ବିଜେପି ମୁଖ୍ୟାଳୟରେ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କଲେ ମୋଦୀ, ଜେନେରେସନ୍‌-ଜେଡ୍‌’ଙ୍କ ସହ ଯୋଗାଯୋଗ ବଢ଼ାଇବା ନେଇ ଆଲୋଚନା

ବିଜେପି ମୁଖ୍ୟାଳୟରେ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କଲେ ମୋଦୀ, ଜେନେରେସନ୍‌-ଜେଡ୍‌’ଙ୍କ ସହ ଯୋଗାଯୋଗ ବଢ଼ାଇବା ନେଇ ଆଲୋଚନା

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳୀୟ ସହକର୍ମୀଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏଭଳି ବୈଠକ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଅଧିକ ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ ପାଇଁ […]

Continue reading
ଦିଲ୍ଲୀର ଜନ୍ତର ମନ୍ତରରେ ପୁଣି ଥରେ ଏକ ବଡ଼ ପ୍ରଦର୍ଶନ, ସଂରକ୍ଷଣ ବିରୋଧରେ ଆନ୍ଦୋଳନ , ଆନ୍ଦୋଳନ କରୀଙ୍କୁ ଉଠାଇନେଲା ପୋଲିସ

ଦିଲ୍ଲୀର ଜନ୍ତର ମନ୍ତରରେ ପୁଣି ଥରେ ଏକ ବଡ଼ ପ୍ରଦର୍ଶନ, ସଂରକ୍ଷଣ ବିରୋଧରେ ଆନ୍ଦୋଳନ , ଆନ୍ଦୋଳନ କରୀଙ୍କୁ ଉଠାଇନେଲା ପୋଲିସ

ଦିଲ୍ଲୀର ଜନ୍ତର ମନ୍ତରରେ ପୁଣି ଥରେ ଏକ ବଡ଼ ପ୍ରଦର୍ଶନ ହେଉଛି । ଏଥର, ଅଣ-ସଂରକ୍ଷିତ (ସାଧାରଣ) ବର୍ଗର ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ଏକତ୍ରିତ ହୋଇଛନ୍ତି । ପ୍ରଦର୍ଶନକାରୀମାନେ, ମୁଖ୍ୟତଃ ୟୁଜିସିର ସମାନତା ନିୟମ ବିରୋଧରେ ପ୍ରତିବାଦ ଏବଂ ଜାତି-ଭିତ୍ତିକ ସଂରକ୍ଷଣରେ ସଂସ୍କାର ଦାବି କରୁଛନ୍ତି । ଏହି ପ୍ରତିବାଦରେ ରାଜସ୍ଥାନର “ଜେନେରାଲ୍ ସେନା” ଏବଂ “ଚାଣକ୍ୟ ସେନା” ସହିତ “କରଣୀ ସେନା” ମଧ୍ୟ ଯୋଗ ଦେଇଥିଲେ । ପ୍ରତିବାଦ ପାଇଁ ଅନୁମତି ନେଇ ଦ୍ୱନ୍ଦ୍ୱ ମଧ୍ୟରେ ଏହି […]

Continue reading
୧୪ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି, ୨,୭୮୦ କୋଟିର ନିବେଶକୁ ସବୁଜ ସଙ୍କେତ, ୧୦ ଜିଲ୍ଲାକୁ ବ୍ୟାପିବ ଶିଳ୍ପ ନିବେଶ

୧୪ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି, ୨,୭୮୦ କୋଟିର ନିବେଶକୁ ସବୁଜ ସଙ୍କେତ, ୧୦ ଜିଲ୍ଲାକୁ ବ୍ୟାପିବ ଶିଳ୍ପ ନିବେଶ

୧୪ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି। ୨,୭୮୦ କୋଟିର ନିବେଶକୁ ସବୁଜ ସଙ୍କେତ। ୧୦ ଜିଲ୍ଲାକୁ ବ୍ୟାପିବ ଶିଳ୍ପ ନିବେଶ। ରସାୟନ, ବୟନ, ଇସ୍ପାତ ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ମଧ୍ୟ ନିବେଶ ହେବ। ରାଜ୍ୟ ସରକାର ୨ ହଜାର ୭୮୦ କୋଟି ମୂଲ୍ୟର ୧୪ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୪ ହଜାର୧୦୪ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି। […]

