ରାଜ୍ୟକୁ ଆସିଲା ୪୮ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ରାଜ୍ୟକୁ ଆସିଲା ୪୮ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଇନଭେଷ୍ଟର୍ସ ମିଟରେ ଯୋଗଦେଇ ତିନିଦିନିଆ ଗୁଜରାଟ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ସାଥିରେ ନେଇ ଆସିଛନ୍ତି ୪୮ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଗଠନ ପାଇଁ ପୂର୍ବ ଭାରତର ଉନ୍ନତି ଅତ୍ୟାବଶ୍ୟକ। ଆଉ ଏହି ନିବେଶ ଜରିଆରେ ଓଡ଼ିଶା ଏହାର ନେତୃତ୍ବ ନେବାକୁ ପ୍ରସ୍ତୁତ। ସୂଚନା ଅନୁସାରେ, ଗୁଜରାଟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ଠାରୁ ୪୮ହଜାର ୩୩୦ କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି ପାଇଛନ୍ତି। ଏସବୁ ପ୍ରକଳ୍ପରେ ୬୭ ହଜାର ୮୩୮ରୁ […]

Continue reading
ବେଙ୍ଗଲରେ ପୁଣି ରକ୍ତାକ୍ତ ରାଜନୀତି: ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା; ପୁଣି ‘ରାଜନୈତିକ ହତ୍ୟାକାଣ୍ଡ’ର କଳା ଚିତ୍ର

ବେଙ୍ଗଲରେ ପୁଣି ରକ୍ତାକ୍ତ ରାଜନୀତି: ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା; ପୁଣି ‘ରାଜନୈତିକ ହତ୍ୟାକାଣ୍ଡ’ର କଳା ଚିତ୍ର

ପଶ୍ଚିମବଙ୍ଗ ରାଜନୀତିର ପାରଦ ଏବେ ଶିଖରରେ ଥିବା ବେଳେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ମଧ୍ୟମଗ୍ରାମ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ବିଧାନସଭା ପାସ୍ ଲାଗିଥିବା ଗାଡ଼ି ଭିତରେ ଚନ୍ଦ୍ରନାଥଙ୍କୁ ଆତତାୟୀମାନେ ଟାର୍ଗେଟ୍ କରିଥିଲେ। ବିଜେପି ଏହାକୁ ଏକ ‘ସୁନିୟୋଜିତ ହତ୍ୟାକାଣ୍ଡ’ ବୋଲି କହିଥିବା ବେଳେ ଟିଏମସି ଏହାର ନିନ୍ଦା […]

Continue reading
ନୂଆଦିଲ୍ଲୀରେ ‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ-୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀରେ ‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ-୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

‘ସ୍କୁଲ ମ୍ୟାନେଜମେଣ୍ଟ କମିଟି’(ଏସଏମସି) ଗାଇଡଲାଇନ ଶିକ୍ଷକ ଶିକ୍ଷୟିତ୍ରୀ,, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବ । ଏହି ନୂତନ ଗାଇଡ୍‌ଲାଇନ୍ ବିଦ୍ୟାଳୟ ପରିଚାଳନାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ସହ ଏକ ସୁସ୍ଥ ଶିକ୍ଷାଦାନ ପରିବେଶ ଗଠନରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ସ୍କୁଲ ମ୍ୟାନେଜମେଣ୍ଟ କମିଟି-୨୦୨୬’ର ନୂତନ […]

Continue reading
ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗୁଜୁରାଟରେ ତିନି ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’କୁ ସମ୍ୱୋଧନ ସହ ଶିଳ୍ପପତିଙ୍କ ସହ ୱାନଟୁ ୱାନ ଆଲୋଚନା କରିଛନ୍ତି। ଓଡ଼ିଶାକୁ ବହୁବିଧ ଶିଳ୍ପ ପାଇଁ ଥିବା ସୁବିଧା ଓ ସରକାରୀ ସହାୟତା ସୁବିଧା କଥା କହି ପୁଞ୍ଜି ନିବେଶ ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଭାରତ ସଂକଳ୍ପକୁ ଆଉ ପାଦେ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା। ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ […]

Continue reading
ମେ ୯ ବେଙ୍ଗଲ ପାଇବ ନୂଆ ମୁଖ୍ୟମନ୍ତ୍ରୀ

ମେ ୯ ବେଙ୍ଗଲ ପାଇବ ନୂଆ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଉଲ୍ଲେଖନୀୟ ବିଜୟ ପରେ ନୂଆ ସରକାର ଗଢିବା ପ୍ରକ୍ରିୟା ଦ୍ରୁତ ହୋଇଛି। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟ ମେ ୯ ତାରିଖ ଦିନ କୋଲକାତାର ପ୍ରସିଦ୍ଧ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ତେବେ ଏହା ପୂର୍ବରୁ ୮ ମେ ମଧ୍ୟାହ୍ନରେ ବିଜେପି ବିଧାୟକ ଦଳ ବୈଠକ ହେବ। ଏହି ବୈଠକରେ ବିଧାୟକ ଦଳ ନେତା ନିର୍ବାଚନ ହେବ। […]

