ଭାରତ ରତ୍ନ ପ୍ରଣବ ମୁଖାର୍ଜୀ: ଭାରତୀୟ ରାଜନୀତିର ସର୍ବଗୁଣ ସମ୍ପନ୍ନ ନେତା

ଭାରତ ରତ୍ନ ପ୍ରଣବ ମୁଖାର୍ଜୀ: ଭାରତୀୟ ରାଜନୀତିର ସର୍ବଗୁଣ ସମ୍ପନ୍ନ ନେତା

ଆଜି ପୂର୍ବତନ ରାଷ୍ଟ୍ରପତି ତଥା ‘ଭାରତ ରତ୍ନ’ ଆଦରଣୀୟ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ । ଏହି ଅବସରରେ ସାରା ଦେଶ ଜଣାଉଛି ବିନମ୍ର ଶ୍ରଦ୍ଧାଞ୍ଜଳି। ଭାରତୀୟ ରାଜନୀତିରେ ‘ପ୍ରଣବ ଦା’ ନାମରେ ପରିଚିତ ଏହି ମହାନ ବ୍ୟକ୍ତିତ୍ୱ ତାଙ୍କର ସୂକ୍ଷ୍ମ ଦୃଷ୍ଟି, ଗଭୀର ଅଧ୍ୟୟନ ଏବଂ ସନ୍ତୁଳିତ ନେତୃତ୍ୱ ବଳରେ ଦେଶର ଶାସନ-ପ୍ରଶାସନ ଓ ନୀତି-ନିର୍ମାଣକୁ ଏକ ନୂଆ ଦିଗ ଦେଇଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ସାର୍ବଜନୀନ ଜୀବନ କେବଳ ରାଜନୀତିରେ […]

Continue reading
ପରମ ପୂଜ୍ୟ ବାଲାସାହେବ ଦେବରସ: ସମରସତା ଓ ରାଷ୍ଟ୍ରସମର୍ପଣର ପ୍ରତୀକ

ପରମ ପୂଜ୍ୟ ବାଲାସାହେବ ଦେବରସ: ସମରସତା ଓ ରାଷ୍ଟ୍ରସମର୍ପଣର ପ୍ରତୀକ

ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ତୃତୀୟ ସରସଂଘଚାଳକ ପରମ ପୂଜ୍ୟ ମଧୁକର ଦତ୍ତାତ୍ରେୟ ଦେବରସଙ୍କ ଜୟନ୍ତୀ । ଦେବରସ ଜୀଙ୍କ ସମଗ୍ର ଜୀବନ ସମାଜର ପୁନର୍ଜାଗରଣ, ସାମାଜିକ ସମରସତା ଏବଂ ରାଷ୍ଟ୍ର ପ୍ରତି ସମର୍ପଣର ଏକ ଉଜ୍ଜ୍ୱଳ ମାର୍ଗ ହୋଇ ରହିଛି। ୧୯୭୩ ମସିହାରେ ସରସଂଘଚାଳକ ଦାୟିତ୍ୱ ଗ୍ରହଣ କରିବା ପରେ ସେ ସଂଘକୁ ଏକ ନୂତନ ଦିଶା ଦେଇଥିଲେ। ସେ ସମାଜର ସବୁଠାରୁ ବଞ୍ଚିତ ଓ ଉପେକ୍ଷିତ ବର୍ଗଗୁଡ଼ିକୁ ସମ୍ମାନ ଏବଂ ସୁଯୋଗ […]

Continue reading
ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗଣତନ୍ତ୍ରର ସ୍ୱଚ୍ଛତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗଣତନ୍ତ୍ରର ସ୍ୱଚ୍ଛତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭାରତୀୟ ଗଣତନ୍ତ୍ରର ମୂଳଦୁଆ ହେଉଛି ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ନିରପେକ୍ଷତା। ଲୋକସଭାରେ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (Special Integrated Revision ବା SIR) ଉପରେ ତୀବ୍ର ବିତର୍କ ଚାଲିଥିବାବେଳେ, SIR ର ଆବଶ୍ୟକତାକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। SIR ହେଉଛି ଏକ ବୈଧାନିକ ପ୍ରକ୍ରିୟା, ଯାହା ନିର୍ବାଚନ କମିସନ ଦ୍ୱାରା ପ୍ରତି ବର୍ଷ କାର୍ଯ୍ୟକାରୀ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି: ମୃତ ବ୍ୟକ୍ତି, ସ୍ଥାନାନ୍ତରିତ ବ୍ୟକ୍ତି, ଏବଂ ଗୋଟିଏ […]

