ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସଂଗଠନ ଜୁଲାଇ ୩୧ରେ ପ୍ରତିବାଦ କରିବାକୁ ଯୋଜନା କରୁଥିଲା। ହେଲେ ତା’ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂଗଠନର ପ୍ରତିନିଧିମାନଙ୍କ ସହ ପ୍ରାୟ ୪ ଘଣ୍ଟା ଧରି ବୈଠକ କରିଛନ୍ତି। ଏହାକୁ ସରକାରଙ୍କର ଏକ ସକାରାତ୍ମକ ପଦକ୍ଷେପ ଆକାରରେ ଦେଖାଯାଉଛି। ଜୁଲାଇ ୩୧ରେ ‘ଦ ଗାଡ଼ି ମାର୍ଚ୍ଚ’ର […]

Continue reading
ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର,ମିଛ ଇସ୍ତଫା ପତ୍ର ଭାଇରାଲ୍

ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର,ମିଛ ଇସ୍ତଫା ପତ୍ର ଭାଇରାଲ୍

ଦିଲ୍ଲୀ ଆନ୍ଦୋଳନ ସମୟରେ ଅନେକ ମିଛ ଏବଂ ବିଭ୍ରାନ୍ତିକର ଭିଡିଓକୁ ଭାଇରାଲ୍ କରାଯାଇଥିଲା । ମିଛ ଭିଡିଓ କରି ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ପ୍ରୟାସ କରାଯାଇଥିଲା । ଦିଲ୍ଲୀ ପୋଲିସ ସେହି ସବୁ ଉପରେ ଆକ୍ସନ ନେଇଛି । ଏହାରି ଭିତରେ କିଛି ଅସମାଜିକତତ୍ତ୍ୱ ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର କରିବାରେ ମାତିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପଦରୁ ଓହରି ଥିବା ନେଇ ଦାବି କରୁଥିବା ଏକ […]

Continue reading
ରାଜ୍ୟରେ ବିଗୁଡ଼ୁଛି ବନ୍ୟା ସ୍ଥିତି: ଆଜି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ନିରୀକ୍ଷଣ

ରାଜ୍ୟରେ ବିଗୁଡ଼ୁଛି ବନ୍ୟା ସ୍ଥିତି: ଆଜି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ନିରୀକ୍ଷଣ

ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସଂକଟଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନିଜେ ସ୍ଥିତି ଅନୁଧ୍ୟାନ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ନିରୀକ୍ଷଣ (ଏରିଆଲ ସର୍ଭେ) କରିବେ। ବନ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକରେ କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି […]

Continue reading
ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ

ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ

ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ ହୋଇଛି । ଏବେ ଆଲୋଚନା ଲାଗି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବିଲ୍ କୁ ଗୃହର ମଞ୍ଜୁରୀ ମିଳିଛି । ବାଚସ୍ପତି ଓମ ବିର୍ଲା ଆଣ୍ଟି ପେପର ଲିକ୍ ବିଲ ପାରିତ କରିବା ପରେ ଲୋକସଭାକୁ ଆସନ୍ତାକାଲି ୧୧ ଯାଏଁ ସ୍ଥଗିତ କରିଛନ୍ତି । NEET UG ପେପର ଲିକ୍ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ […]

Continue reading
ଉପର ଆସାମରେ ଭୟଙ୍କର ବନ୍ୟା ସ୍ଥିତି, ବନ୍ୟା ପ୍ରପୀଡ଼ିତଙ୍କୁ ଗୋଟିଏ ମାସର ଦରମା ଦେବେ ସବୁ ଦଳର ବିଧାୟକ

ଉପର ଆସାମରେ ଭୟଙ୍କର ବନ୍ୟା ସ୍ଥିତି, ବନ୍ୟା ପ୍ରପୀଡ଼ିତଙ୍କୁ ଗୋଟିଏ ମାସର ଦରମା ଦେବେ ସବୁ ଦଳର ବିଧାୟକ

ସାମ୍ପ୍ରତିକ ସମୟରେ ଆସାମର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ବିଶେଷ କରି ଉପର ଆସାମର ଶିବସାଗର , ଚରାଇଦେଓ , ଯୋରହାଟ ଏବଂ ଗୋଲାଘାଟ ଜିଲ୍ଲାଗୁଡ଼ିକରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଜାର ହଜାର ଲୋକ ନିଜର ଘରଦ୍ୱାର ହରାଇ ଦୁର୍ଦ୍ଦଶା ଭୋଗୁଥିବା ବେଳେ ସେମାନଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇପଡ଼ିଛି। ଆସାମ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ, ରାଜ୍ୟର ଭୟଙ୍କର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାସକ ଓ ବିରୋଧୀ ଦଳର ସମସ୍ତ […]

