ଚିର ବିପ୍ଲବିଣୀ , ଅଗ୍ନି ତେଜସ୍ବିନୀ ସାରଳା

ଚିର ବିପ୍ଲବିଣୀ , ଅଗ୍ନି ତେଜସ୍ବିନୀ ସାରଳା

ପ୍ରଦ୍ୟୁମ୍ନ ଶତପଥୀ ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା  ଚିର ବନ୍ଦନୀୟା ସରଳା ଦେବୀ ମହାପାତ୍ରଙ୍କ ୧୨୩ ତମ ଜୟନ୍ତୀ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଦୀର୍ଘ ଦିନର ଦାବିକୁ ଗ୍ରହଣ କରି ଓଡ଼ିଶା ବିଧାନ ସଭାର ସମ୍ମୁଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବାଚସ୍ପତି ଙ୍କ ସମେତ ଅନେକ ମନ୍ତ୍ରୀ, ବିଧାୟକ ତଥା ଅନେକ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନଙ୍କ ଉପସ୍ଥିତିରେ ତାଙ୍କର ଏକ ପୂର୍ଣ୍ଣାଙ୍ଗ […]

Continue reading
ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ଅଗଷ୍ଟ ୧୭ ତାରିଖ ଯାଏଁ ଚାଲିବ ଏହି ଅଭିଯାନ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବା ସହ ଦେଶଭକ୍ତିର ବାର୍ତ୍ତା ଦିଆଯାଉଛି। ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ବିଶାଳ ତ୍ରିରଙ୍ଗା ରାଲି। ଯେଉଁଥିରେ ସାମିଲ ହୋଇ ଏକତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତ୍ରିରଙ୍ଗାରେ ରଙ୍ଗୀନ ରାଜଧାନୀ। […]

Continue reading
ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ

ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ

ଘରେ ଘରେ ତ୍ରିରଙ୍ଗା ଅଭିଯାନ । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ବହୁ ଆଡ଼ମ୍ବର ସହକାରେ ପାଳନ କରାଯିବ । ଘରେ […]

Continue reading
ଶିଳ୍ପଜଗତରୁ ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ,

ଶିଳ୍ପଜଗତରୁ ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ,

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ, ଶିଳ୍ପଜଗତରୁ ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ଦୁଇ ଦିନିଆ ଶିଳ୍ପ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଏବଂ ପୂର୍ବ ଭାରତର ଦ୍ରୁତ ବିକାଶର ଆଭିମୁଖ୍ୟ ଅନୁଯାୟୀ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ […]

Continue reading
ପ୍ରତ୍ୟେକ ପିଢ଼ିର ନିଜସ୍ୱ ଆହ୍ୱାନ ଏବଂ ଦାୟିତ୍ୱ ରହିଥାଏ,ଆଗାମୀ ୩୫ ବର୍ଷରେ ଆପଣମାନଙ୍କ କାମ ବିକଶିତ ଭାରତର ମୂଳଦୁଆ ହେବ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରତ୍ୟେକ ପିଢ଼ିର ନିଜସ୍ୱ ଆହ୍ୱାନ ଏବଂ ଦାୟିତ୍ୱ ରହିଥାଏ,ଆଗାମୀ ୩୫ ବର୍ଷରେ ଆପଣମାନଙ୍କ କାମ ବିକଶିତ ଭାରତର ମୂଳଦୁଆ ହେବ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆଇଆଇଟି ଦିଲ୍ଲୀର ୫୭ତମ ସମାନବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ପ୍ରତ୍ୟେକ ପିଢ଼ିର ନିଜସ୍ୱ ଆହ୍ୱାନ ଏବଂ ଦାୟିତ୍ୱ ରହିଥାଏ । ଏହି ପିଢ଼ି ପାଇଁ ଆଗାମୀ ସମୟରେ ଆହୁରି ଅଧିକ ଆହ୍ୱାନପୂର୍ଣ୍ଣ ହୋଇପାରେ । ଏଥିପାଇଁ ଧ୍ୟାନରେ ରଖନ୍ତୁ ଯେ ଆଗାମୀ ୩୫ ବର୍ଷରେ ଆପଣମାନଙ୍କ କାମ ବିକଶିତ ଭାରତର ମୂଳଦୁଆ ହେବ । ସେ କହିଛନ୍ତି, ମୁଁ ଆଇଆଇଟିର ଅନେକ ପ୍ରାକ୍ତନ […]

Continue reading
ଏନଡିଏରେ ସାମିଲ ନୂଆ ସାଂସଦଙ୍କୁ ବ୍ରେକଫାଷ୍ଟ ମିଟିଂରେ ଭେଟିଲେ ମୋଦି, ଅଭୟବାଣୀ ଦେଲେ ପ୍ରଧାନମନ୍ତ୍ରୀ

