ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶା ମୁକ୍ତ ଯୁବ(ଯୁବପିଢି) – ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି । ନିଶା ବିରୋଧରେ ୧୦୦ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାରାଦେଶରୁ ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବକମାନେ ଯୋଡ଼ି ହୋଇଥିଲେ । ମାଇ ଭାରତ ଭଲଣ୍ଟିୟର୍ସ, ୟୁଥ୍ କ୍ଲବ୍, ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟ, ଅଣ-ସରକାରୀ ସଂଗଠନ, ଶିଳ୍ପ ସଂଗଠନ ଏବଂ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ […]
Continue readingCategory Archives: ଦେଶ ବିଦେଶ
ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି,ଓଡ଼ିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର
ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥିକ ସହାୟତା ଜାରି କରିଛନ୍ତି। କେନ୍ଦ୍ର ଗୃହ ତଥା ସହକାରିତା ମନ୍ତ୍ରୀ ଅମିତ ଶାହ ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି’ (SDRF) ରୁ ୨,୧୧୭.୮୫ କୋଟି ଟଙ୍କାର ଆଗୁଆ ସହାତା ରାଶି ମଞ୍ଜୁର କରିଛନ୍ତି। ଓଡ଼ିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି। ଓଡ଼ିଶା ସମେତ ୭ଟି […]
Continue readingପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପଶବ୍ଦ ବ୍ୟବହାର,ହାତ ଯୋଡି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିଲେ ୧୫ ବର୍ଷର ନାବାଳିକା
ଦିଲ୍ଲୀ ଜନ୍ତରମନ୍ତରରେ ୨୩ ଜୁଲାଇରେ ହୋଇଥିବା ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପଶବ୍ଦ ବ୍ୟବହାର କରିଥିବା ମାମଲାରେ ନୂଆ ମୋଡ଼ ଆସିଛି । ଏହି ମାମଲାରେ ନାବାଳିକାଙ୍କ କ୍ଷମା ଭିଡିଓ ସାମ୍ନାକୁ ଆସିଛି । ନାବାଳିକା ଜଣକ କହିଛନ୍ତି, ମୁଁ ମାତ୍ର ୧୫ ବର୍ଷର… ଏହା ମୋର ପ୍ରଥମ ଓ ଶେଷ ଭୁଲ୍ । ହାତ ଯୋଡି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିଥିବା ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଅଶ୍ଳୀଳ ମନ୍ତବ୍ୟ କରିଥିବା ଝିଅ କ୍ଷମା ପ୍ରାର୍ଥନା ଭିଡିଓରେ […]
Continue readingଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ
ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସଂଗଠନ ଜୁଲାଇ ୩୧ରେ ପ୍ରତିବାଦ କରିବାକୁ ଯୋଜନା କରୁଥିଲା। ହେଲେ ତା’ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂଗଠନର ପ୍ରତିନିଧିମାନଙ୍କ ସହ ପ୍ରାୟ ୪ ଘଣ୍ଟା ଧରି ବୈଠକ କରିଛନ୍ତି। ଏହାକୁ ସରକାରଙ୍କର ଏକ ସକାରାତ୍ମକ ପଦକ୍ଷେପ ଆକାରରେ ଦେଖାଯାଉଛି। ଜୁଲାଇ ୩୧ରେ ‘ଦ ଗାଡ଼ି ମାର୍ଚ୍ଚ’ର […]
Continue readingସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର,ମିଛ ଇସ୍ତଫା ପତ୍ର ଭାଇରାଲ୍
ଦିଲ୍ଲୀ ଆନ୍ଦୋଳନ ସମୟରେ ଅନେକ ମିଛ ଏବଂ ବିଭ୍ରାନ୍ତିକର ଭିଡିଓକୁ ଭାଇରାଲ୍ କରାଯାଇଥିଲା । ମିଛ ଭିଡିଓ କରି ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ପ୍ରୟାସ କରାଯାଇଥିଲା । ଦିଲ୍ଲୀ ପୋଲିସ ସେହି ସବୁ ଉପରେ ଆକ୍ସନ ନେଇଛି । ଏହାରି ଭିତରେ କିଛି ଅସମାଜିକତତ୍ତ୍ୱ ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମିଛ ପ୍ରଚାର କରିବାରେ ମାତିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପଦରୁ ଓହରି ଥିବା ନେଇ ଦାବି କରୁଥିବା ଏକ […]