Continue reading
ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଆଦେଶ ଦେଲେ  ସୁପ୍ରିମକୋର୍ଟ,ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରାଯିବ ନାହିଁ

ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଆଦେଶ ଦେଲେ ସୁପ୍ରିମକୋର୍ଟ,ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରାଯିବ ନାହିଁ

ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର ଜନ୍ତର ମନ୍ତର କିମ୍ୱା ଅନ୍ୟ କୌଣସି ରାଜ୍ୟରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ବିରୋଧରେ ପୋଲିସ କୌଣସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଆଶ୍ୱସ୍ତି କେବଳ ନିର୍ଦ୍ଦୋଷ ଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ। କୋର୍ଟ ନିର୍ଦ୍ଦୋଷ ବ୍ୟକ୍ତି ଏବଂ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ […]

Continue reading
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦର୍ଶାଯାଇଥିବା ମାର୍ଗ ଓ ସେବାକାର୍ଯ୍ୟକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସ୍ୱାମୀଜୀ ଯେଉଁ ମୂଲ୍ୟବୋଧ, ସମାଜସେବା ଓ ରାଷ୍ଟ୍ରରକ୍ଷା ପାଇଁ ନିଜ ଜୀବନକୁ ଆହୁତି ଦେଇଥିଲେ, ତାଙ୍କର ସେହି ପ୍ରେରଣା ଓ ସଂକଳ୍ପକୁ ଆତ୍ମସାତ୍ କରି ଓଡ଼ିଶାକୁ ଆଗକୁ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମଙ୍ଗଳବାର ଭୁବନେଶ୍ୱର ଠାରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଓ ସାଧନା ଆଧାରିତ ପୁସ୍ତକ […]

Continue reading
ମୁଁ ରାସ୍ତାରେ ସଂଗ୍ରାମ କରୁଥିବା ନେତା, ଏସି ରୁମରେ ବସୁଥିବା ଆକ୍ଟିଭିଷ୍ଟ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ

ମୁଁ ରାସ୍ତାରେ ସଂଗ୍ରାମ କରୁଥିବା ନେତା, ଏସି ରୁମରେ ବସୁଥିବା ଆକ୍ଟିଭିଷ୍ଟ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ

ନିଟ୍ ପେପର୍ ଲିକକୁ ନେଇ ପ୍ରବଳ ବିକ୍ଷୋଭ-ପ୍ରଦର୍ଶନ ପରେ ନିଜ ପଦବୀରୁ ଇସ୍ତଫା ଦେବା ପରେ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ତଥା ପ୍ରବୀଣ ନିର୍ବାଚନ ରଣନୀତିକାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଦଳ ଏବେ ଆଗକୁ କ’ଣ ନିଷ୍ପତ୍ତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ନେତା ଜୟରାମ ରମେଶଙ୍କ ସହ କଥାବାର୍ତ୍ତା […]

Continue reading
ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

 ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲା ତଦନ୍ତ ସଂପର୍କିତ ଫାଇଲ୍ ଗାଏବ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣା ଓଡ଼ିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ମାମଲାର ହଜିଯାଇଥିବା ଫାଇଲକୁ ନେଇ ମୁଖ୍ୟମନ୍ତ୍ରୀ […]

Continue reading
ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ

ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ

ଦେଶରେ ପେପର ଲିକ୍ ରୋକିବାକୁ ମୋଦି ସରକାର ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ଗଣ ପରୀକ୍ଷା ସଂଶୋଧନ ବିଲ୍ ମାଧ୍ୟମରେ ମୋଦି ସରକାର ପେପର ଲିକ୍ ମାଫିଆମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଛନ୍ତି । ନୂଆ ବିଲ୍ ଆଇନ ତିଆରି ହେବା ପରେ ପେପର ଲିକ୍ ପାଇଁ ଦୋଷୀକୁ ୧୦ ବର୍ଷ ଜେଲଦଣ୍ଡ ସହିତ ୧୦ କୋଟି […]

Continue reading