ଏନଡିଏରେ ସାମିଲ ନୂଆ ସାଂସଦଙ୍କୁ ବ୍ରେକଫାଷ୍ଟ ମିଟିଂରେ ଭେଟିଲେ ମୋଦି, ଅଭୟବାଣୀ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପୂର୍ବାହ୍ନରେ ଏନଡିଏରେ ସାମିଲ ନୂଆ ସାଂସଦଙ୍କୁ ବ୍ରେକଫାଷ୍ଟ ମିଟିଂରେ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ତୃଣ ମୂଳ କଂଗ୍ରେସର ବିଦ୍ରୋହୀ ଓ ଶିବସେନା (ଉଦ୍ଧବ)ର ୬ ଜଣ ସାଂସଦ ଯେଉଁମାନେ ନିକଟରେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି ଓ କହିଛନ୍ତି ଚିନ୍ତା କରିବାର କୌଣସି କାରଣ ନାହିଁ ଆମେ ଆପଣମାନଙ୍କ ସାଙ୍ଗରେ ଅଛୁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏନଡିଏ ଏକ ପରିବାର। ଆମେ […]

Continue reading
ବିଶ୍ବ ହସ୍ତତନ୍ତ ଦିବସ,ଏହି ଦିବସକୁ ଗର୍ବର ସହ ପାଳନ କରିବାକୁ ପ୍ରତିଟି ନାଗରିକଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅପିଲ

ବିଶ୍ବ ହସ୍ତତନ୍ତ ଦିବସ,ଏହି ଦିବସକୁ ଗର୍ବର ସହ ପାଳନ କରିବାକୁ ପ୍ରତିଟି ନାଗରିକଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅପିଲ

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭିଡିଓ ପୋଷ୍ଟ କରି ଦେଶବାସୀଙ୍କୁ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ୧୯୦୫, ଅଗଷ୍ଟ ୭ ତାରିଖକୁ କେବେ ଭୁଲି ହେବନି । ଏହି ଦିବସକୁ ଗର୍ବର […]

Continue reading
ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରୁ ବାଦ ପଡ଼ିଲେ  ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲ, ଜାଣନ୍ତୁ ଏହାର କାରଣ

ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରୁ ବାଦ ପଡ଼ିଲେ ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲ, ଜାଣନ୍ତୁ ଏହାର କାରଣ

‘ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରେ ୩୧ ମେ ୨୦୨୬ ସୁଦ୍ଧା ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲଙ୍କୁ ହଟାଇ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଶୁକ୍ରବାର ସଂସଦରେ ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ୧,୨୦୦ ଅନ୍ୟ ହସ୍ପିଟାଲଙ୍କୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ପ୍ୟାନେଲରୁ ନିଲମ୍ବିତ କରିଛନ୍ତି। ନଡ୍ଡା କହିଛନ୍ତି ଯେ ୫ ଲକ୍ଷଟଙ୍କାର ସ୍ୱାସ୍ଥ୍ୟବୀମା ଯୋଜନା ଗାଇଡଲାଇନ ଉଲ୍ଲଂଘନ ଲାଗି ୨୯ଟି ଏତଲା ରୁଜୁ ହୋଇଛି ଓ ୩୨୮.୪୯ କୋଟି ଟଙ୍କା […]

Continue reading
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କଲେ ଛତିଶଗଡ଼ ରାଜ୍ୟପାଳ ରମଣ ଡେକା

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କଲେ ଛତିଶଗଡ଼ ରାଜ୍ୟପାଳ ରମଣ ଡେକା

ଭୁବନେଶ୍ୱର: ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରମଣ ଡେକା ତା ୬/୮/୨୬ (ଗୁରୁବାର) ଦିନ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ତାଙ୍କ ବାସଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଆଲୋଚନା ଓ ସାକ୍ଷାତକାର ଅବସରରେ ରାଜ୍ୟପାଳ ଶ୍ରୀ ଡେକା, ବରିଷ୍ଠ ଜନନେତା, ପୂର୍ବତନ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କୁ ତାଙ୍କର (ବିଳମ୍ବିତ) ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହା ସହିତ ସେ ଶ୍ରୀ ହରିଚନ୍ଦନଙ୍କ ସାମ୍ପ୍ରତିକ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି […]

Continue reading
ଚାନ୍ଦିପୁରରୁ ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଚାନ୍ଦିପୁରରୁ ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଚାନ୍ଦିପୁରରୁ ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ମଧ୍ୟମ ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷା କରିଛି। ଏହି ପରୀକ୍ଷା ରଣନୀତିକ ବାହିନୀ କମାଣ୍ଡର ତତ୍ତ୍ୱାବଧାନରେ କରାଯାଇଥିବାବେଳେ କ୍ଷେପଣାସ୍ତ୍ରର ସମସ୍ତ ପରିଚାଳନାଗତ ଓ ପ୍ରଯୁକ୍ତିଗତ ମାନଦଣ୍ଡ ସଫଳତାର ସହ ପରୀକ୍ଷିତ ହୋଇଛି। ଏହା ନିୟମିତ ‘ୟୁଜର ଟ୍ରାଏଲ୍’,ଦେଶର ରଣନୀତିକ ପ୍ରତିରୋଧ କ୍ଷମତାର ପ୍ରସ୍ତୁତି ଓ ନିର୍ଭରଯୋଗ୍ୟତାକୁ ପୁଣିଥରେ ଯାଞ୍ଚ କରିବା ଉଦ୍ଦେଶ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ […]

Continue reading