Continue readingରାଜ୍ୟରେ ବିଗୁଡ଼ୁଛି ବନ୍ୟା ସ୍ଥିତି: ଆଜି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ନିରୀକ୍ଷଣ
ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସଂକଟଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନିଜେ ସ୍ଥିତି ଅନୁଧ୍ୟାନ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ନିରୀକ୍ଷଣ (ଏରିଆଲ ସର୍ଭେ) କରିବେ। ବନ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକରେ କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି […]
Continue readingଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ
ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ ହୋଇଛି । ଏବେ ଆଲୋଚନା ଲାଗି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବିଲ୍ କୁ ଗୃହର ମଞ୍ଜୁରୀ ମିଳିଛି । ବାଚସ୍ପତି ଓମ ବିର୍ଲା ଆଣ୍ଟି ପେପର ଲିକ୍ ବିଲ ପାରିତ କରିବା ପରେ ଲୋକସଭାକୁ ଆସନ୍ତାକାଲି ୧୧ ଯାଏଁ ସ୍ଥଗିତ କରିଛନ୍ତି । NEET UG ପେପର ଲିକ୍ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ […]
Continue readingଉପର ଆସାମରେ ଭୟଙ୍କର ବନ୍ୟା ସ୍ଥିତି, ବନ୍ୟା ପ୍ରପୀଡ଼ିତଙ୍କୁ ଗୋଟିଏ ମାସର ଦରମା ଦେବେ ସବୁ ଦଳର ବିଧାୟକ
ସାମ୍ପ୍ରତିକ ସମୟରେ ଆସାମର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ବିଶେଷ କରି ଉପର ଆସାମର ଶିବସାଗର , ଚରାଇଦେଓ , ଯୋରହାଟ ଏବଂ ଗୋଲାଘାଟ ଜିଲ୍ଲାଗୁଡ଼ିକରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଜାର ହଜାର ଲୋକ ନିଜର ଘରଦ୍ୱାର ହରାଇ ଦୁର୍ଦ୍ଦଶା ଭୋଗୁଥିବା ବେଳେ ସେମାନଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇପଡ଼ିଛି। ଆସାମ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ, ରାଜ୍ୟର ଭୟଙ୍କର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାସକ ଓ ବିରୋଧୀ ଦଳର ସମସ୍ତ […]
Continue readingନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଆଦେଶ ଦେଲେ ସୁପ୍ରିମକୋର୍ଟ,ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରାଯିବ ନାହିଁ
ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର ଜନ୍ତର ମନ୍ତର କିମ୍ୱା ଅନ୍ୟ କୌଣସି ରାଜ୍ୟରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ବିରୋଧରେ ପୋଲିସ କୌଣସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଆଶ୍ୱସ୍ତି କେବଳ ନିର୍ଦ୍ଦୋଷ ଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ। କୋର୍ଟ ନିର୍ଦ୍ଦୋଷ ବ୍ୟକ୍ତି ଏବଂ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ […]
Continue readingସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ
ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦର୍ଶାଯାଇଥିବା ମାର୍ଗ ଓ ସେବାକାର୍ଯ୍ୟକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସ୍ୱାମୀଜୀ ଯେଉଁ ମୂଲ୍ୟବୋଧ, ସମାଜସେବା ଓ ରାଷ୍ଟ୍ରରକ୍ଷା ପାଇଁ ନିଜ ଜୀବନକୁ ଆହୁତି ଦେଇଥିଲେ, ତାଙ୍କର ସେହି ପ୍ରେରଣା ଓ ସଂକଳ୍ପକୁ ଆତ୍ମସାତ୍ କରି ଓଡ଼ିଶାକୁ ଆଗକୁ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମଙ୍ଗଳବାର ଭୁବନେଶ୍ୱର ଠାରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଓ ସାଧନା ଆଧାରିତ ପୁସ୍ତକ […]
Continue reading









