ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏହି ବ୍ରଡ୍ […]
Continue readingCategory Archives: ଦେଶ ବିଦେଶ
SRO ବୈଜ୍ଞାନିକଙ୍କ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା ଉପରେ ସରକାରଙ୍କ ରୋକ୍
ଗଗନଯାନ ମିଶନକୁ ଲାଗିବନି ଝଟକା । ISRO ବୈଜ୍ଞାନିକଙ୍କ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା ଉପରେ ସରକାରଙ୍କ ରୋକ୍ । ମହାକାଶ ବିଭାଗ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମା ଅନୁସାରେ, ଗଗନଯାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ସାମିଲ ଥିବା ISRO ର ବୈଜ୍ଞାନିକ ଓ ବୈଷୟିକ କର୍ମଚାରୀମାନଙ୍କ ସ୍ୱେଚ୍ଛାକୃତ ଅବସର କିମ୍ବା ଇସ୍ତଫା ପତ୍ରକୁ ଏବେ ସହଜରେ ଗ୍ରହଣ କରାଯିବ ନାହିଁ । ଗଗନଯାନ ଭଳି ଦେଶର ସମ୍ମାନଜନକ ଓ ଅତି ଗୁରୁତ୍ୱପୂର୍ଣ୍ଣ ମିଶନରେ କାମ […]
Continue readingପରିବହନ ବ୍ୟବସ୍ଥା ସହଜ ହେବା ସହ ଅର୍ଥନୀତି ସୁଦୃଢ଼ ହେବ– ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାର ୭୪ କିଲୋମିଟର ପାରାଦୀପ-ହରିଦାସପୁର ରେଳ ଲାଇନର ଦୋହରୀକରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମ୍ପୂର୍ଣ୍ଣ ସରକାରୀ ପୁଞ୍ଜିନିବେଶ ଏବଂ ମୋଡ୍ରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ବୃହତ ପ୍ରକଳ୍ପ ପାଇଁ ଅନୁମାନିକ […]
Continue readingସମୁଦ୍ରରେ ଶତ୍ରୁର କାଳ ସାଜିବ ‘INS ମହେନ୍ଦ୍ରଗିରି
ଭାରତୀୟ ନୌସେନାର ସାମୁଦ୍ରିକ ସୁରକ୍ଷା ରଣନୀତିରେ ଯୋଡ଼ି ହୋଇଛି ଏକ ଶକ୍ତିଶାଳୀ ମହାଅସ୍ତ୍ର। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ‘ଆଇଏନ୍ଏସ୍ ମହେନ୍ଦ୍ରଗିରି’ ଏବେ ସମୁଦ୍ରରେ ଶତ୍ରୁ ପକ୍ଷକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି। ଓଡ଼ିଶାର ଗଜପତି ଜିଲ୍ଲାରେ ଅବସ୍ଥିତ ପବିତ୍ର ଓ ଐତିହାସିକ ‘ମହେନ୍ଦ୍ରଗିରି’ ପର୍ବତମାଳା ନାମରେ ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜର ନାମକରଣ କରାଯାଇଛି, ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଗୌରବର ବିଷୟ। ମୁମ୍ବାଇର ମାଜଗାଓଁ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ (MDL) […]
Continue readingଭିଏତନାମରେ ନୌକା ଦୁର୍ଘଟଣାରେ ୧୫ ଜଣ ଭାରତୀୟ ମୃତ , ତାମିଲନାଡୁର ୧୦, ଆନ୍ଧ୍ରର ୩ ଓ କେରଳର ଅଛନ୍ତି ୨ଜଣ
ଭିଏତନାମରେ ଶନିବାର ଏକ ନୌକା ଦୁର୍ଘଟଣାରେ ୧୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଭିଏତନାମସ୍ଥିତ ଭାରତୀୟ ଦୂତାବାସଙ୍କ ପକ୍ଷରୁ ଜାରି ସୂଚୀ ଅନୁସାରେ ମୃତ ୧୫ ଜଣଙ୍କ ମଧ୍ୟରେ ୧୦ ଜଣ ତାମିଲନାଡୁର ଥିବା ବେଳେ ୩ ଜଣ ଆନ୍ଧ୍ରପ୍ରଦେଶ ଓ ୨ ଜଣ କେରଳମର ବୋଲି ଜଣାପଡିଛି। ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଆଦି ଶୋକ ପ୍ରକଟ […]
Continue readingଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ୨୦୨୬-୨୭ ବିଗ୍ ବାସ୍ ଲିଗ ସିଜିନ ଭାରତରେ ଆରମ୍ଭ ହେବ
ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ୨୦୨୬-୨୭ ବିଗ୍ ବାସ୍ ଲିଗ ସିଜିନ ଭାରତରେ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଏହି ଲିଗର ପ୍ରଥମ ମ୍ୟାଚ୍ ଡିସେମ୍ବରରେ ଖେଳାଯିବ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଏହାସହିତ ୨୦୩୦ରେ ଭାରତରେ ହେବ କମନୱେଲଥ ଗେମ୍ସ, ୨୦୩୬ ଅଲିମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି ବୋଲି ଜଣାପଡିଛି । ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
Continue readingଏକ ପେଡ଼ ମା’ କେ ନାମ’ ଅଭିଯାନକୁ ମିଳିଲା ନୂଆ ଗତି; ଦିଲ୍ଲୀରେ ଆରମ୍ଭ ହେଲା ‘ମିଶନ୍ ୭୦ ଲକ୍ଷ ବୃକ୍ଷରୋପଣ’
କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ‘ମିଶନ ୭୦ ଲକ୍ଷ ବୃକ୍ଷରୋପଣ’ ଅଭିଯାନର ଶୁଭାରମ୍ଭ ଏବଂ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀର ବିକାଶ ପାଇଁ ପ୍ରସ୍ତୁତ ‘ଗ୍ରାଣ୍ଡ ମାଷ୍ଟର ପ୍ଲାନ’ ଅଧୀନରେ ଶ୍ରୀ ଅମିତ ଶାହ ୩୦୦ଟି ଇଲେକ୍ଟ୍ରିକ୍ ବସ୍ର ଶୁଭାରମ୍ଭ କରିବା ସହ ଭର୍ଚୁଆଲ୍ ମାଧ୍ୟମରେ ୩ଟି ନବନିର୍ମିତ ବସ୍ ଡେପୋ ଓ ୪୦ଟି ଗାଡ଼ି ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। […]
Continue readingOTT ବିଷୟବସ୍ତୁର ପ୍ରସାରକୁ ରୋକିବା ପାଇଁ ଟେଲିଗ୍ରାମକୁ ନିର୍ଦ୍ଦେଶ
ଡିଜିଟାଲ୍ ଦୁନିଆରେ ବେଆଇନ ଭାବେ ଚଳଚ୍ଚିତ୍ର ଏବଂ OTT (ଓଭର-ଦି-ଟପ୍) ବିଷୟବସ୍ତୁର ପ୍ରସାର କରୁଥିବା ପାଇରେସି ଗ୍ୟାଙ୍ଗ୍ ଉପରେ ଏବେ ସରକାର ଓ ପ୍ରଶାସନ ଅଧିକ କଠୋର ହୋଇଛନ୍ତି। ବିଶେଷ କରି ମେସେଜିଂ ଆପ୍ ‘ଟେଲିଗ୍ରାମ’ (Telegram) ମାଧ୍ୟମରେ ବହୁଳ ପରିମାଣରେ ଚୋରା ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ସେୟାର କରାଯାଉଥିବାରୁ, ଏହାର ପ୍ରସାରକୁ ତୁରନ୍ତ ରୋକିବା ପାଇଁ ଟେଲିଗ୍ରାମ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରଯୋଜନା ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କା […]
Continue readingପୁରୀ–କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର–ସୁରଟ ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ଶୁଭାରମ୍ଭ ଆସନ୍ତାକାଲି
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ୬ ଜୁଲାଇ ୨୦୨୬ରେ ପୁରୀ ରେଳଷ୍ଟେସନରୁ “ପୁରୀ–କୋରାପୁଟ ଉଦ୍ଘାଟନୀ ସ୍ପେଶାଲ” ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ “ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଉଦ୍ଘାଟନୀ ସ୍ପେଶାଲ” (ଯାହା ସପ୍ତାହକୁ ୩ […]
Continue readingଇ-୨୦ ଏକ ସ୍ୱଚ୍ଛ ଓ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇନ୍ଧନ : ସ୍ପଷ୍ଟ କଲେ ଶିଳ୍ପ ବିଶେଷଜ୍ଞ
ଇ-୨୦ ଏକ ସ୍ୱଚ୍ଛ ଓ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇନ୍ଧନ ବୋଲି ଦେଶର ପ୍ରମୁଖ ଶିଳ୍ପ ବିଶେଷଜ୍ଞମାନେ ଆଜି ସ୍ପଷ୍ଟ କରିଛନ୍ତି । ଶନିବାର ନୂଆଦିଲ୍ଲୀରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଇନ୍ଧନ ଏବଂ ଅଟୋମୋବାଇଲ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞମାନେ ଇ-୨୦ ଇଥାନଲ୍-ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଉପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । […]
Continue reading









