ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,୧୩ ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,୧୩ ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଦେବେ ଯୋଗ

୧୩ ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ କହିଛନ୍ତି ଯେ, BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ମଞ୍ଚ। ସମ୍ମିଳନୀରେ ଚାରିଟି ଦେଶର ପ୍ରତିନିଧି ପ୍ରତ୍ୟକ୍ଷ ଭାବେ ଏବଂ ତିନିଟି ଦେଶର ପ୍ରତିନିଧି ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଉଛନ୍ତି।ଭାରତ ସରକାର ଏହି […]

Continue reading
ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ

ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କଲେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ। ଏହି ଅବସରରେ ବିଭିନ୍ନ ସାଙ୍ଗଠନିକ ଏବଂ ସମସାମୟିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ। ସେ ଆହୁରି ଲେଖିଛନ୍ତି ଏହି ବୈଠକରେ ଓଡ଼ିଶାରେ ସଂଗଠନକୁ ଆହୁରି ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ […]

Continue reading
ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ତଥା ଇତିହାସସିଦ୍ଧ ଯଶସ୍ବୀ ବାଚସ୍ପତି, ସମ୍ବିଧାନ ବିଶେଷଜ୍ଞ , ସମାଜ ସମ୍ପାଦକ, ପ୍ରବୀଣ ସାରସ୍ବତ ସାଧକ, ଗବେଷକ,ଆଦର୍ଶ ଗୁରୁ, ବାଗ୍ମୀ ପ୍ରବକ୍ତା ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ ତାଙ୍କର ମହାଡାକପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସତ୍ୟବାଦୀର ମାନ୍ୟବର ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କ ସମେତ ଅନେକ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନେ ଯୋଗ ଦେଇଥିଲେ […]

Continue reading
କଠୁଆରେ ପାକିସ୍ତାନୀ ଡ୍ରୋନ୍ ଅନୁପ୍ରବେଶ, ପୁଞ୍ଚରେ ଜୋରଦାର ସର୍ଚ୍ଚ ଅପରେସନ

କଠୁଆରେ ପାକିସ୍ତାନୀ ଡ୍ରୋନ୍ ଅନୁପ୍ରବେଶ, ପୁଞ୍ଚରେ ଜୋରଦାର ସର୍ଚ୍ଚ ଅପରେସନ

ଜମ୍ମୁ- କାଶ୍ମୀର ସୀମାରେ ପୁଣି ଥରେ ପାକିସ୍ତାନର କଳା କାରନାମା ସାମ୍ନାକୁ ଆସିଛି। ଭାରତୀୟ ସୀମାକୁ ଏକ ପାକିସ୍ତାନୀ ଡ୍ରୋନ୍ ଅନୁପ୍ରବେଶ କରିବା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୀମାନ୍ତବର୍ତ୍ତୀ କଠୁଆ ଜିଲ୍ଲାରେ ଏହି ସନ୍ଦିଗ୍ଧ ଡ୍ରୋନକୁ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଯାହା ପରେ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାବଳ ସତର୍କ ହୋଇପଡ଼ିଛନ୍ତି। ରିପୋର୍ଟ ଅନୁଯାୟୀ, ଦିନ ୨ଟା ବେଳେ କଠୁଆ ଜିଲ୍ଲାର ହିରାନଗର ସେକ୍ଟର ଅନ୍ତର୍ଗତ ବୋବିୟାନ୍ ଅଞ୍ଚଳର ଶୁକମାଲ, ଦେବୀନ୍ଦ୍ରା […]

Continue reading
ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

 ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀ ମାନଙ୍କୁ ନିଜେ ଚକୋଲେଟ୍‌ ବାଣ୍ଟିଲେ।ସୂଚନାନୁସାରେ, ଦର୍ଶନ ପରେ ରାଷ୍ଟ୍ରପତି ପୁଣି ଏହି ରାସ୍ତାରେ ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ବୁଧବାର […]

Continue reading
ବିଶ୍ୱର ସବୁଠୁ ଧନୀ ନେତା ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ,

