ଏନ୍ ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ କଟକ ମଧ୍ୟରେ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ଖାଲ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ସେ ଅନୁରୋଧ କରିଛନ୍ତି । ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବେ ପରିଚିତ ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ […]
Continue readingCategory Archives: ଦେଶ ବିଦେଶ
୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ କୋର୍ଟ ସମନ ପଠାଇବ NIA
୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନରେ ଥିବା ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ ଭାରତର ଆଇନଗତ ପଦକ୍ଷେପ ଆହୁରି ତୀବ୍ର ହୋଇଛି। ଜୁଲାଇରେ ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଥିବାବେଳେ, ଏବେ ତାଙ୍କୁ କୋର୍ଟ ସମନ ପ୍ରଦାନ ପାଇଁ କୂଟନୈତିକ ମାଧ୍ୟମରେ ପଦକ୍ଷେପ ନିଆଯାଉଛି। ସରକାରୀ ସୂତ୍ର ଅନୁସାରେ, ସମନକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମାଧ୍ୟମରେ ପାକିସ୍ତାନକୁ ପଠାଯିବାର ପ୍ରକ୍ରିୟା ଚାଲିଛି। ଏହାର ଉଦ୍ଦେଶ୍ୟ ହେଉଛି […]
Continue readingବିଜେପି ମୁଖ୍ୟାଳୟରେ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କଲେ ମୋଦୀ, ଜେନେରେସନ୍-ଜେଡ୍’ଙ୍କ ସହ ଯୋଗାଯୋଗ ବଢ଼ାଇବା ନେଇ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଦଳୀୟ ସହକର୍ମୀଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏଭଳି ବୈଠକ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଅଧିକ ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ ପାଇଁ […]
Continue readingଦିଲ୍ଲୀର ଜନ୍ତର ମନ୍ତରରେ ପୁଣି ଥରେ ଏକ ବଡ଼ ପ୍ରଦର୍ଶନ, ସଂରକ୍ଷଣ ବିରୋଧରେ ଆନ୍ଦୋଳନ , ଆନ୍ଦୋଳନ କରୀଙ୍କୁ ଉଠାଇନେଲା ପୋଲିସ
ଦିଲ୍ଲୀର ଜନ୍ତର ମନ୍ତରରେ ପୁଣି ଥରେ ଏକ ବଡ଼ ପ୍ରଦର୍ଶନ ହେଉଛି । ଏଥର, ଅଣ-ସଂରକ୍ଷିତ (ସାଧାରଣ) ବର୍ଗର ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ଏକତ୍ରିତ ହୋଇଛନ୍ତି । ପ୍ରଦର୍ଶନକାରୀମାନେ, ମୁଖ୍ୟତଃ ୟୁଜିସିର ସମାନତା ନିୟମ ବିରୋଧରେ ପ୍ରତିବାଦ ଏବଂ ଜାତି-ଭିତ୍ତିକ ସଂରକ୍ଷଣରେ ସଂସ୍କାର ଦାବି କରୁଛନ୍ତି । ଏହି ପ୍ରତିବାଦରେ ରାଜସ୍ଥାନର “ଜେନେରାଲ୍ ସେନା” ଏବଂ “ଚାଣକ୍ୟ ସେନା” ସହିତ “କରଣୀ ସେନା” ମଧ୍ୟ ଯୋଗ ଦେଇଥିଲେ । ପ୍ରତିବାଦ ପାଇଁ ଅନୁମତି ନେଇ ଦ୍ୱନ୍ଦ୍ୱ ମଧ୍ୟରେ ଏହି […]
Continue readingMMDR ବିଲ୍, ୨୦୨୬କୁ ନେଇ ବିରୋଧୀଙ୍କ ମିଥ୍ୟା ଅପପ୍ରଚାର ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ
ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ‘ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬’ (MMDR Amendment Bill-2026) କୁ ବିରୋଧ କରିବା ସହ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହାର କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ […]
Continue readingକାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି,ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ମିଳିଲା ସମୟ
ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି। ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ସୁପ୍ରିମକୋର୍ଟ ଆଉ ଏକ ଶେଷ ସୁଯୋଗ ଦେଇଛନ୍ତି। ପୂର୍ବ ଶୁଣାଣିରେ ଆଜି ସୁଦ୍ଧା ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲା। ତେବେ ଆଜିର ଶୁଣାଣିରେ ମଧ୍ୟ କୌଣସି […]
Continue readingଭାରତୀୟ ନୌସେନାକୁ ମିଳିଲା ‘ଏମକ୍ୟୁ-୯ବି ସି ଗାର୍ଡିଆନ ,ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟ,ଲିଜ୍ ଏଗ୍ରୀମେଣ୍ଟ ସ୍ୱାକ୍ଷରିତ
ଭାରତୀୟ ନୌସେନା ତାର ସମୁଦ୍ର ମନିଟରିଂ ଓ ଗୁଇନ୍ଦା ସୂଚନା ସଂଗ୍ରହ କ୍ଷମତା ବଢାଇବାକୁ ଯାଉଛି। ଏଥି ପାଇଁ ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନ-୨ରେ ସୋମବାର ଆମେରିକୀୟ କମ୍ପାନୀ ‘ଜେନେରାଲ ଏଟମିକ୍ସ ଏରୋନଟିକାଲ ସିଷ୍ଟମସ୍ ଇଂକ୍’ ସହ ଏକ ଗୁରୁତ୍ୱପୂର୍ଣ୍ଣ ଲିଜ୍ ଏଗ୍ରୀମେଣ୍ଟ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁସାରେ ଭାରତୀୟ ନୌସେନାକୁ ୩୦ ମାସ ନିମନ୍ତେ ଦୁଇଟି ‘ଏମକ୍ୟୁ-୯ବି ସି ଗାର୍ଡିଆନ’ ହାଇଅଲ୍ଟିଟ୍ୟୁଡ ଲଙ୍ଗ ଏଣ୍ଡ୍ୟୋରେନ୍ସ (ଏଚଏଏଲଇ) ରିମୋଟଲି ପାଇଲଟେଡ (ବିନା ପାଇଲଟ) ଏୟାରକ୍ରାଫ୍ଟ ଲିଜରେ ମିଳିବ। […]
Continue readingନୂଆ ଟିମ ଘୋଷଣା କଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ,ପାର୍ଟିର ନୂଆ ଟିମରେ ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ ‘ରାଷ୍ଟ୍ରୀୟ ମହାସଚିବ’ ଦାୟିତ୍ୱ
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି । ନୂଆ ରାଷ୍ଟ୍ରୀୟ ଟିମରେ ବହୁ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ଘୋଷଣା କରିଛି । ବିଜେପିର ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜଣେ ରାଷ୍ଟ୍ରୀୟ ମହାସଚିବ (ସଂଗଠନ), ଦୁଇ ଜଣ ରାଷ୍ଟ୍ରୀୟ ଉପ-ମହାସଚିବ (ସଂଗଠନ), ଆଠ ଜଣ […]
Continue readingଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୮ମ ତମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପିର ଶ୍ରଦ୍ଧାଞ୍ଜଳି
ମହାନ୍ ଜନନେତା, ଦୂରଦ୍ରଷ୍ଟା, ଭାରତୀୟ ରାଜନୀତିର ମୁକୁଟବିହୀନ ସମ୍ରାଟ, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ କେବଳ ଜଣେ ରାଜନୀତିଜ୍ଞ ନ ଥିଲେ, ସେ ଜଣେ ଯୋଗଜନ୍ମା ଓ ରାଷ୍ଟ୍ରନୀତିଜ୍ଞ ଥିଲେ। ଭାରତର ବିକାଶ ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଟଳଜୀ ଭାରତବର୍ଷର ଐତିହାସିକ ପରିବର୍ତନ କରିଥିଲେ। ଦେଶରେ ପରମାଣୁ ପରୀକ୍ଷା କରି ସାରା ବିଶ୍ୱରେ ଭାରତବର୍ଷକୁ […]
Continue readingଗାନ୍ଧୀ ମାର୍ଗରେ ପତ୍ତାକା ଉତ୍ତଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନକୁ କଲେ ସ୍ମରଣ
୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନକୁ ସ୍ମରଣ କରିଥିଲେ। ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ଆମ ରାଜ୍ୟର ସ୍ୱାଧୀନତା ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ବିଦ୍ୟାଧର, ଚକରା ବିଷୋଇ, ଧର୍ମପଦ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ମାଲତୀ ଚୌଧୁରୀ, […]
Continue reading