Continue reading

ଆଇନ୍ ବନର ପାଇନ ବୃକ୍ଷ ରେ ସଦା ତୁଷାରର ଝଡ଼

ପ୍ରଦ୍ୟୁମ୍ନ ଶତପଥୀ ——————+ବ୍ରିଟିଶ ଶାସନ ସମୟର ଜମିଜମା ନଥିପତ୍ର, ଯେପରି କି ବିକ୍ରି କବଲା, ପଟ୍ଟା ଦେଖିବା ସମୟରେ ସେଥିରେ ଉଲ୍ଲେଖ ଥିବା ସାଙ୍କେତିକ ଚିହ୍ନଯଥା-ପି.=ପିତା, ଜା.-ଜାତି,ବା-ବାସସ୍ଥାନ, ସ୍ବା.-ସ୍ବାମୀ,ବି.-ବିଜେ,ମା.-ମାରଫତ୍ ,ସେ.-ସେବାୟତ,ଖା.-ଖାରଜଖାତା,ଦା.-ଦାଖଲ,ତ.-ତରଫ,ସ୍ମ.-ସମ୍ବନ୍ଧୀୟ,ମୌ.-ମୌଜା,ଓ.-ଓଗେର,ଜ.ଦ.-ଜବରଦଖଲ,ଖା.ପୁ.-ଖାନାପୁରୀ,ଜ.ସ.- ଜରସମନ,ଵ.ସୁ.ଦ.-ବନ୍ଧକ ସୂତ୍ରେ ଦଖଲ,ଖ.ସୁ.ଦ.-ଖରିଦ ସୂତ୍ରେ ଦଖଲ,ଦା.ସୁ.ଦ.- ଦାନ ସୂତ୍ରେ ଦଖଲ ଇତ୍ୟାଦି ଇତ୍ୟାଦି ସାଙ୍କେତିକ ଚିହ୍ନ ସମ୍ପ୍ରତି ବୈଷୟିକ ଜମିଜମା ସଂପର୍କିତ ନଥିପତ୍ରରେ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ପଞ୍ଚମ ଶ୍ରେଣୀରେ ଆମେ ମାପର ସାରଣୀ ପଢି ମନେ ରଖୁଥିଲୁ ବୃତ୍ତି ପରୀକ୍ଷାରେ ପ୍ରଶ୍ନ […]

Continue reading
ରୁଫଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ୭ମ ସ୍ଥାନରେ

ରୁଫଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ୭ମ ସ୍ଥାନରେ

୧୭ ଅଗଷ୍ଟ ୨୦୨୬: ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁସାରେ, ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଜାତୀୟ ସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇ ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରୁଫଟପ୍ ସୋଲାର ବଜାର ଭାବେ ଉଭା ହୋଇଛି । ରାଜ୍ୟରେ ପ୍ରାୟ ୧.୭୪ ଲକ୍ଷ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରାଯାଇଛି, ଯାହା ସମଗ୍ର […]

Continue reading
MMDR ବିଲ୍, ୨୦୨୬କୁ ନେଇ ବିରୋଧୀଙ୍କ ମିଥ୍ୟା ଅପପ୍ରଚାର ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ

MMDR ବିଲ୍, ୨୦୨୬କୁ ନେଇ ବିରୋଧୀଙ୍କ ମିଥ୍ୟା ଅପପ୍ରଚାର ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ‘ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬’ (MMDR Amendment Bill-2026) କୁ ବିରୋଧ କରିବା ସହ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହାର କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ […]

Continue reading
କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି,ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ମିଳିଲା ସମୟ

କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି,ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ମିଳିଲା ସମୟ

ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି। ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ସୁପ୍ରିମକୋର୍ଟ ଆଉ ଏକ ଶେଷ ସୁଯୋଗ ଦେଇଛନ୍ତି। ପୂର୍ବ ଶୁଣାଣିରେ ଆଜି ସୁଦ୍ଧା ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲା। ତେବେ ଆଜିର ଶୁଣାଣିରେ ମଧ୍ୟ କୌଣସି […]