ବିଶ୍ୱର ସବୁଠୁ ଧନୀ ନେତା ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ,

ଅନ୍ତର୍ଜାତୀୟ ରାଜନୀତିରେ ଯେବେବି ପ୍ରଭାବ ଓ କ୍ଷମତାର ଉଲ୍ଲେଖ ହୁଏ ସେତେବେଳେ ବିଶ୍ୱର ଶୀର୍ଷ ରାଷ୍ଟ୍ରମୁଖ୍ୟଙ୍କ ନାମ ସାମ୍ନାକୁ ଆସିଥାଏ। ତେବେ ବୈଶ୍ୱିକ ମଞ୍ଚର ଏହି ଶକ୍ତିଶାଳୀ ଲୋକେ କେବଳ ରାଜନୈତିକ ନିଷ୍ପତ୍ତି ଓ କୂଟନୀତି ଲାଗି ନୁହେଁ ବରଂ ସେମାନଙ୍କ ଅଚଳାଚଳ ସମ୍ପତ୍ତି ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସାମ୍ନାକୁ ଆସିଥିବା ବିଶ୍ୱର ସବୁଠୁ ଧନୀ ନେତାଙ୍କ ନୂଆ ସୂଚୀରେ ଶାସନ ଓ ସମ୍ପତ୍ତିର ତାଳମେଳକୁ ଉଜାଗର କରିଛି। ଏହି ତାଲିକାରେ ଋଷିଆ ରାଷ୍ଟ୍ରପତି […]

Continue reading
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡ଼ା ସୁରକ୍ଷା ବଳୟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ଲୋକଭବନ ଯାଇଥିଲେ ରାଷ୍ଟ୍ରପତି । ସେଠାରୁ ସଡ଼କ ଯୋଗେ ରାଷ୍ଟ୍ରପତି କଟକ ବାଆଁରା ଅଭିମୁଖେ ବାହାରିଥିଲେ । ସେଠାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର […]

Continue reading
ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ

ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ

ଆଜି ତେୟାନବେ (୯୩) ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଓଡ଼ିଶାର ଜନାଦୃତ ଜନନେତା ,ପାଇକ ସାମରିକ ମହାସଂସ୍କୃତି ଓ ପରମ୍ପରାର ମ଼ହାନାୟକ, ପଡୋଶୀ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟର ପ୍ରାକ୍ତନ ରାଜ୍ୟପାଳ ବରେଣ୍ୟ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହାରେ ଆଜିର ତାରିଖରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଆ ନାଟ୍ୟାନ୍ଦୋଳନର ସମର୍ପିତ କାଣ୍ଡାରୀ ପିତା ପର୍ଶୁରାମ ହରିଚନ୍ଦନଙ୍କ ସୁପୁତ୍ର ଭାବରେ ଜନ୍ମ୍ ଗ୍ରହଣ କରିଥିଲେ । ଏହା ନିର୍ଵିବାଦୀୟ ସତ୍ୟ ଯେ ବିଶ୍ବଭୂଷଣ ଆଜ୍ଞା ଓଡ଼ିଶାର ରାଜନୈତିକ […]

Continue reading
ଭାରତରେ ଶରଣ ନେବାର ୨ ବର୍ଷ ପରେ ଗଣମାଧ୍ୟମ ସାମ୍ନାକୁ ଆସିବେ ଶେଖ୍ ହସିନା

ଭାରତରେ ଶରଣ ନେବାର ୨ ବର୍ଷ ପରେ ଗଣମାଧ୍ୟମ ସାମ୍ନାକୁ ଆସିବେ ଶେଖ୍ ହସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଥମ ଥର ଭାରତରେ ଗଣମାଧ୍ୟମ ସାମ୍ନାକୁ ଆସିବେ। ଭାରତରେ ଶରଣ ନେବାର ପାଖାପାଖି ୨ ବର୍ଷ ପରେ ଏହା ପ୍ରଥମ ଥର ଯେଉଁଥିରେ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ହସିନା ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ନୂଆ ଦିଲ୍ଲୀରେ ଫରେନ କରସପଣ୍ଡେଣ୍ଟସ୍ କ୍ଲବ ଅଫ ସାଉଥ ଏସିୟା (ଏଫସିସିଏସଏ) ଦ୍ୱାରା ଭର୍ଚୁଆଲି ହୋଷ୍ଟ କରାଯିବା, ଯେଉଁଥିରେ ଶେଖ ହସିନା ତାଙ୍କ ଭବିଷ୍ୟତର ଯୋଜନା ଓ ବାଂଲାଦେଶ ଫେରିବା ବାବଦେ କହି ପାରନ୍ତି। […]

Continue reading
ରାଜ୍ୟରେ ସୁଧୁରୁଛି ବନ୍ୟା ପରିସ୍ଥିତି, ୨୩ଟି ଜିଲ୍ଲା ପ୍ରଭାବିତ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ସୁଧୁରୁଛି ବନ୍ୟା ପରିସ୍ଥିତି, ୨୩ଟି ଜିଲ୍ଲା ପ୍ରଭାବିତ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିଥିଲେ ମଧ୍ୟ ମୌସୁମୀ ମାସ ସାରା ଓଡ଼ିଶା ପାଇଁ ବିପଦ ଆଶଙ୍କା ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ ରାଜ୍ୟର ୨୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ବିଶେଷକରି ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଏବଂ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଛି । ଏହାସହ ମହାନଦୀରେ ବନ୍ୟା […]

Continue reading