Continue reading
ଆୟୁଷ୍ମାନ ଭାରତ: ଗରିବ ଓ ଦୁର୍ବଳ ବର୍ଗଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷାର ବରଦାନ

ଆୟୁଷ୍ମାନ ଭାରତ: ଗରିବ ଓ ଦୁର୍ବଳ ବର୍ଗଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷାର ବରଦାନ

ଭାରତରେ ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଏକ ବିରାଟ ଆହ୍ୱାନ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନେ ଅନେକ ସମୟରେ ଗୁରୁତର ରୋଗରେ ପଡ଼ିଲେ ଚିକିତ୍ସା ଖର୍ଚ୍ଚ ତୁଲାଇ ନପାରି ଋଣଗ୍ରସ୍ତ ହୁଅନ୍ତି। ଏହି ସାମାଜିକ ଓ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଭାରତ ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ଯୋଜନା ପ୍ରକୃତରେ ଗରିବଙ୍କ ପାଇଁ ଏକ ବଡ଼ ବରଦାନ ସଦୃଶ। ଏହି ଯୋଜନା ଅନ୍ତର୍ଗତ, ପ୍ରତି ଯୋଗ୍ୟ ପରିବାରକୁ ବାର୍ଷିକ ୫ ଲକ୍ଷ […]

Continue reading
ଶିଳ୍ପ ଗୁରୁ ପୁରସ୍କାର ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଶିଳ୍ପ ଗୁରୁ ପୁରସ୍କାର ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୨୦୨୩ ଏବଂ ୨୦୨୪ ପାଇଁ ଶିଳ୍ପ ଗୁରୁ ପୁରସ୍କାର ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି। ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର କାରିଗରମାନେ ଭାରତର ସାଂସ୍କୃତିକ ଢାଞ୍ଚାର ଜୀବନ୍ତ ସୂତ୍ର ଏବଂ ଦେଶର କଳାତ୍ମକ ଐତିହ୍ୟର ପ୍ରକୃତ ରକ୍ଷକ। ସେ ଗୁରୁତ୍ୱାରୋପ କରିଥିଲେ ଯେ କାରିଗରମାନେ ପିଢ଼ି ପରେ ପିଢ଼ି ପରମ୍ପରାକୁ ସଂରକ୍ଷଣ କରି ଆସିଛନ୍ତି, ପରିବର୍ତ୍ତନକୁ […]

Continue reading
ସାମୁଦ୍ରିକ ନୌଚାଳନା ସୁରକ୍ଷା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ଉଚ୍ଚସ୍ତରୀୟ ବିଶ୍ୱ ଆଲୋଚନା

ସାମୁଦ୍ରିକ ନୌଚାଳନା ସୁରକ୍ଷା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ଉଚ୍ଚସ୍ତରୀୟ ବିଶ୍ୱ ଆଲୋଚନା

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ (ଏମଓପିଏସ୍‌ଡବ୍ଲ୍ୟୁ) ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସାମୁଦ୍ରିକ ନାଭିଗେସନ ସହାୟତା ସଂଗଠନ (ଆଇଏଏଲଏ) ପରିଷଦର ତୃତୀୟ ଅଧିବେଶନକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ (ଏମଓପିଏସ୍‌ଡବ୍ଲ୍ୟୁ) ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆଜି ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସାମୁଦ୍ରିକ ନାଭିଗେସନ ସହାୟତା ସଂଗଠନ (ଆଇଏଏଲଏ) ପରିଷଦର ତୃତୀୟ ଅଧିବେଶନକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ […]

