟ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ କଲେ କେନ୍ଦ୍ର ସରକାର,

ଦେଶରେ ପରୀକ୍ଷା ସଂସ୍କାର ପାଇଁ ଟେକ୍ନୋଲୋଜି ଏକ୍ସପର୍ଟ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ କଲେ କେନ୍ଦ୍ର ସରକାର,

ପ୍ରଶ୍ନପତ୍ର ଲିକ୍ ବିରୁଦ୍ଧରେ ଆନ୍ଦୋଳନ ତେଜିବା ପରେ ସରକାର ପୂରା ଆକ୍ସନ ମୋଡ଼କୁ ଆସିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି । ପରୀକ୍ଷାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଲଗାତାର ଦୋହରାଇଛନ୍ତି । ଫାଷ୍ଟ ଟ୍ରାକ୍ କୋର୍ଟ, ୧୦ ବର୍ଷ ଜେଲ୍ ଦଣ୍ଡଠାରୁ ଆରମ୍ଭ କରି ୧୦ କୋଟି ଟଙ୍କା ଜରିମାନା ପ୍ରାବଧାନ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue reading
କେନ୍ଦ୍ରର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ

କେନ୍ଦ୍ରର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରବିବାର ଶିକ୍ଷାମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱଗ୍ରହଣ ପରେ ଯୋଶୀ କହିଛନ୍ତି ଯେ ସେ ମନ୍ତ୍ରାଳୟର କାର୍ଯ୍ୟ ସମୀକ୍ଷା କରୁଛନ୍ତି ଓ ବିଭାଗ ସମ୍ପର୍କରେ ସୂଚନା ସଂଗ୍ରହ କରୁଛନ୍ତି। ସେ ଶିକ୍ଷା ମନ୍ତ୍ରାଳୟକୁ ତାଙ୍କ ଲାଗି ନୂଆ ବିଷୟ ବୋଲି କହିଛନ୍ତି। ଦାୟିତ୍ୱଗ୍ରହଣ ପରେ ସାମ୍ବାଦିକଙ୍କ ସହ କଥୋପକଥନରେ ଯୋଶୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି, ତେବେ ମନ୍ତ୍ରାଳୟ ସମ୍ପର୍କରେ ବିସ୍ତାରପୂର୍ବକ କିଛି […]

Continue reading
ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ

ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ

ଶ୍ରୀକ୍ଷେତ୍ରରେ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ଶେଷ ହେବା ପରେ ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା। ଶ୍ରୀଜୀଉଙ୍କ ଅଧର (ଓଷ୍ଠ) ଉଚ୍ଚାର ଉଚ୍ଚ ମାଟି ହାଣ୍ଡିରେ ଏହି ମହାପ୍ରସାଦ ପଣା ସମର୍ପଣ କରାଯାଇଥିଲା। ଭୋଗ ଲାଗି ହେବା ପରେ ନିୟମ ଅନୁସାରେ ରଥ ଉପରେ ସେହି ପଣା ହାଣ୍ଡିଗୁଡ଼ିକୁ ଭଙ୍ଗାଯାଇଥିଲା। […]

Continue reading
ସ୍ମୃତିରେ ଜୁଲାଇ ୨୫ ତାରିଖ

ସ୍ମୃତିରେ ଜୁଲାଇ ୨୫ ତାରିଖ

ଆଜି ୧୪୩୩ ସାଲ,୧୯୪୮ଶକାଦ୍ଦ , ଆଷାଢ଼ ଶୁକ୍ଳ ଏକାଦଶୀ/ ଦ୍ଵାଦଶୀ, ଜୁଲାଇ ୨୫ ତାରିଖ, ଶନିବାର । ଆଜିର ସ୍ମରଣୀୟ ଘଟଣା ହେଲା , ଠିକ୍ ୨୪ ବର୍ଷ ତଳେ ଆଜିର ତାରିଖରେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବେ ବହୁମୁଖି ପ୍ରତିଭାସମ୍ପନ୍ନ , ଇତିହାସ ସିଦ୍ଧ ପୁରୁଷ ଡଃ ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ଶପଥଗ୍ରହଣ କରିଥିଲେ । ସେହିପରି ଆଜିର ତାରିଖରେ,୨୦୧୨ ମସିହାରେ ବରେଣ୍ୟ ପ୍ରଣବ ମୁଖାର୍ଜୀ ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ […]

Continue reading
ମନ ଜିଣିଲେ ଧର୍ମେନ୍ଦ୍ର ପ୍ରଧାନ

ମନ ଜିଣିଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କ ମନ ଜଣିଲେ ଧର୍ମେନ୍ଦ୍ର ପ୍ରଧାନ । ଇସ୍ତଫା ସହ ଧର୍ମେନ୍ଦ୍ରଙ୍କ ଦୁଇ ପୃଷ୍ଠା ସମ୍ବଳିତ ଲେଖା ମୋର ଯୁବ ସାଥୀମାନେ,ମୁଁ ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ ରହିଛି। ମୋର ସଦାବେଳେ ଏହି ବିଶ୍ୱାସ ରହିଛି ଯେ ଏକ ସଶକ୍ତ, ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ସଶକ୍ତ ରାଷ୍ଟ୍ରର ଆଧାରଶୀଳା ଅଟେ।ମୁଁ ଦେଶର ଯୁବକମାନଙ୍କର […]

Continue reading
ସ୍ମୃତିରେ ଜୁଲାଇ ୨୫ ତାରିଖ

ସ୍ମୃତିରେ ଜୁଲାଇ ୨୫ ତାରିଖ

ଆଜି ୧୪୩୩ ସାଲ,୧୯୪୮ଶକାଦ୍ଦ , ଆଷାଢ଼ ଶୁକ୍ଳ ଏକାଦଶୀ/ ଦ୍ଵାଦଶୀ, ଜୁଲାଇ ୨୫ ତାରିଖ, ଶନିବାର । ଆଜିର ସ୍ମରଣୀୟ ଘଟଣା ହେଲା , ଠିକ୍ ୨୪ ବର୍ଷ ତଳେ ଆଜିର ତାରିଖରେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବେ ବହୁମୁଖି ପ୍ରତିଭାସମ୍ପନ୍ନ , ଇତିହାସ ସିଦ୍ଧ ପୁରୁଷ ଡଃ ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ଶପଥଗ୍ରହଣ କରିଥିଲେ । ସେହିପରି ଆଜିର ତାରିଖରେ,୨୦୧୨ ମସିହାରେ ବରେଣ୍ୟ ପ୍ରଣବ ମୁଖାର୍ଜୀ ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ […]

Continue reading
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି ଓ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଘଟଣାକ୍ରମ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଇସ୍ତଫା ପ୍ରଦାନ କରିବାର କିଛି ଘଣ୍ଟା ପରେ ସାମ୍ନାକୁ ଆସିଛି। ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାର ସମ୍ବିଧାନର ଅନୁଚ୍ଛେଦ ୭୫ର ଖଣ୍ଡ (୨) ପ୍ରକାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ […]

Continue reading