Continue reading
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଲା ନୂଆ ଦାୟିତ୍ବ, ପଶ୍ଚିମ ବଙ୍ଗର ସହ-ପର୍ଯ୍ୟବେକ୍ଷକ ଭାବର ପାଇଲେ ନିଯୁକ୍ତ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଲା ନୂଆ ଦାୟିତ୍ବ, ପଶ୍ଚିମ ବଙ୍ଗର ସହ-ପର୍ଯ୍ୟବେକ୍ଷକ ଭାବର ପାଇଲେ ନିଯୁକ୍ତ

ଏକ ରାଜନୈତିକ ଘଟଣାକ୍ରମେ, ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ପଶ୍ଚିମ ବଙ୍ଗରେ ଦଳର ବିଧାୟକ ଦଳ ନେତାଙ୍କ ନିର୍ବାଚନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଏବଂ ସରକାର ଗଠନ ପାଇଁ ପଥ ପ୍ରଶସ୍ତ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଦ୍ୱାରା ଜାରି […]

Continue reading
ଦେଶ  ଗେରୁଆମୟ ,୨୨ଟି ରାଜ୍ୟରେ ଏବେ ବିଜେପି ସରକାର

ଦେଶ ଗେରୁଆମୟ ,୨୨ଟି ରାଜ୍ୟରେ ଏବେ ବିଜେପି ସରକାର

ପଶ୍ଚିମବଙ୍ଗ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ ପରେ ଦେଶର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଛି। ଦେଶ ଧିରେ ଧିରେ “ଗେରୁଆମୟ” ହେବାରେ ଲାଗିଛି। ନିର୍ବାଚନୀ ଫଳାଫଳ ଏବଂ ସାମ୍ପ୍ରତିକ ଟ୍ରେଣ୍ଡ ଅନୁଯାୟୀ, ଏବେ ଦେଶର ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାସୀନ ହୋଇଛନ୍ତି। ଦେଶର ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବିଜେପି ନିଜର ବିଜୟ ରଥକୁ ସଫଳତାର ସହ ଆଗକୁ ବଢ଼ାଇ […]

Continue reading
ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, – ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍ । କାଗଜପତ୍ର, ପେଟେଣ୍ଟ କିମ୍ବା ଆଇପିଓ ମାଧ୍ୟମରେ ପ୍ରଗତିକୁ ମାପିବାର ସମୟ ଏବେ ଶେଷ ହୋଇଛି ବୋଲି ଆଜି ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ କୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ […]

Continue reading
ଟିଭିକେ ତାମିଲନାଡ଼ୁରେ ଏକକ ବୃହତ୍ତମ ଦଳ ହୋଇ ଚମତ୍କାର ବିଜୟ ହାସଲ କରିଛି

ଟିଭିକେ ତାମିଲନାଡ଼ୁରେ ଏକକ ବୃହତ୍ତମ ଦଳ ହୋଇ ଚମତ୍କାର ବିଜୟ ହାସଲ କରିଛି

ଦୀର୍ଘ ୫୦ରୁ ଅଧିକ ବର୍ଷ ଧରି ଦ୍ରାବିଡ଼ ରାଜନୀତିର ଗଡ଼ ଥିବା ତାମିଲନାଡ଼ୁରେ ଏବେ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେର ଦବ୍‌ଦବା ରହି ଆସିଥିବା ତାମିଲନାଡ଼ୁରେ ବିଜୟଙ୍କ ଦମ୍‌ଦାର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଡିଏମ୍‌କେକୁ ପଛରେ ପକାଇ ବିଜୟଙ୍କ ଟିଭିକେ (ତାମିଲଗା ଭେଟ୍ରି କାଜାଗମ୍‌) ତାମିଲନାଡ଼ୁରେ ବାଜି ମାରିନେଇଛି। ଟିଭିକେ ରାଜ୍ୟରେ ସବୁଠାରୁ ବଡ଼ ଶକ୍ତିଭାବେ ଉଭା ହୋଇ ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେର ଦୀର୍ଘକାଳୀନ ପ୍ରଭାବକୁ ଭାଙ୍ଗି ଦେଇଛି। ଟିଭିକେ […]

Continue reading
ବର୍ଷ ବର୍ଷର ସାଧନା ସିଦ୍ଧିରେ ପରିଣତ ହୁଏ, ସେତେବେଳେ ଚେହେରାରେ ଯେଉଁ ଖୁସି ଥାଏ, ତାହା ମୁଁ ଆଜି ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖୁଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,

ବର୍ଷ ବର୍ଷର ସାଧନା ସିଦ୍ଧିରେ ପରିଣତ ହୁଏ, ସେତେବେଳେ ଚେହେରାରେ ଯେଉଁ ଖୁସି ଥାଏ, ତାହା ମୁଁ ଆଜି ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖୁଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,

ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପିର ପ୍ରଚଣ୍ଡ ବିଜୟ ଓ ପୁଡୁଚେରୀରେ ଏନଡିଏର ସଫଳତା ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ଭବ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଏବଂ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ‘ମୋଦୀ ଜୀ’ ଏବଂ ‘ଜୟ ଶ୍ରୀରାମ’ ନାରାରେ ପରିବେଶକୁ ପ୍ରକମ୍ପିତ କରିଥିଲେ। କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଲେ […]

Continue reading