Continue reading
ପାରମ୍ପରିକ ଚିକିତ୍ସା ଉପରେ ଦ୍ୱିତୀୟ ଡବ୍ଲୁଏଚଓ ବିଶ୍ୱସ୍ତରୀୟ ସମ୍ମିଳନୀ

ପାରମ୍ପରିକ ଚିକିତ୍ସା ଉପରେ ଦ୍ୱିତୀୟ ଡବ୍ଲୁଏଚଓ ବିଶ୍ୱସ୍ତରୀୟ ସମ୍ମିଳନୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହଯୋଗରେ ଭାରତ ଆସନ୍ତା ଡିସେମ୍ବର 17 ରୁ 19 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ଦ୍ୱିତୀୟ ଡବ୍ଲୁଏଚଓ ବିଶ୍ୱସ୍ତରୀୟ ସମ୍ମିଳନୀର ସହ-ଆୟୋଜନ କରିବ। ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ନବସୃଜନ, ପ୍ରମାଣ-ଆଧାରିତ ଅଭ୍ୟାସ ଏବଂ ଭବିଷ୍ୟତ ରଣନୀତି ଉପରେ ବିଚାର-ବିମର୍ଶ କରିବା ପାଇଁ ଏହି ସମ୍ମିଳନୀରେ ବିଶ୍ୱ ନେତୃବର୍ଗ, ନୀତି ନିର୍ଦ୍ଧାରକ, ଗବେଷକ ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ।ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ୟୁନାନୀ ଚିକିତ୍ସା ପରିଷଦ (ସିସିଆରୟୁଏମ) ଅଧୀନ […]

Continue reading
ଭାରତ ହେବ ବିଶ୍ୱର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହବ୍

ଭାରତ ହେବ ବିଶ୍ୱର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହବ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସତ୍ୟ ନାଡେଲାଙ୍କ ସହ ଫଳପ୍ରଦ ଆଲୋଚନା ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ନେତୃତ୍ୱକୁ ନେଇ ଆଶା ବ୍ୟକ୍ତ କରିଛନ୍ତି। ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ବିଶ୍ୱସନୀୟ ସ୍ଥାନ ଭାବେ ଦେଶର ବର୍ଦ୍ଧିତ ଭୂମିକା ଉପରେ ଆଲୋକପାତ କରି ଭାରତରେ ଏସିଆରେ ସର୍ବବୃହତ ପୁଞ୍ଜି ବିନିଯୋଗ ଲାଗି ମାଇକ୍ରୋସଫ୍ଟର ଘୋଷଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ। ଶ୍ରୀ ସତ୍ୟ ନାଡେଲାଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ […]

Continue reading
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ

ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି । ଶିକ୍ଷା ଏବଂ ଗବେଷଣାରେ ଭାରତ-ସାଉଦି ଆରବ ସହଯୋଗକୁ ଆହୁରି ମଜବୁତ କରିବା ଦିଗରେ ଉଭୟ ମନ୍ତ୍ରୀ ଚର୍ଚ୍ଚା କରିଛନ୍ତି । ଏହି ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ଶିକ୍ଷା, ଉଦ୍ଭାବନ ତଥା ଗବେଷଣା କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦୁଇ ଦେଶ ମଧ୍ୟରେ […]

Continue reading
ପାରମ୍ପରିକ ଔଷଧ ମାଧ୍ୟମରେ ସନ୍ତୁଳନ ଫେରାଇ ଆଣିବାରେ ଭାରତ ବିଶ୍ବରେ ଅଗ୍ରଣୀ : ଶ୍ରୀ ପ୍ରତାପ ରାଓ ଯାଧବ

ପାରମ୍ପରିକ ଔଷଧ ମାଧ୍ୟମରେ ସନ୍ତୁଳନ ଫେରାଇ ଆଣିବାରେ ଭାରତ ବିଶ୍ବରେ ଅଗ୍ରଣୀ : ଶ୍ରୀ ପ୍ରତାପ ରାଓ ଯାଧବ

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆସନ୍ତା ୧୭ରୁ ୧୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ବିକ ପାରମ୍ପରିକ ଔଷଧ ସମ୍ମିଳନୀ ଅନୁଷ୍ଠିତ ହେଉଛି । ତା ପୂର୍ବରୁ ଆଜି ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।  ଗୁଜୁରାଟରେ ୨୦୨୩ରେ ଏହି ସମ୍ମିଳନୀର ପ୍ରଥମ ସଂସ୍କରଣର ସଫଳ ଆୟୋଜନ ପରେ ଭାରତ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ପାରମ୍ପରିକ ଔଷଧ ସମ୍ମିଳନୀ ଆୟୋଜନ […]

Continue reading