Continue reading
ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ, ୯ହଜାର ୪୫୦ କୋଟିର ୪ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ, ୯ହଜାର ୪୫୦ କୋଟିର ୪ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ । ୯ହଜାର ୪୫୦ କୋଟିର ୪ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି । ଖଡ଼ଗପୁର–ଭଦ୍ରକ, ଭଦ୍ରକ–ହରିଦାସପୁର ଓ କଟକ–ପାରାଦୀପ କରିଡର ସାମିଲ; ୪୧୦ କିମି ବଢ଼ିବ ରେଳ ନେଟୱର୍କ । ଦେଶର ଚାରିଟି ରାଜ୍ୟରେ ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇଁ ଚାରିଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ କାର୍ଯ୍ୟକାରୀ ହେବାକୁ ଥିବା ଏହି […]

Continue reading
ଭାରତୀୟ ନୌସେନାକୁ ମିଳିଲା ‘ଏମକ୍ୟୁ-୯ବି ସି ଗାର୍ଡିଆନ ,ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟ,ଲିଜ୍ ଏଗ୍ରୀମେଣ୍ଟ ସ୍ୱାକ୍ଷରିତ

ଭାରତୀୟ ନୌସେନାକୁ ମିଳିଲା ‘ଏମକ୍ୟୁ-୯ବି ସି ଗାର୍ଡିଆନ ,ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟ,ଲିଜ୍ ଏଗ୍ରୀମେଣ୍ଟ ସ୍ୱାକ୍ଷରିତ

ଭାରତୀୟ ନୌସେନା ତାର ସମୁଦ୍ର ମନିଟରିଂ ଓ ଗୁଇନ୍ଦା ସୂଚନା ସଂଗ୍ରହ କ୍ଷମତା ବଢାଇବାକୁ ଯାଉଛି। ଏଥି ପାଇଁ ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନ-୨ରେ ସୋମବାର ଆମେରିକୀୟ କମ୍ପାନୀ ‘ଜେନେରାଲ ଏଟମିକ୍ସ ଏରୋନଟିକାଲ ସିଷ୍ଟମସ୍ ଇଂକ୍’ ସହ ଏକ ଗୁରୁତ୍ୱପୂର୍ଣ୍ଣ ଲିଜ୍ ଏଗ୍ରୀମେଣ୍ଟ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁସାରେ ଭାରତୀୟ ନୌସେନାକୁ ୩୦ ମାସ ନିମନ୍ତେ ଦୁଇଟି ‘ଏମକ୍ୟୁ-୯ବି ସି ଗାର୍ଡିଆନ’ ହାଇଅଲ୍ଟିଟ୍ୟୁଡ ଲଙ୍ଗ ଏଣ୍ଡ୍ୟୋରେନ୍ସ (ଏଚଏଏଲଇ) ରିମୋଟଲି ପାଇଲଟେଡ (ବିନା ପାଇଲଟ) ଏୟାରକ୍ରାଫ୍ଟ ଲିଜରେ ମିଳିବ। […]

Continue reading
ବିଜେପି ପାର୍ଟିର ନୂଆ ସୋସିଆଲ ମିଡିଆ ସଂଯୋଜକ ଭାବେ ନିଯୁକ୍ତ ହେଲେ ଦୀପକ ମହସ୍କେ

ବିଜେପି ପାର୍ଟିର ନୂଆ ସୋସିଆଲ ମିଡିଆ ସଂଯୋଜକ ଭାବେ ନିଯୁକ୍ତ ହେଲେ ଦୀପକ ମହସ୍କେ

କେତେକ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ବିଜେପି ପାର୍ଟିର ଜାତୀୟ ଟିମ୍ ରେ ପରିବର୍ତ୍ତନ କରାଯାଇଛି। ଏଥିରେ ଦୀପକ ମହସ୍କେ ନୂଆ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ମହସ୍କେଙ୍କୁ ସୋସିଆଲ ମିଡିଆ ସହସଂଯୋଜକ ନିଯୁକ୍ତ ପ୍ରୀତି ଗାନ୍ଧି, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ ଓ ଅଋଣ ଯୋଦବଙ୍କ ସହଯୋଗ ମିଳିବ। ସେହିପରି ପାର୍ଟି ଅନିଲ ବଲୁନୀଙ୍କୁ ମିଡିଆ ସମନ୍ୱୟକ ନିଯୁକ୍ତ କରିଛି। ଯୁଗ୍ମ ସମନ୍ୱୟକ ଆଶିଷ ଉଷା ଅଗ୍ରୱାଲ, ପ୍ରଦୀପ ଭଣ୍ଡାରୀ ଓ ସିଦ୍ଧାର୍ଥ […]

Continue reading