ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରିବନି ଡିଜିପି ନିଯୁକ୍ତି

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରିବନି ଡିଜିପି ନିଯୁକ୍ତି

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରିବନି ଡିଜିପି ନିଯୁକ୍ତି । ମାମଲାର ଶୁଣାଣି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । UPSC ୧୮ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବନି କହିଲେ ସୁପ୍ରିମକୋର୍ଟ । ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ସାମାଜିକ କର୍ମୀ ଜୟନ୍ତ ଦାସ ଏହି PIL ଦାଖଲ କରିଛନ୍ତି । ଯାହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କରି ଏହି ରାୟ ଦେଇଛନ୍ତି । […]

Continue reading
୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚିବ ଗୁଣାତ୍ମକ ବିଦ୍ୟୁତ୍ ସେବା

୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚିବ ଗୁଣାତ୍ମକ ବିଦ୍ୟୁତ୍ ସେବା

ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ସମସ୍ତଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନର ପ୍ରସ୍ତାବିତ ଶକ୍ତି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୧୫ଟି ନୂଆ ଗ୍ରୀଡ୍ ସବଷ୍ଟେସନ୍ ସ୍ଥାପନ କରାଯାଇଛି। ଏହା ସହିତ […]

Continue reading
ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରାେହ, ଏହି ଅବସରରେ ମୋଟ ୬୬ ଜଣଙ୍କୁ ସମ୍ମାନିତ କଲେ ଡ଼ିଜିପି

ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରାେହ, ଏହି ଅବସରରେ ମୋଟ ୬୬ ଜଣଙ୍କୁ ସମ୍ମାନିତ କଲେ ଡ଼ିଜିପି

ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲାରେ ସଫଳ ଦଣ୍ଡବିଧାନ ସୁନିଶ୍ଚିତ କରିବା ସହ ତଦନ୍ତ ଓ ଆଇନଗତ ପ୍ରକ୍ରିୟାରେ ଉତ୍କୃଷ୍ଟ ଅବଦାନ ପାଇଁ ଓଡ଼ିଶା ପୋଲିସର ଅଧିକାରୀ ଏବଂ ସରକାରୀ ଆଇନଜୀବୀଙ୍କୁ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳ ଦଣ୍ଡବିଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ପୋଲିସ […]

Continue reading
ଓଡ଼ିଶା-ଝାଡ଼ଖଣ୍ଡରେ ଚାଲିଥିଲା ଅନ୍ତଃରାଜ୍ୟ ଠକେଇ ସିଣ୍ଡିକେଟ୍‌; ୩.୫ କୋଟିରୁ ଅଧିକ ଟଙ୍କାର କାରବାର ଠାବ

ଓଡ଼ିଶା-ଝାଡ଼ଖଣ୍ଡରେ ଚାଲିଥିଲା ଅନ୍ତଃରାଜ୍ୟ ଠକେଇ ସିଣ୍ଡିକେଟ୍‌; ୩.୫ କୋଟିରୁ ଅଧିକ ଟଙ୍କାର କାରବାର ଠାବ

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନାଁରେ ନକଲି ମୋବାଇଲ୍‌ ଆପ୍‌ (ଏପିକେ) ମାଧ୍ୟମରେ ସାଇବର ଠକେଇ ଚଳାଇଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍‌କୁ ଧରିବାରେ ରାଉରକେଲା ପୁଲିସ ସଫଳ ହୋଇଛି। ମାମଲାର ତଦନ୍ତକୁ ଆଗକୁ ବଢ଼ାଇ ମାମଲାର ତଦନ୍ତ କରୁଥିବା ଉଦିତନଗର ପୁଲିସ ଝାଡ଼ଖଣ୍ଡର ଦେଓଘରରୁ କିଙ୍ଗପିନ୍ ସମେତ ୪ ଜଣଙ୍କୁ ଗିରଫ କରିଛି। ସାଇବର ଠକେଇ ତଦନ୍ତ ସମୟରେ ଗତ ୬ ଅଗଷ୍ଟ ୨୦୨୬ ରେ ଏହି ନେଟୱର୍କ ସମ୍ପର୍କରେ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଅଭିଯୁକ୍ତମାନେ ସରକାରୀ […]

Continue reading
“କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ “

“କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ “

ଧର୍ମୀୟ ଓ ଦାର୍ଶନିକ ଉକ୍ତି  “କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ ” ହିଁ ନିର୍ବିବାଦୀୟ ସତ୍ୟ , ଯାହା ମଣିଷ ଜୀବନର ନଶ୍ୱରତା ଏବଂ ସଂସାରର ଅସ୍ଥାୟୀ ରୂପକୁ  ସୂଚେଇ ଦେଇଥାଏ । ଏହି ଅସୀମ ନାଟକର ମଞ୍ଚ ହେଉଛି ଆମର ଏହି ପୃଥିବୀ, ଆଉ ଆମେ ସମସ୍ତେ ନିଜ ନିଜର ଭୂମିକା ତୁଲାଉଥିବା ଜଣେ ଜଣେ କଳାକାର ବା ଅଭିନେତା ବା […]

Continue reading
ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ ବାରମ୍ବାର ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧୀ – ଧର୍ମେନ୍ଦ୍ର ପ୍ରଧାନ

ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ ବାରମ୍ବାର ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧୀ – ଧର୍ମେନ୍ଦ୍ର ପ୍ରଧାନ

କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଏବଂ ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ କ୍ରମାଗତ ଭାବେ ମିଥ୍ୟା ଓ ଭ୍ରାନ୍ତିକର ତଥ୍ୟ ପ୍ରସାରଣ କରୁଛନ୍ତି ବୋଲି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ନିୟମିତ ଭାବେ ମିଛ କହିବା ଅଭ୍ୟାସରେ ପରିଣତ କରିଥିବା ଏହି ବିରୋଧୀ ଦଳ ନେତା ନା ସଂସଦକୁ […]

Continue reading
ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ,ରାଜ୍ୟର ସମସ୍ତ କୃଷକଙ୍କ ଟୋକନ ଯୋଗାଇ ଦିଆଯିବ ଏବଂ କାହାର ବି ଟୋକନ ବ୍ରେକ ହେବ ନାହିଁ- ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ,ରାଜ୍ୟର ସମସ୍ତ କୃଷକଙ୍କ ଟୋକନ ଯୋଗାଇ ଦିଆଯିବ ଏବଂ କାହାର ବି ଟୋକନ ବ୍ରେକ ହେବ ନାହିଁ- ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଚାଷୀ ପଞ୍ଜିକରଣ ପାଇଁ ଏଗ୍ରିଷ୍ଟାକ୍ ଫାର୍ମର ID ବାଧ୍ୟତାମୂଳକ ଘୋଷଣା ପରେ ଦେଖିବାକୁ ମିଳିଛି ଅସନ୍ତୋଷ। ଅନେକ ସ୍ଥାନରେ ଚାଷୀମାନେ ଏହାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଅବଶ୍ୟ ସରକାରଙ୍କ ଆଶ୍ବାସନା ଦେଇ ଚଳିତ ବର୍ଷ ଏଗ୍ରିଷ୍ଟେକ ଫାର୍ମର ID ବିନା ଚାଷୀ ଧାନ ବିକ୍ରି କରିପାରିବେ ବୋଲି କହିଛନ୍ତି । ହେଲେ ତଥାପି ଏହାକୁ ନେଇ ନ୍ଦ୍ବନ୍ଦ୍ବ ଲାଗି ରହିଛି। ଏହାରି ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ ହୋଇଛି। ଯୋଗାଣ ମନ୍ତ୍ରୀ […]

Continue reading
ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ଜାତୀୟ ଗୀତ ବନ୍ଦେ ମାତରମ୍

ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ଜାତୀୟ ଗୀତ ବନ୍ଦେ ମାତରମ୍

ଜାତୀୟ ଗୀତ ବନ୍ଦେ ମାତରମ୍ ୮୦ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ଅଂଶ ପାଲଟିଛି । ପ୍ରଥମ ଥର ପାଇଁ ଏହାକୁ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ । ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପୂର୍ବରୁ ଲାଲକିଲ୍ଲାର ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ କେବେ ବି ସାମିଲ କରାଯାଇ ନ ଥିଲା । […]

Continue reading
ଜଗନ୍ନାଥ ବେହେରା ଓ ଅକ୍ଷୟ ଚରଣ ସ୍ୱାଇଁଙ୍କ ସ୍ମୃତିରେ  ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଜଗନ୍ନାଥ ବେହେରା ଓ ଅକ୍ଷୟ ଚରଣ ସ୍ୱାଇଁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଓଡ଼ିଆ ପାଲା ସଂସ୍କୃତିର ଦୁଇ ପ୍ରବାଦ ପୁରୁଷ—’ଗାୟକ ଶେଖର’ ଜଗନ୍ନାଥ ବେହେରା (୧୦୧ ବର୍ଷ) ଏବଂ ‘ଗାୟକ ସମ୍ରାଟ’ ଅକ୍ଷୟ ଚରଣ ସ୍ୱାଇଁ (୯୩ ବର୍ଷ)ଙ୍କ ପରଲୋକରେ ଓଡ଼ିଶାର ଭାଷା, ସାହିତ୍ୟ ଓ ପାଲା ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏହି ଦୁଇ ମହାନ୍ ଦିବଂଗତ ସାରସ୍ୱତ ସାଧକଙ୍କ ସ୍ମୃତିଚାରଣ ଓ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ୧୦ ଅଗଷ୍ଟ ୨୦୨୬, ସୋମବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପ୍ରେକ୍ଷାଳୟରେ ଏକ “ରାଜ୍ୟସ୍ତରୀୟ […]

Continue reading
ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ,ରାଜ୍ୟର ସମସ୍ତ କୃଷକଙ୍କ ଟୋକନ ଯୋଗାଇ ଦିଆଯିବ ଏବଂ କାହାର ବି ଟୋକନ ବ୍ରେକ ହେବ ନାହିଁ- ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ସରକାର ଚାଷୀଙ୍କ ସହ ଅଛନ୍ତି, ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ,ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ

 ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣରେ କୌଣସି ଜଟିଳତା ନାହିଁ । ସରକାର ଚାଷୀଙ୍କ ସହ ଅଛନ୍ତି । ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଚାଷୀଙ୍କ ସହ ଅଛନ୍ତି। ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫ ହଜାର ୯୩ ଜଣ ଚାଷୀ ପଞ୍ଜିକରଣ […]

Continue reading